ଭଉଣୀ ଆଗରେ ଚାଲିଗଲା ଭଉଣୀର ଜୀବନ
ନୟାଗଡ଼,୧୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା କିମ୍ଭିରିଆ ଗ୍ରାମ ପୋଖରୀ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ଚିକିତ୍ସା ପାଇଁ…
ମୟଙ୍କ ଯାଦବଙ୍କୁ ଜୋର ଜବରଦସ୍ତ ଅନ୍ଫିଟ୍ ଘୋଷଣା କରିବାକୁ ଚାହେଁ ଲକ୍ଷ୍ନୌ ଟିମ୍
ନୂଆଦିଲ୍ଲୀ,୧୬।୩: ଏବେ IPL ୨୦୨୫ ଆରମ୍ଭ ହେବାକୁ ୧ ସପ୍ତାହରୁ କମ ସମୟ ବାକି ଅଛି। କିନ୍ତୁ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ୩ ପ୍ରମୁଖ ପେସର ମୋହସିନ ଖାନ, ଆଭେଶ ଖାନ ଏବଂ ମୟଙ୍କ ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ NCA…
ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର,୧୬।୪: ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍ ଲାଇନ୍ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧…
ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆର୍ଏସ୍ଏସ୍ର କାମ ଦଙ୍ଗା କରିବା, ଉସୁକାଇବା: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୬।୩: ବିନୋଦ ବଂଶଲଙ୍କ ବୟାନର ଜବାବରେ ବିବାଦୀୟ ବୟାନ ଦେଇଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ଦେଶ ବିଭାଜନ ଆଡକୁ ଗତି କରୁଛି। ମୋତେ ଆଜିର ପରିସ୍ଥିତି ୧୯୪୭ ପୂର୍ବ ପରିସ୍ଥିତି ସହିତ ସମାନ ଭଳି ମନେ ହେଉଛି। ଯେତେବେଳେ…
ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା, ହଠାତ୍ କଟିବନି ରାଶନ କାର୍ଡ
ଭୁବନେଶ୍ୱର,୧୬।୩: ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର। ବଡ଼ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର । ସେ କହିଛନ୍ତି, ରାଜ୍ୟରେ କାହାର ହଠାତ୍ କଟାଯିବନି ରାଶନ କାର୍ଡ। ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ହେବ ଫିଜିକାଲ ସର୍ଭେ…
ଖୁବଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୬।୩: ରାଜ୍ୟରେ କିଛଦିନ ହେଲା ପାରଦ ଉପରମୁହାଁ ରହିଛି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଏଭଳିସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…
ଓଡ଼ିଶା ଆସୁଛନ୍ତି ଅମିତ ଶାହା, ଭାଜପା ଡାକିଲା ବଡ଼ ବୈଠକ
ଭୁବନେଶ୍ୱର,୧୬।୩: ଓଡ଼ିଶା ଆସୁଛନ୍ତି ଅମିତ ଶାହା। ଏନେଇ ବଡ଼ ବୈଠକ କରିଛି ଭାଜପା। ସ୍ବରାଷ୍ଟ୍ର ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ନେଇ ଭାଜପା ଡାକିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୁର୍ଲା MCL ଗେଷ୍ଟ ହାଉସରେ ଚାଲିଛି ରୁଦ୍ଧଦ୍ୱାର ବୈଠକ।…
ମା’ ବାଙ୍କେଶ୍ୱରୀଙ୍କ ଡିମ୍ବୁଳା ଯାତ୍ରା ଉଦ୍ଯାପିତ
ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର):ସମଗ୍ର ଦକ୍ଷିଣ ଓଡିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ରବିବାର ଉଦ୍ଯାପିତ ହୋଇଯାଇଛି। ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଳକ ବଡଡିମ୍ବୁଳା ଗ୍ରାମରେ ସମଗ୍ର ଦକ୍ଷିଣ…
ଆନ୍ତଃରାଜ୍ୟ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ
ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃରାଜ୍ୟ ଖେମୁଣ୍ଡି ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ…
ରାଜଧାନୀରେ ଡବଲ ମର୍ଡର: ସ୍ପଟରେ ସାଇଣ୍ଟିଫିକ ଟିମ୍ର ଛାନ୍ଭିନ୍
ଭୁବନେଶ୍ୱର,୧୫।୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଗଡ଼ିଛି ୨ ମୁଣ୍ଡ। ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସହ ସାଇଣ୍ଟିଫିକ…
କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ
ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ…
ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର: କୃଷ୍ଣ ପାତ୍ର
ଭୁବନେଶ୍ୱର,୧୬।୩: ପୋଷଣ କେନ୍ଦ୍ରନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର। ‘ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲିବ। ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ। ଏ…
Archives


