International Day of Happiness 2025: ଆଜି ଅନ୍ତର୍ଜାତୀୟ ଖୁସି ଦିବସ; ଜାଣନ୍ତୁ ଏହାର ଇତିହାସ,ଗୁରୁତ୍ୱ…
ଦୈନନ୍ଦିନ ଜୀବନ ପାଇଁ ଖାଦ୍ୟ, ବାସଗୃହ ଯେମିତି ଆବଶ୍ୟକ, ଖୁସି ମଧ୍ୟ ସେହିପରି ଅପରିହାର୍ଯ୍ୟ । ଖୁସି ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମଗତ ଅଧିକାର। ଆଜି ହେଉଛି ସେହି ଖୁସିର ଦିନ । ସମଗ୍ର ବିଶ୍ବ ମାର୍ଚ୍ଚ ୨୦ରେ ’ଅନ୍ତର୍ଜାତୀୟ ଖୁସି…
ଛାଡ଼ପତ୍ର ପରେ ଯେତିକି ଟଙ୍କା ଧନଶ୍ରୀଙ୍କୁ ଦେବେ ଚହଲ, IPLରୁ ମାତ୍ର ଏତିକି ଘଣ୍ଟାରେ ରୋଜଗାର କରିନେବେ…
ନୂଆଦିଲ୍ଲୀ,୨୦।୩: ଟିମ ଇଣ୍ଡିଆର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ପୁଣି ଥରେ ତାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧନଶ୍ରୀ ବର୍ମା ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇଯାଇଛି। ଉଭୟ ପ୍ରାୟ ଅଢ଼େଇ ବର୍ଷ ଧରି ଅଲଗା ରହୁଛନ୍ତି ।…
IPL ନିଲାମରେ କେହି ପଚାରି ନ ଥିଲେ, ହେଲେ ଏବେ ମିଳିଲା କୋଟି କୋଟି ଟଙ୍କା, କାରଣ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୦।୩: ଆଇପିଏଲ ୨୦୨୫ ମେଗା ନିଲାମରେ ୫୭୭ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ତଥାପି, ଏମାନଙ୍କ ମଧ୍ୟରୁ 395 ଜଣ ଖେଳାଳି ଥିଲେ ଯେଉଁମାନଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ। ପରିଣାମ ସ୍ବରୂପ ତାଙ୍କୁ ଏହି ସିଜନରେ…
ଜୀବନ ଧନ ମୋ ପଖାଳ କଂସା
ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର ଯେଉଁଠାରେ ରୁହନ୍ତୁନା କାହିଁକି ଓଡ଼ିଆ ଲୋକଙ୍କର ପଖାଳ ପ୍ରତି ଥିବା ଲାଳସା କେବେବି କମ୍…
ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେଲେ ୩୫ ପ୍ରତିଯୋଗୀ
ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆଠାରେ ବୁଧବାର ଅପରାହ୍ନରେ ଶ୍ରୀ ବନମାଳୀ ପୂଜ୍ୟ, ପୂଜା ଅନୁଷ୍ଠାନ ତରଫରୁ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସନାତନ ମୁଦି ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ଖଗେଶ୍ବର ମାଝୀ ଦ୍ୱିତୀୟ…
ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଲିକ୍ ଅଭିଯୋଗ, BEL କର୍ମଚାରୀ ଗିରଫ
ବେଙ୍ଗାଲୁରୁ, ୨୦।୩: ଗୁରୁବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବେଙ୍ଗାଲୁରୁରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ରାଜ୍ୟ, କେନ୍ଦ୍ରୀୟ ଏବଂ ସାମରିକ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବରେ ଏହି ଅଭିଯାନ…
IPL 2025: କେଉଁ ବଲ୍ରେ ଖେଳାଯାଏ ଆଇପିଏଲ, ଦାମ୍ ଜାଣିଲେ ଜାଜୁବ ହେବେ
ଚାମ୍ପିଅନ୍ସ ଟ୍ରଫଇ ପରେ IPLକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖଇବାକୁ ମିଳିଛି। ତେବେ ଜାଣନ୍ତି କି IPLରେ କେଉଁ ପ୍ରକାରର ବଲ ବ୍ୟବହାର କରାଯାଏ? ଏବଂ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ମୂଲ୍ୟ କେତେ? ଆଇପିଏଲରେ ବ୍ୟବହୃତ…
ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ
ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍ କ୍ୟାମ୍ପ ଥିଲା…
ଅସ୍ଥାୟୀ କୋଠାରେ ୧୫ ବର୍ଷ ଧରି ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ, ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ଲକ୍ଷ୍ୟ
ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଗୁରୁବାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ…
IPLରୁ କେବେ ସନ୍ନ୍ୟାସ ନେବେ ଧୋନୀ, ସାଥୀ କ୍ରିକେଟର କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୦।୩: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୧୯ ODI ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତଥାପି, ଏହା ପରେ ମଧ୍ୟ ସେ IPLରେ ଖେଳିବା ଜାରି ରଖିଥିଲେ। ସେ IPL 2023 ସିଜିନ…
୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା
ଦିଗପହଣ୍ଡି,୨୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟପଦ୍ମନାଭପୁର ଲାଡ଼ି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାମ୍ବରୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ…
ଚାମ୍ପିଅନ୍ସ ଟ୍ରଫି ୨୦୨୫ ବିଜେତା ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କଲା BCCI
ମୁମ୍ବାଇ,୨୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଗୁରୁବାର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ୟୁନିଟ୍ ପାଇଁ ୫୮ କୋଟି ଟଙ୍କାର ଏକ ବଡ଼ ନଗଦ ପୁରସ୍କାର ଘୋଷଣା କରିଛି।…
Archives


