Home Left

Womens Day 2025: ଦିନେ ପୁରୁଷଙ୍କ ଦ୍ୱାରା ଆଦୃତ ହେଉଥିଲା ଗୋଲାପୀ ରଙ୍ଗ, ମହିଳା କେମିତି କଲେ ପସନ୍ଦ

ପୋଷାକ ହେଉ କିମ୍ବା ଖେଳଣା କିମ୍ବା ଅନ୍ୟ କୌଣସି ଜିନିଷ, ଯଦି ତାହା ଗୋଲାପୀ ରଙ୍ଗର ହୁଏ ତେବେ ଏହା ମହିଳାଙ୍କର ବୋଲି କୁହାଯାଏ। ଗୋଲାପୀ ଓଠ ଏବଂ ଗାଲ ଉପରେ ମଧ୍ୟ ଅନେକ ଗୀତ ତିଆରି ହୋଇଛି। ଏହି ରଙ୍ଗକୁ…

ଅନ୍ତର୍ଜାତୀୟ ମହିଳା ଦିବସ: ଆମକୁ ମଦ ନୁହଁ, ପାଣି ଦରକାର କହି ଦାବି କଲେ ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ପଡ଼ିଆ ଠାରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାରୀ ମହାସଙ୍ଗର ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର…

Champions Trophy 2025: ଏହି ପାକିସ୍ତାନୀ ବୋଲର ଖୋଲାଖୋଲି ମାଗିଲେ କ୍ଷମା, ଭାରତ ବିପକ୍ଷରେ ଖେଳିଥିବା ମ୍ୟାଚରେ କରିଥିଲେ ଏମିତି…

ଦୁବାଇ,୮।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୩ ଫେବୃଆରୀରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଭାବରେ ବିଜୟୀ ହୋଇଥିଲା। କିନ୍ତୁ ଏହି ମ୍ୟାଚ ସମୟରେ, ଜଣେ ପାକିସ୍ତାନୀ ଖେଳାଳି ଏକ ଅଜବ ଉପାୟରେ…

IPL 2025ରେ ବୁମ୍‌ରାଙ୍କ ଖେଳିବା ଉପରେ ଆସିଲା ବଡ଼ ଅପଡେଟ୍‌, ବଢିଲା ଚିନ୍ତା

ନୂଆଦିଲ୍ଲୀ,୮।୩: ଜସପ୍ରିତ ବୁମ୍‌ରାଙ୍କୁ କ୍ରିକେଟ ମଇଦାନକୁ ଫେରିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ଆଘାତ ଯୋଗୁ ବୁମ୍‌ରା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିପାରିନଥିଲେ, ଏବେ ଏକ ନୂତନ ଅପଡେଟ ଆସିଛି ଯେ ସେ ଆଇପିଏଲ ୨୦୨୫ର ପ୍ରଥମ ଦୁଇ ସପ୍ତାହରେ…

Women’s Day 2025: ଭାରତ ଇତିହାସରେ ପ୍ରଥମ ଥର, ଆଜି ମହିଳାଙ୍କ ହାତରେ ରହିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା

ନୂଆଦିଲ୍ଲୀ,୮।୩: ଆଜି 8 ମାର୍ଚ୍ଚରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି ଅବସରରେ, ଭାରତରେ ମଧ୍ୟ ଏକ ଐତିହାସିକ କାର୍ଯ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ,…

ଭଡ଼ାଘରେ ପଡ଼ିଛି ସ୍ବାମୀଙ୍କ ମୃତଦେହ, ସ୍ତ୍ରୀ ଫେରାର

ପାରଳାଖେମୁଣ୍ଡି,୮ା୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣଙ୍କ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ…

ଅନୁଭବଙ୍କ ସହ ନିର୍ବନ୍ଧ ପରେ ଫଟୋ ଶେୟାର ଜାଗୃତି, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୮।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ଶେଷ ହୋଇଛି। ମଧ୍ୟପ୍ରଦେଶ ଝିଅ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ ହୋଇଛି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ…

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ: ପୋଡ଼ିଦେଲେ ବାଇକ୍‌, ୫ରୁ ଊର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା/ବାଲୁଗାଁ,୮ା୩(ପ୍ରଭାତ ପାଣିଗ୍ରାହୀ/ସଂଗ୍ରାମ ପାଇକରାୟ): ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଲୁଗାଁ ବଜାରସ୍ଥିତ ଦୁଇଟି ସାହି ବାସିନ୍ଦାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଜଳିଯାଇଥିବା ବାଇକ୍‌କୁ ପୋଲିସ ଜବତ କରିଛି। ଖବର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସମ୍ଭାଳୁଛନ୍ତି ଏହି ମହିଳା, ଏମାନଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମରେ କହିଥିଲେ ଯେ ଏଥର ମହିଳା ଦିବସରେ ସେ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ମହିଳାଙ୍କୁ ହସ୍ତାନ୍ତର କରିବେ ଏବଂ ସେମାନେ ନିଜେ ଏହାର ଦାୟିତ୍ୱ ନେବେ। ମୋଦି ଏହି ପ୍ରତିଶ୍ରୁତି ପୂରଣ…

ଡେବ୍ରିଗଡ଼ର ୨ କି.ମି. ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଘୋଷଣା

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାୟ ୨ କିଲୋମିଟର ପରିମିତ ଅଞ୍ଚଳକୁ ‘ଆଘାତ ପ୍ରତିରୋଧ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ୧ କିଲୋମିଟର ପରିମିତ ଲେଖାଏ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଅଞ୍ଚଳକୁ ଏଥିସଂଲଗ୍ନ ପ୍ରାୟ ୬୮ଟି ଗ୍ରାମର…

Video: ଫ୍ଲାଇଟରେ ଉଲଗ୍ନ ହୋଇ ମହିଳା କଲେ ଏମିତି, ଦେଖି ତାଜୁବ ହୋଇଗଲେ…

ଆମେରିକାର ହ୍ୟୁଷ୍ଟନ୍‌ସ୍ଥିତ ଏୟାରପୋର୍ଟ ରନ୍‌ଓ୍ବେରୁ ଶୁକ୍ରବାର ସାଉଥ୍‌ ଓ୍ବେଷ୍ଟ ଏୟାରଲାଇନ୍ସର ଏକ ବିମାନ ଟେକ୍‌ ଅଫ୍‌ କରୁଥିବା ସମୟରେ ବିମାନ ମଧ୍ୟରେ ଜଣେ ମହିଳା ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌ କରିଥିଲେ। ତେବେ ଏହା ସମ୍ଭବ ନୁହେଁ ବୋଲି ତାଙ୍କୁ ବିମାନର…

ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ଯୋଗଦେଲେ ଦୀପକ ମିଶ୍ର: ଖେଳିଗଲା ଖୁସିର ମାହୋଲ

ପୁରୁଷୋତ୍ତମପୁର,୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍‌ଡିପିଓ ଭାବେ ଡା ଦୀପକ କୁମାର ମିଶ୍ର ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ଭୂବନେଶ୍ବର ସ୍ପେସାଲ ବ୍ରାଞ୍ଚରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri