Home Left

ଗୋଟିଏ ମ୍ୟାଚ୍‌ରେ ଲଗାତାର ଦୁଇଟି ଅର୍ଦ୍ଧଶତକ ମାରିଲେ ଇଶାନ କିଷାନ, ଦ୍ବନ୍ଦରେ ପଡିଲା BCCI

ହାଇଦ୍ରାବାଦ, ୧୬।୩: ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ୱିକେଟ୍‌ କିପର-ବ୍ୟାଟ୍‌ମ୍ୟାନ୍‌ ଇଶାନ କିଷାନ ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ପାଇଁ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେଉଛନ୍ତି। ଶନିବାର ଆନ୍ତଃ-ସ୍କ୍ୱାଡ୍ ମ୍ୟାଚ୍‌ ସିମୁଲେସନ୍‌ରେ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ…

୩୦୦ ବର୍ଷ ଧରି ଔରଙ୍ଗଜେବଙ୍କ କବର ରକ୍ଷଣାବେକ୍ଷଣ କରିଆସୁଛି ଏହି ପରିବାର…ଜାଣନ୍ତୁ କେତେ ମିଳୁଛି ଟଙ୍କା?

ମୁମ୍ବାଇ,୧୬।୩: ରାଜନୈତିକ ବୟାନବାଜିକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ଔରଙ୍ଗଜେବଙ୍କ ନାମ। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ନେଇ ବିବାଦ ଉପୁଜିଛି। କୁହାଯାଏ ଔରଙ୍ଗଜେବ ମହାରାଜ ସମ୍ଭାଜୀଙ୍କୁ ବହୁତ ନିର୍ଯାତନା ଦେବା ପରେ ହତ୍ୟା କରିଥିଲେ। ତେଣୁ ଏପରି…

ସଠିକ ସମୟରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରୀ ବୟଙ୍କୁ CPR ଟ୍ରେନିଂ

ନୂଆଦିଲ୍ଲୀ,୧୬।୩: ଜେଞ୍ଜୋ 5G ଆମ୍ବୁଲାନ୍ସ ସର୍ଭିସେସର ଏକ ପଦକ୍ଷେପ ଏବେ ଭାରତର ବିଭିନ୍ନ ରାଜ୍ୟ ଏବଂ ସହରରେ ଜୋମାଟୋ ଡେଲିଭରି ବୟମାନଙ୍କୁ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ CPR ଏବଂ ମୌଳିକ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମ ଦେଇଛି। ଜେଞ୍ଜୋର ସହ-ପ୍ରତିଷ୍ଠାତା…

ମେଗା ଅକ୍ସନରେ ମିଳି ନ ଥିଲା କ୍ରେତା, ତଥାପି IPL 2025 ଖେଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୬।୩: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୫ । ଏହା IPLର ୧୮ତମ ସିଜିନ ହେବ, ଯାହା ପାଇଁ ସମସ୍ତ ଦଳ କଠିନ ପ୍ରସ୍ତୁତି କରୁଛନ୍ତି। ସେହି ସମୟରେ ଗୋଟିଏ ଦଳ ମଧ୍ୟ ଏହାର ଖେଳାଳିଙ୍କ ଆଘାତ ସମସ୍ୟା…

ତେଜ ପ୍ରତାପ ଯାଦବଙ୍କ ‘ନାଚ ନଚେତ୍ ନିଲମ୍ବିତ’ ଆଦେଶରେ ନାଚିବାରୁ ବିହାର ପୋଲିସ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ, ୧୬।୩: ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଜଣେ ପୋଲିସ କନଷ୍ଟେବଳଙ୍କୁ ବିଧାୟକଙ୍କ ନିର୍ଦ୍ଦେଶରେ ୟୁନିଫର୍ମ ପିନ୍ଧି ନାଚିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି।…

ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୧୬।୩: ରାଜ୍ୟରେ ପାରଦ ଉପରମୁହାଁ ରହିଛି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ରବିବାର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ…

BCCI’ର ପରିବାର ପ୍ରତିବନ୍ଧକ ନିୟମ ଉପରେ ମୁହଁ ଖୋଲିଲେ ବିରାଟ କୋହଲି: କହିଲେ-ଏକା ବସି…

ନୂଆଦିଲ୍ଲୀ, ୧୬।୩: ଭାରତୀୟ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଖେଳାଳିମାନେ ଗସ୍ତରେ ଥିବା ସମୟରେ ପରିବାର ପ୍ରତିବନ୍ଧକ ଉପରେ ବିସିସିଆଇର ନୂତନ ନିୟମ ସମ୍ପର୍କରେ ମୁହଁ ଖୋଲିଛନ୍ତି। ୨୦୦୨ ଏବଂ ୨୦୧୩ ପରେ ଭାରତକୁ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି…

୭ ପରିବାରର ଜଳିଗଲା ୧୦ ବଖରା, ଅଧଘଣ୍ଟାରେ ସବୁ ପୋଡ଼ି ଛାରଖାର

ଭଞ୍ଜନଗର,୧୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗିଯାଇଥିଲା। ଫଳରେ ଚାହୁଁ ଚାହୁଁ ୭ଟି ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ…

ବିନା ହେଲମେଟେରେ ଚଲାଉଥିଲେ ସ୍କୁଟି: RJD ନେତାଙ୍କ ନାମରେ ଏତିକି ଟଙ୍କାର ଜରିମାନା

ପାଟନା,୧୬।୩: ହୋଲି ପାଳନ ବେଳେ RJD ନେତା ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କ ସମସ୍ୟା ବଢ଼ାଇଛି। ବିନା ହେଲମେଟରେ ସ୍କୁଟି ଚଲାଇବାରୁ ବିହାର ପାଟନା ପୋଲିସ ତାଙ୍କ ନାମରେ ୪ ହଜାର ଟଙ୍କା ଚାଲାଣ କାଟିଛି। ଅନ୍ୟପକ୍ଷେ ତେଜ ପ୍ରତାପ…

୧୦ ସ୍ଥାନରେ ରେଲଓ୍ବେ ପୁଶିଂ ବ୍ରିଜ ନିର୍ମାଣ ନେଇ ଡିଆରଏମ୍‌ଙ୍କୁ ଦାବିପତ୍ର

କୋରାପୁଟ,୧୬ା୩(ଅମିତାଭ ବେହେରା): କୋରାପୁଟ ରେଲଓ୍ବେ ଅଧୀନରେ ଥିବା ୩ଟି ବ୍ଲକର ୧୦ଟି ସ୍ଥାନରେ ପୁଶିଂ ବ୍ରିଜ ନିର୍ମାଣ ପାଇଁ ଆଜି ଡିଆରଏମ୍‌ଙ୍କୁ ରବିବାର ସ୍ଥାନୀୟ ଷ୍ଟେଶନଠାରେ ସାକ୍ଷାତ କରି ପୂର୍ବତନ ବିଧାୟକ ନିମାଇଁ ସରକାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶାଖାପାଟଣା…

ନର୍ଥ ମାସିଡୋନିଆ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ ମୃତ, ୧୦୦ରୁ ଅଧିକ ଆହତ

ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତର ମାସିଡୋନିଆର ସରକାରୀ ସମାଚାର ଏଜେନ୍ସି…

ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା ଏବଂ ବୁଚ୍‌ ଖୁବ ଶୀଘ୍ର ପୃଥିବୀକୁ ଫେରି ଆସିବେ। ସୁନିତା ଏବଂ ବୁଚ୍‌ଙ୍କୁ ଫେରାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri