ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକର ଅବଦାନ ଅତୁଳନୀୟ: ମନ୍ତ୍ରୀ
ଭଦ୍ରକ,୧୫ା୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…
ଗାଁ ନିକଟରେ ବୁଲୁଛି ଭାଲୁ: ଲୋକେ ଆତଙ୍କିତ
ପାଟଣା,୧୫।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଶୁକ୍ରବାର ଏକ ଆହତ ବଣୁଆ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି…
ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା, ବସ-ଟ୍ରକ ଧକ୍କାରେ ୧୦ ମୃତ
କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା…
ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ
ଭୁବନେଶ୍ୱର,୧୫ା୮: ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍ଆଇ…
ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲାସ୍କା ଆଲୋଚନା ମାରିବ ଫେଲ୍? ଆମେରିକା ରାଷ୍ଟ୍ରପତି କହିଲେ ୨୫ ପ୍ରତିଶତ…
ଓ୍ବାଶିଂଟନ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଶେଷ କରିବା ପାଇଁ କୌଣସି ଚୁକ୍ତି ଶୁକ୍ରବାର ତାଙ୍କ ସହ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମିଳନୀରେ ହେବ ନାହିଁ, ବରଂ ଦ୍ୱିତୀୟ,…
ଛେଳିକୁ ଗିଳୁଥିଲା ୧୦ ଫୁଟ ଲମ୍ବର ଅଜଗର, ବନକର୍ମଚାରୀ ପହଞ୍ଚି କଲେ ଏମିତି କାମ…
ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି। ସାପଟି ଏକ ଛେଳିକୁ ଗିଳୁଥିବା ସମୟରେ…
ବାଦଲ ଫଟା ବର୍ଷା କ’ଣ? କେତେ ବର୍ଷା ହେଲେ ବାଦଲ ଫାଟେ, ଜାଣନ୍ତୁ କ’ଣ କହେ ପାଣିପାଗ ବିଭାଗ…
ନୂଆଦିଲ୍ଲୀ,୧୫ା୮: ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କ ଜୀବନକୁ ଅତ୍ୟନ୍ତ ଖରାପ ଭାବରେ ପ୍ରଭାବିତ କରିଛି। ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବାଦଲ ଫଟା ବର୍ଷା ଯୋଗୁ ବହୁତ କ୍ଷୟକ୍ଷତି ହୋଇଛି।…
କର୍ଲାମୁଣ୍ଡାର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ
କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍ ପଡ଼ିଆଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ…
ସ୍ବାଧୀନତା ଦିବସରେ ମୋଦିଙ୍କ RSS ପ୍ରଶଂସା: କଂଗ୍ରେସର କହିଲା-‘ନିଜ ଅବସରକୁ ଅଟକାଇବାର ପ୍ରୟାସ’
ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ମିନିଟରୁ ଅଧିକ ସମୟର ଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ୧୦୦ ବର୍ଷର ଯାତ୍ରାକୁ “ଗୌରବମୟ” ଓ “ବିଶ୍ୱର ସର୍ବବୃହତ NGO” ଭାବେ ପ୍ରଶଂସା କରିଥିଲେ। ମୋଦି କହିଥିଲେ,…
ପ୍ରଥମଥର ପାଳିତ ହେଲା ବ୍ଲକସ୍ତରୀୟ ସ୍ବାଧୀନତା ଦିବସ: ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଲେ ବିଡିଓ-ତହସିଲଦାର
ପୁରୁଷୋତ୍ତମପୁର,୧୫ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମଥର କରି ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଏନ୍ଡି ହାଇସ୍କୁଲ ପରିସରରେ ପାଳିତ ହୋଇଛି। ଏଥିଲାଗି ସହରବାସୀଙ୍କ ମଧ୍ୟରେ ଏକ ଉସାହ ଦେଖାଦେଇଛି। ତହସିଲଦାର ବିନୋଦ କୁମାର…
ଭିଜୁଥିଲେ ରାହୁଲ, ଦେଖୁଥିଲେ ଖାର୍ଗେ!
ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ, କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦଳୀୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ବର୍ଷାରେ ଭିଜି ଯାଉଥିବାର ଦେଖାଯାଇଥିଲା। ପ୍ରବଳ ବର୍ଷା ମଧ୍ୟରେ ସେ…
ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ: ନର୍ସିଂହୋମରେ ନର୍ସଙ୍କ ଝୁଲନ୍ତା ମୃତଦେହ, ପରିବାର କହିଲେ ବଳାତ୍କାର ପରେ କରାଯାଇଛି ହତ୍ୟା
କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବଙ୍ଗଳାର ହୁଗଲି ଜିଲାର ଏକ ନର୍ସିଂ ହୋମରେ ଜଣେ ନର୍ସଙ୍କ ଝୁଲନ୍ତା ମୃତଦେହ ମିଳିଛି। ଏହି ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ପାଇବା ମାତ୍ରେ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ…

