ଭାରପ୍ରାପ୍ତରେ ଚାଲିଛି ଜିଲା ଶ୍ରମ କାର୍ଯ୍ୟାଳୟ: ୩୦ରୁ ଅଛନ୍ତି ମାତ୍ର ୯ଜଣ
ଭବାନୀପାଟଣା,୭ା୨(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ଶ୍ରମ କାର୍ଯ୍ୟାଳୟରେ ଏବେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ସମୁଦାୟ ୩୦ଟି ପଦବୀ ରହିଥିବାବେଳେ ଅଛନ୍ତି ମାତ୍ର ୯ଜଣ। ଅବଶିଷ୍ଟ ୨୧ଟି ପଦବୀ ଖାଲି ପଡିଛି। ପ୍ରଭାଗୀୟ ଶ୍ରମ…
ଏକ୍ଜିଟ ପୋଲକୁ ନେଇ ହଇଚଇ: ଚା’ ପିଇବା ବାହାନାରେ ସିକ୍ରେଟ୍ ମିଟିଂ ଡାକିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଛି। ଦିଲ୍ଲୀ ନିର୍ବାଚନ ଉପରେ ଏକ୍ଜିଟ ପୋଲର ପୂର୍ବାନୁମାନ କରାଯାଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏବେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ୍ ଶୁକ୍ରବାର ଦିନ…
କିଏ ସେହି ବାଂଲାଦେଶୀ ସୁନ୍ଦରୀ, ଯାହାକୁ ଦେଖି ଭୟଭୀତ ହୋଇଗଲେ ୟୁନୁସ୍ ସରକାର! ଜାଣନ୍ତୁ ପୂରା ଘଟଣା
ଢାକା,୭।୨: ବାଂଲାଦେଶ ପୋଲିସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିବା ପରେ ଅଭିନେତ୍ରୀ ମେହେର ଆଫରୋଜ ଶୋନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି। କିଛି ଘଣ୍ଟା ପୂର୍ବରୁ ଜମାଲପୁରରେ ତାଙ୍କ ପରିବାରର ଘର ପୋଡ଼ି ଯାଇଥିଲା। ଶୋନ ଏବଂ ତାଙ୍କ ପରିବାର ଆୱାମୀ…
ରିହାତି ଦୌଡ଼
ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ଘୋଷଣା ଦକ୍ଷ ଭାରତର ଛବିକୁ ପଦାରେ…
ନଦୀପଠାରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଯୁବକ ଗିରଫ, ମହିଳାଙ୍କ ସ୍ବାମୀଙ୍କୁ ବଦ୍ନାମ କରିବାକୁ ଉଦ୍ୟମ କରିଥିଲେ
ଭୁବନେଶ୍ୱର,୭।୨(ସୂର୍ଯ୍ୟକାନ୍ତ ବେହେରା): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସ୍ଥିତ ଦୟାନଦୀ ପଠାରୁ ଜାନୁୟାରୀ ୨୮ରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାବତ ପରିଚୟ ଖୋଜିପାରି ନାହିଁ। ଫଳରେ ମହିଳାଙ୍କ ମୃତ୍ୟୁକୁ ନେଇ…
ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ବାଂଲାଦେଶ: ଏମିତି କଲେ ପରିସ୍ଥିତି ହେବ ଖରାପ
ଢାକା,୭।୨(ପି.ଟି.):ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭାରତରେ ରହିଥିବାବେଳେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଦେଉଥିବା ନେଇ ଢାକା ଗୁରୁବାର ନୂଆଦିଲ୍ଲୀ ନିକଟରେ ପ୍ରତିବାଦ ଜଣାଇଛି। ବାଂଲାଦେଶର ସାମ୍ପ୍ରତିକ ଶାସନ ବିରୋଧରେ ପ୍ରତିରୋଧ ପାଇଁ ଦେଶବାସୀ ସଂଗଠିତ ହେବାକୁ ବୁଧବାର ରାତିରେ…
ଅବଧି ଶେଷ ପରେ ସରୁନି ପ୍ରକଳ୍ପ କାମ: ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା
ଥୁଆମୂଳ ରାମପୁର,୬ା୨(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜ଼ିଲାର ଥୁଆମୂଳ ରାମପୁର ବ୍ଲକର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହେଲେ ଅବଧି ଶେଷ ପରେ ବି ପ୍ରକଳ୍ପ କାମ ଶେଷ ହୋଇନାହିଁ। ଫଳରେ ବ୍ଲକରେ ଜଳ ସମସ୍ୟା…
ହାସିନାଙ୍କ ପୈତୃକ ଘର ଜାଳିଦେଲେ ବିକ୍ଷୋଭକାରୀ
ଢାକା,୭।୨:ବାଂଲାଦେଶରେ ବିକ୍ଷୋଭକାରୀମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁରୁଣା ପୈତୃକ ଘର ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ହାସିନାଙ୍କ ଦଳର କେତେଜଣ ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ…
ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭ା୨:ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…
ପାରାଦୀପ: ଶିଳ୍ପ ତଥ୍ୟରେ ନାହିଁ ତାଳମେଳ
ପାରାଦୀପ, ୭ା୨(ଶରତ ରାଉତ):ଜଗତ୍ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରୀ ସ୍ତରରେ କୁହାଯାଉଛି। କିନ୍ତୁ ସରକାରଙ୍କ ପାଖରେ ସେପରି ତଥ୍ୟ ନ ଥିବା ଜଣାପଡ଼ିଛି।…
ସ୍କୁଲରେ ନିଆଁ ଲାଗି ୧୭ ପିଲା ଦଗ୍ଧ
ଅବୁଜା(ନାଇଜେରିଆ),୬।୨ ଉତ୍ତରପଶ୍ଚିମ ନାଇଜେରିଆର ଏକ ଇସ୍ଲାମିକ୍ ସ୍କୁଲ୍ରେ ଗୁରୁବାର ନିଆଁ ଲାଗିଯିବାରୁ ଅନୂ୍ୟନ ୧୭ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କର୍ତ୍ତୃପକ୍ଷ ଏହାର ତଦନ୍ତ ଚଳାଇଛନ୍ତି। ଜାମଫରା ରାଜ୍ୟର କୌରା ନାମୋଡା ଜିଲାରେ…
ଚନ୍ଦ୍ରରୁ ପଥର ଖଣ୍ଡ ଧରି ପୃଥିବୀ ଫେରିବ ଚନ୍ଦ୍ରଯାନ-୪
ନୂଆଦିଲ୍ଲୀ,୬।୨: ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଧରି ଭାରତ ଫେରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର କହିଛନ୍ତି। ଚନ୍ଦ୍ରଯାନ-୪ରେ ଓଜନଦାର ଏଲ୍ଭିଏମ୍-୩ ରକେଟର ଅନୂ୍ୟନ ୨ଟି ଅଲଗା…
Archives


