କୋରନା ସମୟରେ ରୋକା ଯାଇଥିବା ମହଙ୍ଗା ଭତ୍ତା କେବେ ମିଳିବ? ସରକାର କଲେ ବଡ଼ ଘୋଷଣା…
ନୂଆଦିଲ୍ଲୀ,୧୫।୮: କୋଭିଡ-୧୯ ମହାମାରୀ ସମୟରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ୧୮ ମାସର ବକେୟା DA (ମହାଙ୍ଗା ଭତ୍ତା) ଏବଂ DR (ମହାଙ୍ଗା ରିଲିଫ) ସମ୍ପର୍କରେ ବହୁତ ଦିନ ଧରି ପ୍ରଶ୍ନ ଉଠାଯାଉଥିଲା ଯେ ଏହା କେବେ ମିଳିବ। ଏବେ କେନ୍ଦ୍ର…
ସତରେ କ’ଣ ସାବୁନରେ ଧୋଇଲେ ମରିଯାଏ ରେବିଜ ଭାଇରସ? ଜାଣନ୍ତୁ ଭାଇରୋଲୋଜିଷ୍ଟଙ୍କ ମତ
ନୂଆଦିଲ୍ଲୀ,୧୫।୮: ରେବିଜ ଏକ ମାରାତ୍ମକ ଭାଇରସ ଯାହା କୁକୁର, ବିଲେଇ, ବାଦୁଡ଼ି କିମ୍ବା ଶିଆଳ କାମୁଡ଼ି ମଣିଷକୁ ବ୍ୟାପିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ କୁକୁର କାମୁଡ଼ିବା ଯୋଗୁ ୯୯% ମାମଲାରେ ରେବିଜ ସଂକ୍ରମଣ ହୁଏ। ରେବିଜ…
FASTag: ଏବେ ଟୋଲ ପାର କରିବାକୁ ଲାଗିବ ମାତ୍ର ୧୫ ଟଙ୍କା, ଆଜିଠୁ ବାର୍ଷିକ ଫାଷ୍ଟାଗ୍ ପାସ ଲାଗୁ, ଏଭଳି କିଣନ୍ତୁ…
ନୂଆଦିଲ୍ଲୀ,୧୫।୮: ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ…
ଏହି କଂଗ୍ରେସ ନେତାଙ୍କ ଝିଅ ପାଇଁ ୨ ଅଭିନେତା ପାଗଳ! ଅଲୁ ଅର୍ଜ୍ଜୁନ ଆଉ…
ହାଇଦ୍ରାବାଦ, ୧୫।୮: ତେଲୁଗୁ ସିନେମା ଜଗତର ଦୁଇ ବଡ଼ ତାରକାଙ୍କ ମଧ୍ୟରେ ଗତ ୧୮ ବର୍ଷ ଧରି ମନମାଳିନ୍ୟ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଥିବା ଏହି ଦୂରତ୍ୱର କାରଣ ହେଉଛନ୍ତି ଜଣେ ମହିଳା।…
ଏହି ସହରରେ ରହିଛି ଶ୍ରୀକୃଷ୍ଣଙ୍କ ଶ୍ୱଶୁର ଘର, ଯେଉଁଠି ରୁକ୍ମିଣୀଙ୍କୁ କରିଥିଲେ ବିବାହ, ଆଜି ସେଠି…
ଲକ୍ଷ୍ନୌ,୧୫ା୮: ସାରା ଦେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପବିତ୍ର ପର୍ବ ଆନନ୍ଦ ଏବଂ ଭକ୍ତିର ସହିତ ପାଳନ କରାଯାଉଛି। ମଥୁରା ଏବଂ ବୃନ୍ଦାବନ ପରି କୃଷ୍ଣଙ୍କ ଶ୍ୱଶୁର ଘର ମଧ୍ୟ ଏହି ଉତ୍ସବରେ ପଛରେ ନାହାନ୍ତି। ପୌରାଣିକ କଥା ଅନୁଯାୟୀ, ଦେବୀ ରୁକ୍ମିଣୀଙ୍କ…
ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନ ଦେଲେ ଏମିତି ବୟାନ, ଯଦି ଏହା ହୁଏ ତେବେ ମାଲାମାଲ ହେବ ଭାରତ
ନୂଆଦିଲ୍ଲୀ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଆଲାସ୍କାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା। ଯଦି ଏହି…
ପୁଟିନ ପହଞ୍ଚିବା ପୂର୍ବରୁ ଆଲାସ୍କ ସୀମାରେ ମୁତୟନ ହେଲା ଫାଇଟର ଜେଟ
ଓ୍ବାଶିଂଟନ,୧୫।୮: ୧୫ ଅଗଷ୍ଟ, ୨୦୨୫ରେ, ବିଶ୍ୱର ନଜର ଆଲାସ୍କାର ବରଫାବୃତ ଅଞ୍ଚଳ ଉପରେ ନିବଦ୍ଧ, ଯେଉଁଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଐତିହାସିକ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତ ଆଲାସ୍କାର ଏଲମେଣ୍ଡର୍ଫ-ରିଚାର୍ଡସନ ସାମରିକ…
ନିଯୁକ୍ତି ତାଲିକାରୁ ବାଦ୍ ପଡ଼ିଲେ ହୋମଗାର୍ଡ ଆଶାୟୀ, ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଗଜପତି,୧୫ା୮(ଗିରିଧାରୀ ପରିଚ୍ଛା): ନିଯୁକ୍ତି ତାଲିକାରୁ ବାଦ୍ ପଡ଼ିଥିବା ହୋମଗାର୍ଡ ଆଶାୟୀ ଶୁକ୍ରବାର ଗଜପତି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ବେଆଇନ ଭାବେ ହୋମଗାର୍ଡ ନିଯୁକ୍ତି ତାଲିକା ପ୍ରକାଶ ପାଇଥିବା ଅଭିଯୋଗ କରି ଆଶାୟୀମାନେ ବିକ୍ଷୋଭ କରିଛନ୍ତି। ଗତକାଲି ୧୨୮ଜଣ ହୋମଗାର୍ଡ…
ଓଡ଼ିଶା ହେବ ଭାରତର ପରବର୍ତ୍ତୀ ଫାର୍ମା ହବ: ମୁଖ୍ୟମନ୍ତ୍ରୀ ମାଝୀଙ୍କ ଘୋଷଣା
ଭୁବନେଶ୍ୱର,୧୫ା୮: ଓଡ଼ିଶାକୁ ଭାରତର ଫାର୍ମାସିଉଟିକାଲ ରାଜଧାନୀ ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ହାଇ-ପ୍ରୋଫାଇଲ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏହି କନକ୍ଲେଭରେ ଜାତୀୟ ଓ ଆନ୍ତର୍ଜାତୀୟ ଔଷଧ ନିର୍ମାତା ସଂସ୍ଥାମାନେ ଅଂଶଗ୍ରହଣ କରିବେ। ୭୯ତମ…
ଜନ୍ମାଷ୍ଟମୀରେ ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଉଡିଗଲା ଗାଡ଼ିର ଛାତ
ଇନ୍ଦୋର,୧୫।୮: ଶୁକ୍ରବାର ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ କାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜନନ୍ଦଗାଓଁ ପୋଲିସ ଅଧିକ୍ଷକ…
ଭାରତ ଉପରେ ଲାଗିବ କମ୍ ଟାରିଫ୍! ମିଳିଲା ବଡ଼ ସଙ୍କେତ…
ଓ୍ବାଶିଂଟନ୍,୧୫।୮: ବିଶ୍ୱରେ ଉତ୍ତେଜନା ଏବଂ ଶୁଳ୍କ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଅଛି, ଯାହା ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧ…
ରାଇକିଆରେ ୭୯ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ
ରାଇକିଆ,୧୫।୮(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆଠାରେ ଶୁକ୍ରବାର ୭୯ତମ ବ୍ଲକ ସ୍ତରୀୟ ସାଧୀନତା ଦିବସ ପାଳିତ ହୋଇଯାଇଛି । ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ ବିଡିଓ ଡଃ ସବ୍ୟସାଚୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର…

