IPL 2025 ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି ୧୩ ବର୍ଷୀୟ କ୍ରିକେଟର୍: କୋଚ ଆଶ୍ଚର୍ଯ୍ୟ
ଜୟପୁର,୧୮।୩: IPL 2025 ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ ସମୟ ବାକି ଅଛି। ୧୮ତମ ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଖେଳାଯିବ। ଏହା ପୂର୍ବରୁ, ଏକ ଉଦଘାଟନୀ ଉତ୍ସବ ମଧ୍ୟ ହେବ, ଯେଉଁଥିରେ ବଲିଉଡ ସ୍ବାଦ ରହିବ।…
ମ୍ୟାଚ୍ ମଝିରେ ଆସିଲା ହୃଦୟଘାତ: ୩୯ ବର୍ଷୀୟ ରେସଲର ମୃତ
ନୂଆଦିଲ୍ଲୀ,୧୮।୩: ରବିବାର ନ୍ୟୁ ଜର୍ସିର ଏକ ମ୍ୟାଚ୍ ସମୟରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ରେସଲର ଭିନ୍ସ ଷ୍ଟିଲ୍। “ଦି ଜୁରାସିକ୍ ଜଗରନଟ୍” ଭାବରେ ଜଣା ରେସଲରଙ୍କର ୩୯ ବର୍ଷ ବୟସରେ ଜୀବନ ଚାଲିଯାଇଛି। ଦି ନ୍ୟୁୟର୍କ ପୋଷ୍ଟ ରିପୋର୍ଟ…
ଭାଲୁ ଆବୁଡ଼ରେ ପଡ଼ିଗଲେ ୨ ମହିଳା
ଦେବଗଡ଼,୧୮।୩(ଶାଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ତିଳେଇବଣି ବ୍ଳକ ଲଇମୁରା ଫରେଷ୍ଟ ସେକ୍ସନରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ମଙ୍ଗଳବାର ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଛୁଆଳି ଘାଟିକୁ ୨ଜଣ ମହିଳା ମହୁଲ…
ପାକିସ୍ତାନରୁ ଆସିଥିବା ସୀମା ହାଇଦର ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ, କ’ଣ ଝିଅକୁ ମିଳିପାରିବ ଭାରତୀୟ ନାଗରିକତା?
ନୂଆଦିଲ୍ଲୀ,୧୮।୩: ପାକିସ୍ତାନର ସୀମା ହାଇଦର ଯିଏ PUBG ଖେଳୁଥିବା ସମୟରେ ଭାରତର ସଚିନ ମୀନାଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ପାକିସ୍ତାନରେ ଥିବା ନିଜ ପରିବାରକୁ ଛାଡି ଭାରତ ଆସି ସଚିନଙ୍କୁ ବିବାହ କରିଥିଲେ। ଏବେ ସୀମା ହାଇଦର ଏବଂ ସଚିନ ମୀନାଙ୍କ…
IPL 2025ରେ ଭାଙ୍ଗିପାରେ ବିରାଟ କୋହଲିଙ୍କ ‘୯୭୩’ ବାଲା ରେକର୍ଡ
ନୂଆଦିଲ୍ଲୀ,୧୮।୩: ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ ଲିଗ IPLର ୧୮ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ନୂଆ ସିଜିନ ସହିତ, ଏହା ନିଶ୍ଚିତ ଯେ ଅନେକ ପୁରୁଣା ରେକର୍ଡ ଭାଙ୍ଗିଯିବ, ଯେତେବେଳେ ଅନେକ ନୂତନ ରେକର୍ଡ ମଧ୍ୟ ସୃଷ୍ଟି…
ଆସୁଛନ୍ତି ସୁନୀତା, ହେଲେ ପୃଥିବୀରେ ରଖିପାରିବେ ନାହିଁ ପାଦ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୩: ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ପୃଥିବୀକୁ ଫେରିବେ। ମଙ୍ଗଳବାର ପୂର୍ବାହ୍ନ ୧୦.୩୫ ରେ ମହାକାଶଚାରୀମାନଙ୍କୁ ନେଇ ଯାଉଥିବା ମହାକାଶଯାନକୁ ISSରୁ ଅନଡକ କରାଯାଇଛି। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର…
ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ
ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର ଜଣେ ମହିଳାଙ୍କୁ ଜୋରଜବରଦସ୍ତ ଦେହରେ ରଙ୍ଗ ଲଗାଇ ତାଙ୍କୁ ଅସଦାଚରଣ କରିଛନ୍ତି। ଏନେଇ ମହିଳା…
ଗୁଜବକୁ ନେଇ ନାଗପୁରରେ ହିଂସା
ନାଗପୁର,୧୮।୩: ସୋମବାର ସାରେ ମହାରାଷ୍ଟ୍ରର ନାଗପୁରରେ ଔରଙ୍ଗଜେବଙ୍କ ସମାଧି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା। ସହରର ମାହାଲ ଅଞ୍ଚଳରେ ଘଟିଥିବା ହିଂସା ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା। ଏହା ପରେ ହଂସପୁରୀ ଅଞ୍ଚଳ ମଧ୍ୟ ହିଂସାର ଶିକାର ହୋଇଥିଲା। ଅସାମାଜିବ ବ୍ୟକ୍ତିମାନେ…
ଅନାସ୍ଥା ଭୋଟ ନ ହେବା ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ୱାର୍ଡ ସଭ୍ୟାସଭ୍ୟଙ୍କ ବିକ୍ଷୋଭ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୧୮।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ଅନାସ୍ଥା ସମ୍ପର୍କରେ ଆଲୋଚନା ଓ ଗୁପ୍ତ ଭୋଟ ପାଇଁ ସୋମବାର ବାଲିଗୁଡା ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର ପ୍ରିଜାଇଡିଂ ଅଫିସର…
ପିଲା କେମିତି ରହିବେ ଫିଟ୍: ଆପଣାନ୍ତୁ ଏହି ଉପାୟ
କିଏ ଅଧିକ ମୋଟା ତ କିଏ ଆବଶ୍ୟକରୁ ଅଧିକ ପତଳା, ଆଉ ପୁଣି କାହାଠାରେ ଆଖିଠାରୁ ଆରମ୍ଭ କରି ଦେଖାଯାଉଛି ଅନେକ ସ୍ବାସ୍ଥ୍ୟ ସମସ୍ୟା। ଅଧିକାଂଶ ପିଲାଙ୍କଠାରେ ଏଭଳି ଲକ୍ଷଣ ବର୍ତ୍ତମାନ ଅଭିଭାବକଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଏମିତିରେ କେତେକ…
ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୦୦ ପାର୍
ଗାଜା,୧୮।୩: ଇସ୍ରାଏଲ ପୁଣିଥରେ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଅନୁଯାୟୀ, ଏହି ଆକ୍ରମଣରେ ହମାସର ଘାଟିଗୁଡ଼ିକୁ…
ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…
ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର ହୋଇ ପଡୁଛି। ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ…
Archives


