ବିଭିନ୍ନ ମନ୍ଦିରରୁ ଚୋରି: ନେଇଗଲେ ୫ଲକ୍ଷରୁ ସମସ୍ତ ସୁନା ଅଳଙ୍କାର ସହ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା
ସାବରଙ୍ଗ,୮।୩ (କାଳିପଦ ରାୟ): ବାସୁଦେବପୁର ଥାନା ଅଧୀନ ଭୈରବପୁର ଠେକିପଦା ଗ୍ରାମର ଲଷ୍ମୀନାରାୟଣ ମନ୍ଦିର, ହନୁମାନ ମନ୍ଦିର, ହନୁମାନ ବାଟିକାର, ଶ୍ରୀରାମ ମନ୍ଦିର, ତାଲା ଓ ହୁଣ୍ଡି ଭାଙ୍ଗି ଶୁକ୍ରବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତମାନେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ…
ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ବ୍ଲକ ପ୍ରଶାସନର ସହାୟତା ପ୍ରଦାନ
ଗଞ୍ଜାମ,୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ଗ୍ରାମର ଗୌତମ ଦାସ(୧୭) ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି l ପରିବାର ଆର୍ଥିକ ସଙ୍କଟ ପରେ ମୃତ ଗୌତମ ରାଜସ୍ଥାନରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ l ହେଲେ ସେଠାରେ…
ଗୃହିଣୀରୁ ସଫଳ ଜନପ୍ରତିନିଧି: ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଗୀତାଞ୍ଜଳି
ରାଇକିଆ,୮।୩(ପ୍ରଦୀପ ବେହେରା): ଗୃହିଣୀରୁ ସଫଳ ଜନପ୍ରତିନିଧି। ଜନସାଧାରଣଙ୍କ ସେବା ପାଇଁ ରାଜନୀତି କ୍ଷେତ୍ରରେ ପାଦ ଦେଇଥିବା ରାଇକିଆ ଗ୍ରାମ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ଗୀତାଞ୍ଜଳି ନାୟକ ୧୩ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରେ ଅଛନ୍ତି। ୨୦୧୨ରେ ପ୍ରଥମ ଥର ପାଇଁ ରାଇକିଆ ସରପଞ୍ଚ…
ଦାଦନ ଯାଇଥିଲେ ଶବ ହୋଇ ଫେରିଲେ: ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ
ବଲାଙ୍ଗିର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଗଣ୍ଡବାହାଲ (ଜାମପାଲି) ଗାଁର ଦାଦନ ଶ୍ରମିକ ଲାଲ ପାତ୍ର (୫୮)ଙ୍କ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ତାଙ୍କ ମୃତଦେହ ବଲାଙ୍ଗୀର ପହଞ୍ଚାଇବା ପରେ ସମ୍ପର୍କୀୟ ଓ ଗାଁ ଲୋକ…
ହାର୍ ମାନିଛି ବୟସ: ୧୦୮ ବର୍ଷ ବୟସରେ ସେଲୁନରେ କେଶ କାଟି କଲେ ଗିନିଜ୍ ଓ୍ବାଲର୍ଡ ରେକର୍ଡ
ଟୋକିଓ: ଜାପାନର ପୂର୍ବବର୍ତ୍ତୀ ଟୋଚିଗି ରାଜ୍ୟ ନାକାଗାଓ୍ବା ସହରରେ ୧୦୮ ବର୍ଷୀୟା ମହିଳା ଶିତ୍ସୁଇ ହାକୋଇଶି ବିଶ୍ୱର ସବୁଠାରୁ ବୟସ୍କ କାର୍ଯ୍ୟରତ ମହିଳା ବାରିକ ଭାବେ ଗିନିଜ୍ ଓ୍ବାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନ ପାଇଛନ୍ତି। ଗୁରୁବାର ନାକାଗାଓ୍ବା ସହରରେ ଥିବା ହାକୋଇଶିଙ୍କ…
ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ୪ ବର୍ଷର ଆଦଭିକ୍
ବାଲିଗୁଡ଼ା,୭ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ୱାଲର୍ଡ ବୁକ୍ ଅଫ୍ ରେକର୍ଡରେ ୪ବର୍ଷର ଶିଶୁ ଆଦଭିକ୍ ପାଢ଼ୀ। ଫଟାଫଟ୍ ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି ଏହି କୁନି ବିସ୍ମୟ ବାଳକ। ବାଲିଗୁଡ଼ା ସହର ଭଗାମୁଣ୍ଡା ସାହିର ଅମୂଲ୍ୟ ପାଢ଼ୀ ଓ ପ୍ରିୟଙ୍କା ପାଢ଼ୀଙ୍କ ସୁପୁତ୍ର ଆଦଭିକ୍…
ଚାମ୍ପିୟନ୍ସ ଟ୍ରଫି ପରେ ଅଧିନାୟକ ପଦ ହରାଇବେ ରୋହିତ! ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୮।୩: ଅଧିନାୟକ ଭାବରେ ରୋହିତ ଶର୍ମାଙ୍କର ଏକ ଉତ୍କୃଷ୍ଟ ରେକର୍ଡ ଅଛି। ସେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତୀୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ…
ଛୁଟି ଦେଲେନି ପ୍ରିନ୍ସିପାଲ:ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ
ପାଟଣାଗଡ଼,୮।୩(ସଚ୍ଚିଦାନନ୍ଦ ମହାକୁର):ବଲାଙ୍ଗୀର ଜିଲା ପାଟଣଗଡ଼ ବ୍ଲକ୍ ଭଇଁଷାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୁଟି ନ ମିଳିବାରୁ ସ୍କୁଲର ଗଣିତ ଶିକ୍ଷକ ତାଙ୍କ ହାତରେ ସାଲାଇନ ଲଗାଇ ପରିବାରବର୍ଗଙ୍କ ସହ ସ୍କୁଲକୁ ଆସିବା…
ହୁତୁହୁତୁ ହୋଇ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି: ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି
ଭୁବନେଶ୍ୱର,୮।୩: ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ କରାଯାଉଛି। କିନ୍ତୁ ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ମିକ୍ସଚର ଫ୍ୟାକ୍ଟ୍ରିରେ କିଭଳି ନିଆଁ…
ଖରାଦିନେ କଳାକୋଟ୍ ଇଚ୍ଛାଧୀନ: ଆଇନଜୀବୀଙ୍କ ପାଇଁ ଆସିଲା ଗାଇଡ୍ଲାଇନ୍
କଟକ,୮ା୩(କାର୍ତ୍ତିକ ସାହୁ):ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ…
ମହିଳା ଦିବସରେ ASIର ବଡ଼ ଉପହାର: ତାଜମହଲ ସମେତ ଅନ୍ୟାନ୍ୟ ସ୍ମାରକୀରେ ମହିଳାମାନଙ୍କ ପାଇଁ ଫ୍ରି ଏଣ୍ଟ୍ରି
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଉପହାର ଦେଇଛି। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ASI ସମସ୍ତ ସଂରକ୍ଷିତ ସ୍ମାରକୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା…
ପ୍ରିୟଙ୍କାଙ୍କ ଭଳି ଫିଟ୍ନେସ୍ ଚାହୁଁଛନ୍ତି କି? ପ୍ରତିଦିନ କରନ୍ତୁ ଏହି କାମ
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ବ୍ୟତୀତ ଫିଟ୍ନେସ୍ ପାଇଁ ଖବରରେ ରହିଥାନ୍ତି। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି। ପ୍ରିୟଙ୍କାଙ୍କ ପରି ଫିଟନେସ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ଡାଏଟ ଏବଂ…
Archives


