ଓକିଲ କଲେ ନିଶ୍ଚିତ: ଆନୁଷ୍ଠାନିକ ଭାବେ ଅଲଗା ହେଲେ ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ ବର୍ମା
ମୁମ୍ବାଇ,୨୦ା୩: ସେଲିବ୍ରିଟି ଦମ୍ପତି ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ରିପୋର୍ଟ ଗତ କିଛି ମାସ ଧରି ଖବରରେ ରହିଛି। ଗୁରୁବାର, ମୁମ୍ବାଇର ବାନ୍ଦ୍ରା ପରିବାର କୋର୍ଟରେ ଉଭୟ ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇଥିଲା ବେଳେ ଓକିଲ ଏହା ନିଶ୍ଚିତ…
Ram Mandir Donation: ୨ ମାସରେ ରାମ ମନ୍ଦିରକୁ ବିଦେଶରୁ ମିଳିଛି ବିପୁଳ ଦାନ, ଜାଣନ୍ତୁ କେତେ ହୋଇଛି ରୋଜଗାର…
ଲକ୍ଷ୍ନୌ,୨୦।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ ଅଭିଯାନ ଅର୍ଥାତ ପାଣ୍ଠି ସଂଗ୍ରହ ଅଭିଯାନ ଏବେ ବି ଜାରି ରହିଛି। ଜାନୁଆରୀ ୧୪, ୨୦୨୧ଠାରୁ ଏପର୍ଯ୍ୟନ୍ତ, ସାରା ବିଶ୍ୱର ରାମ ଭକ୍ତମାନେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟକୁ ଦାନ…
ସ୍ତ୍ରୀ ଅଶ୍ଳୀଳ ଭିଡିଓ ଦେଖିବା, ହସ୍ତମୈଥୁନ କରିବା ଛାଡପତ୍ରର କାରଣ ନୁହେଁ: ମାଡ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ,୨୦ା୩: ମାଡ୍ରାସ ହାଇକୋର୍ଟ ରାୟ ଦେଇଛନ୍ତି ଯେ ପର୍ଣ୍ଣ(ଅଶ୍ଳୀଳ ଭିଡିଓ) ଦେଖୁଥିବା ସ୍ତ୍ରୀମାନେ ଛାଡପତ୍ରର କାରଣ ନୁହେଁ, ଏହା ସହିତ ମହିଳାମାନେ ହସ୍ତମୈଥୁନ କରିବାର ଅଧିକାର ବଜାୟ ରଖନ୍ତି ଏବଂ ବିବାହ କରିବା ପରେ ସେମାନଙ୍କର ଯୌନ ସ୍ୱାୟତ୍ତତାକୁ ସମର୍ପଣ କରନ୍ତି…
ପୂର୍ବାହ୍ନରେ ଜୀବିତ ଥିଲେ ବୃଦ୍ଧା, ଅପରାହ୍ନରେ ଚାଲିଗଲେ ଆରପାରିକୁ
ପଟ୍ଟାଙ୍ଗି,୨୦ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବସ୍ଷ୍ଟାଣ୍ଡ ଉପରେ ରହିଥିବା ରାଜସ୍ବ ନିରୀକ୍ଷକ(ଆର୍ଆଇ) କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତ ବୃଦ୍ଧା ଜଣକ ବୁଧବାରଠାରୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଜୀବିତ…
ଭାରତରେ ଲଞ୍ଚ ହେଲା Google Pixel 9a, ଦମ୍ଦାର କ୍ୟାମେରା-ବ୍ୟାଟେରୀ ସହ Iphone 16eକୁ ଦେବ ଟକ୍କର
ନୂଆଦିଲ୍ଲୀ,୨୦।୩: ଗୁଗୁଲ ଭାରତରେ ଏହାର ନୂତନ ପିକ୍ସେଲ ଫୋନ୍ Google Pixel ୯a ଲଞ୍ଚ କରିଛି। ଏହି ଫୋନ୍ଟି ସୁଲଭ ଫୋନ ବର୍ଗରେ ପ୍ରଚଳନ କରାଯାଇଛି। ଏହି ଫୋନରେ Pixel ୯ ସିରିଜ ପରି ସମାନ ଚିପସେଟ୍ ଉପଲବ୍ଧ। ଏହା ବ୍ୟତୀତ…
ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ମିଳିବ ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୦।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ ଅନେକ ନିୟମରେ ପରିବର୍ତ୍ତନ ସହିତ ମଧ୍ୟବିତ୍ତ ବର୍ଗଙ୍କୁ ଆୟକରରେ ବଡ଼ ରିହାତି ଘୋଷଣା କରିଥିଲେ।…
ଲୋକ ସଭାରେ ଓମ ବିର୍ଲାଙ୍କ ବଡ଼ ବୟାନ, ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ
ନୂଆଦିଲ୍ଲୀ,୨୦।୩: ଗୁରୁବାର ଲୋକ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ସ୍ଥଗିତ ରଖାଯାଇଛି। ବାଚସ୍ପତି ଓମ ବିର୍ଲା ବିରୋଧୀ ଏମପିଙ୍କୁ ଟି-ସାର୍ଟ ପିନ୍ଧି ଗୃହକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ଯାହା ପରେ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଗୃହ…
IPL ୨୦୨୫: ରାଜସ୍ଥାନ ରୟାଲ୍ସର ବଡ଼ ନିଷ୍ପତ୍ତି, ସାମସନଙ୍କ ସ୍ଥାନରେ ଏହି କ୍ରିକେଟର ହେଲେ ଅଧିନାୟକ
ନୂଆଦିଲ୍ଲୀ,୨୦।୩: IPL ୨୦୨୫ ସିଜିନ ପୂର୍ବରୁ ରାଜସ୍ଥାନ ରୟାଲ୍ସ ସହ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ଦଳର ଅଧିନାୟକ ସଞ୍ଜୁ ସାମସନ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏହି କାରଣରୁ ରାଜସ୍ଥାନ ରୟାଲ୍ସ ଏକ ବଡ଼ ନିଷ୍ପତ୍ତି ନେଇ ଅଧିନାୟକତ୍ୱ…
ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଏବେ ଦୁଃଖରେ…ଚମକାଇଲା ରିପୋର୍ଟ
ନୂଆଦିଲ୍ଲୀ,୨୦।୩: ଆଜି ବିଶ୍ୱ ଖୁସି ଦିବସ ଏବଂ ଏହି ଅବସରରେ “ବିଶ୍ୱ ଖୁସି ରିପୋର୍ଟ 2025” ମଧ୍ୟ ପ୍ରକାଶିତ ହୋଇଛି। ଫିନଲାଣ୍ଡ ଲଗାତାର ଅଷ୍ଟମ ବର୍ଷ ପାଇଁ ସବୁଠାରୁ ଖୁସି ଦେଶ ହେବାର ମୁକୁଟ ପିନ୍ଧାଯିବା ଆଶ୍ଚର୍ଯ୍ୟର କଥା ନୁହେଁ। ଏହାର…
ମଦ ବ୍ୟବସାୟୀଙ୍କ ଘରେ IT ରେଡ୍
ଅନୁଗୋଳ,୨୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ।…
ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ
ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା…
ଡାଏଟ୍ରେ ସାମିଲ୍ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ
ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଆପଣ ମଧ୍ୟ ଅନେକ ପ୍ରକାରର ଚଟଣି ବିଷୟରେ ଶୁଣିଥିବ। ଅଧିକାଂଶ…
Archives


