Phone Expiry Date: ଫୋନ୍ର ଥାଏ କି ଏକ୍ସପାରୀ ଡେଟ୍: ଜାଣନ୍ତୁ ରୋଚକ ତଥ୍ୟ
ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର କରୁଥିବା ଫୋନର ଏକ୍ସପାରୀ ଡେଟ୍ କେତେ? ଏହି ପ୍ରଶ୍ନଟି ବହୁତ ଆକର୍ଷଣୀୟ, କାରଣ ସମସ୍ତେ…
ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର: ବିଜେଡି କଲା ସ୍ବାଗତ
ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦିଆଯାଇଥିଲା। ସେତେବେଳେ ଭାଜପାର କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଶ୍ବାସନଥିଲା। ଏବେ ବି କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେଡି…
ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ…
ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ କେଉଁଆଡେ ପଳାଇଥିଲେ। ତାଙ୍କ ସ୍ବାମୀ ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଧରି ପଳାଇଥିବା ସେ…
ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ଛେଚିବ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୮।୩: ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା…
ପାକିସ୍ତାନ କ୍ରିକେଟ ଆହୁରି ତଳକୁ ଯିବ: ଏଭଳି ଚେତାବନୀ ଦେଲେ ଇଞ୍ଜାମାମ
ଇସଲାମାବାଦ,୧୮ା୩: ପାକିସ୍ତାନ କ୍ରିକେଟର ସ୍ତର ନିମ୍ନଗାମୀ ହେଉଥିବା ବେଳେ ଏହାକୁ ନେଇ ପୂର୍ବତନ ଅଧିନାୟମ ଇଞ୍ଜାମାମ-ଉଲ-ହକ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନେତୃତ୍ୱରେ ବାରମ୍ବାର ପରିବର୍ତ୍ତନ ଓ ଖରାପ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟର…
ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଅର୍ଥନୀତି ବିଭାଗର ଅଧ୍ୟାପକ, ହେଲେ ଗିରଫ
ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କୁ ଗିରଫ ପାଇଁ…
ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ: ବୟାନ ରେକର୍ଡ କରାଯାଇଛି
ଭୁବନେଶ୍ୱର,୧୮।୩: ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେମାନେ ନ୍ୟାୟ ଦେଇ ପାରିି ନ ଥିଲେ, ତେଣୁ ଆମକୁ…
Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ
ଓ୍ବାଶିଂଟନ୍,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର କ୍ରୁ-୯ ସଦସ୍ୟ ମହାକାଶଚାରୀ ନିକ ହେଗ…
ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ
ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଫଳରେ ପ୍ରେମିକଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଛି। ଏହିଭଳି ଏକ…
UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି
ଭୁବନେଶ୍ୱର,୧୮।୩: ନୂଆ UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏହାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍ଜିରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି।
‘ମନ୍ତ୍ରୀ ହେବା ଲୋକ ଗୋପରେ ବଢୁଛି’, ଭାଜପା ସରକାରଙ୍କୁ ଏମିତି କାହିଁକି କହିଲେ ପ୍ରମିଳା
ଭୁବନେଶ୍ୱର,୧୮।୩: ସରକାରଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିଶାନା। ପ୍ରମିଳା କହିଛନ୍ତି,ଭାଜପା ବିଧାୟକ ମନ୍ତ୍ରୀଙ୍କୁ ମାନୁ ନାହାନ୍ତି। ଏବେକା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁ ନାହାନ୍ତି।କିଛି ବିଧାୟକ ମନ୍ତ୍ରୀ ହେବାକୁ ବଡ଼ ପାଟିରେ କହୁଛନ୍ତି। ଯିଏ ମନ୍ତ୍ରୀ ହେବେ ସେ ଗୋପରେ ବଢୁଛନ୍ତି…
ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ
ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗୁଳିମାଡ଼ରେ ଆହତ ଯୁବକ ହେଲେ ବସ୍ତା ଥାନା ନିମା…
Archives


