ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ, ୮ ବର୍ଷ ପରେ ପ୍ରେମିକାଙ୍କ ସହ କଲେ ନିର୍ବନ୍ଧ
ନୂଆଦିଲ୍ଲୀ,୧୨।୮: ବିଶ୍ୱ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ୫ ସନ୍ତାନର ବାପା ରୋନାଲ୍ଡୋଙ୍କ ସାଥୀ ଜର୍ଜିନା ରଡ୍ରିଗ୍ସ ଇନଷ୍ଟାଗ୍ରାମରେ ଏପରି ଏକ ପୋଷ୍ଟ କରିଛନ୍ତି, ଯାହା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ,…
ଭାରତକୁ ଗାତରେ ପକାଇବାକୁ ଭାବିଥିଲା ପାକିସ୍ତାନ, ଶେଷରେ ନିଜେ ପଡ଼ିଲା, ଜାଣନ୍ତୁ କିପରି
ଇସଲାମାବାଦ,୧୧।୮: ଭାରତୀୟ ବିମାନ ସେବା ପାଇଁ ଆକାଶ ମାର୍ଗ ବନ୍ଦ କରିବା ପାଇଁ ପାକିସ୍ତାନର ବିମାନବନ୍ଦର କର୍ତ୍ତୃପକ୍ଷ ଭାରୀ ମୂଲ୍ୟ ଦେଉଛି। ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାନକୁ ୪.୧ ବିଲିୟନ ଟଙ୍କା (୧୨୭ କୋଟି ଭାରତୀୟ ଟଙ୍କା) କ୍ଷତି ସହିବାକୁ…
କପିଲ ଶର୍ମାଙ୍କ ସୁରକ୍ଷା ବଢାଇଲା ପୋଲିସ: ସଲମାନଙ୍କ ସହ ବନ୍ଧୁତା ପଡ଼ିଲା ମହଙ୍ଗା
ମୁମ୍ବାଇ: କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ପରେ, ମୁମ୍ବାଇ ପୋଲିସ ସତର୍କ ହୋଇଯାଇଛି। ପୋଲିସ ହାସ୍ୟ ଅଭିନେତାଙ୍କ ସୁରକ୍ଷା ବୃଦ୍ଧି କରିଛି। କପିଲଙ୍କ ରେଷ୍ଟୁରାଣ୍ଟରେ ଶେଷ ଥର ପାଇଁ ୮ ଅଗଷ୍ଟରେ ଆକ୍ରମଣ ହୋଇଥିଲା, ଯାହା ଗୋଟିଏ ମାସ ମଧ୍ୟରେ…
ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଆମଦାନୀ ଉପରେ ବ୍ୟାନ ଲଗାଇଲା ଭାରତ
ନୂଆଦିଲ୍ଲୀ,୧୧ା୮: ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଭାରତ ସୋମବାର ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଓ ଦଉଡ଼ି ଆମଦାନୀ ଉପରେ ସମସ୍ତ ସ୍ଥଳପଥ ମାର୍ଗରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛି। ତେବେ, ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT)ର…
ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮ କୋଟି ଟଙ୍କା ଘୋଷଣା କଲେ ସରକାର, ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ
ଭୁବନେଶ୍ୱର,୧୧ା୮: ଓଡ଼ିଶାର ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲରେ ଅବସ୍ଥିତ ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା…
୧୮ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ
ବୁଗୁଡା,୧୧ା୮(କାଳିଚରଣ ଦାଶ): ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଜନୈକ ଫେରାର ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କପିଳା ନାଇକ (୫୩)। ଏ ନେଇ ଜିଆର ନଂ ୩୭୬/୨୦୦୭ରେ ଏକ ମାମଲା…
ଅପରେସନ ସିନ୍ଦୂର ପରେ ପାକିସ୍ତାନର ହୀନ ବ୍ୟବହାର: ଭାରତୀୟ କୂଟନୀତିଜ୍ଞଙ୍କୁ ଖବରକାଗଜ, ଗ୍ୟାସ ଓ ପାଣି ଯୋଗାଣ ବନ୍ଦ
ନୂଆଦିଲ୍ଲୀ,୧୧।୮: ପାକିସ୍ତାନ ଅପରେସନ ସିନ୍ଦୂର ପରେ ଇସଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଉତ୍ପୀଡ଼ନକୁ ତୀବ୍ର କରିଛି। ଏହି ଅପରେସନରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୋମବାର ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ…
ଘରକୁ ଫେରୁଥିଲେ ରାସ୍ତାରେ ଚାହିଁ ରହିଥିଲା…
ନୂଆପଡ଼ା,୧୧ା୮ (ମକାରୁ ବେମାଲ ): କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ଘାଟିପଡ଼ା ସୁବିଧାକେନ୍ଦ୍ର ନିକଟ ଜାତୀୟ ରାଜପଥରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ସମସ୍ୟାରେ ଥୁଆମୂଳ ରାମପୁର ବ୍ଲକ୍ : ସମାଧାନ ଶୂନ୍ୟ, ପ୍ରହସନ ପାଲଟିଛି ଅଭିଯୋଗ ଶୁଣାଣି
ଆମୂଳ ରାମପୁର,୧୧ା୮ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକରେ ପୂର୍ବରୁ ଅଭିଯୋଗ ଶୁଣାଣି ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଏହା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବେଲି କେତେ ଜଣ ହିତାଧିକାରୀ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି…
ଖୁବଶୀଘ୍ର ବିବାହ କରିବେ ପ୍ରଭାସ: ବଡ଼ ସୂଚନା ଦେଲେ ମାଉସୀ…
ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ପ୍ରଭାସଙ୍କ ବିବାହ ନେଇ ଚର୍ଚ୍ଚା ଦୀର୍ଘ ଦିନ ଧରି ଜାରି ରହିଛି। ତାଙ୍କର ବିଶାଳ ପ୍ରଶଂସକ ମହଲ ତାଙ୍କ ବିବାହ ଖବର ଶୁଣିବାକୁ ଉତ୍ସୁକ ଥିବା ବେଳେ ପ୍ରଭାସ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ…
ହତ୍ୟା ଘଟଣାରେ ୨୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ କେରାଣ୍ଡିତୋଳା ଗ୍ରାମରେ ଏକ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜଣକୁ ଦୀର୍ଘ ୨୪ ବର୍ଷ ପରେ ଚମାଖଣ୍ଡି ପୋଲିସ ଗିରଫ କରିଛି l ୨୦୦୧ରେ ଏକ ଝଗଡାକୁ ନେଇ ପ୍ରଶାନ୍ତ ପ୍ରଧାନକୁ ଟାଙ୍ଗିଆରେ…
ଛାତ୍ର, ବିଦ୍ୟାଳୟ ରାତ୍ର ଜଗୁଆଳିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ….
ଖଜୁରିପଡ଼ା,୧୧ା୮( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନାରେ ରବିବାର ଓ ସୋମବାର ୨ ଦିନରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୋମବାର ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ରାତ୍ର ଜଗୁଆଳି ଓ ସୋମବାର…

