Home Left

ଯୁବକଙ୍କୁ ପଥରରେ ଛେଚି କରିଥିଲେ ହତ୍ୟା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ କଲମ ପଞ୍ଚାୟତ ତେନ୍ତୁଲିପଡ଼ାର ଧରଣୀଧର ନାଏକ(୩୦)ଙ୍କୁ ଗତ ୯ତାରିଖରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭବାନୀପାଟଣା…

ପୁଟିନଙ୍କ ବଡ଼ ଚାଲ୍‌: ଟ୍ରମ୍ପଙ୍କୁ ଫୋନରେ ଦେଲେ ଏହି ଅଫର

ଓ୍ବାଶିଂଟନ୍‌,୨୦।୮: ଯୁଦ୍ଧ ସମାପ୍ତ କରିବା ପାଇଁ ରୁଷିଆ ଏବଂ ୟୁକ୍ରେନ ଉଭୟ ପ୍ରୟାସ କରୁଛନ୍ତି। ଟ୍ରମ୍ପ-ଜେଲେନସ୍କି ବୈଠକ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ। ରିପୋର୍ଟ ଅନୁଯାୟୀ, ପୁଟିନ…

ପାଠ ପଢ଼ାଇବାକୁ ଶାଳିଙ୍କୁ ଘରକୁ ଆଣି ବଳାତ୍କାର କରୁଥିଲେ, ଏବେ ଗିରଫ ଭୟରେ ଭିଣୋଇ…

ଉଦଳା,୧୯ା୮(ସନ୍ତୋଷ କୁମାର ବାଚ୍ଛିନୀ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ଭିଣୋଇ ବଳାତ୍କାର କରିଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୯୦/୨୫) ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଗିରଫ ଭୟରେ ଅଭିଯୁକ୍ତ ଭିଣୋଇ…

ବିଛଣାରେ ପଶି ରାତି ସାରା ମୁଣ୍ଡ ପାଖରେ ଶୋଇଲା ନାଗ, ସକାଳେ ନିଦରୁ ଉଠି…

ବାରିପଦା,୧୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବିଷଧର ସାପ ସହ ମଣିଷର ଗୋଟିଏ ରାତି ବିଛଣାରେ ପାହିଲା। ହେଲେ ସାପଟି ମଣିଷର କୌଣସି କ୍ଷତି କରି ନ ଥିଲା। ପରିବାର ଲୋକେ ସାପ ଧରାଳିଙ୍କୁ ଡାକି ଅକ୍ଷତ ଅବସ୍ଥାରେ ଧରି ସାପକୁ ଜଙ୍ଗଲରେ ଛାଡ଼ିଛନ୍ତି।…

ଭାରତ-ଚାଇନା ସମ୍ପର୍କରେ ବଡ଼ ସଫଳତା: ସୀମା ବିବାଦ ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ

ନୂଆଦିଲ୍ଲୀ,୧୯।୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଏକ ବଡ଼ ସଫଳତା ହାସଲ ହୋଇଛି। ଉଭୟ ଦେଶ ସୀମା ବିବାଦର ସମାଧାନ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସୀମା ନିର୍ଦ୍ଧାରଣ ପାଇଁ ଶୀଘ୍ର ସମାଧାନ ଖୋଜିବା…

ପୁଟିନ ଆମେରିକାରୁ ଫେରିବା ପରେ ରୁଷିଆରେ ପହଞ୍ଚିଲେ ଜୟଶଙ୍କର, ହେବ ବଡ ଆଲୋଚନା

ନୂଆଦିଲ୍ଲୀ,୧୯।୮: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ମଙ୍ଗଳବାରଠାରୁ ତିନି ଦିନିଆ ମସ୍କୋ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ ଅବସରରେ ଜୟଶଙ୍କର ବୁଧବାର, ଅଗଷ୍ଟ ୨୦ରେ ଅନୁଷ୍ଠିତ…

ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା

ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ଅଵ୍ୟଵସ୍ଥାରେ ଭବାନୀପାଟଣା ବସଷ୍ଟାଣ୍ଡ:ଦିବ୍ୟାଙ୍ଗ ଶୌଚାଳୟରେ ସବଳ ଯାତ୍ରୀଙ୍କ ଲମ୍ବା ଲାଇନ

ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ତେବେ ଗତ ଦେଢ଼ ବର୍ଷ ତଳେ ଉଦଘାଟନ ହୋଇଥିବା ଭବାନୀପାଟଣା ନୂତନ ବସ ଷ୍ଟାଣ୍ଡ ର ଛାତ ରୁ…

ଭୀଷ୍ମଗିରୀ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ 

ଦିଗପହଣ୍ଡି,୧୯|୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭୀଷ୍ମଗୀରି ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ବିରୋଧରେ ୱାର୍ଡ ସଭ୍ୟା ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ମଙ୍ଗଳବାର ବ୍ରହ୍ମପୁର ଉପ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡ଼ିଛି ।…

ପଦୋନ୍ନତିରେ ଅବହେଳା: ଧାରଣାରେ ବସିଲେ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ

ନୂଆପଡ଼ା,୧୮ା୮ (ମକାରୁ ବେମାଲ): ପଦୋନ୍ନତିରେ ଅବହେଳା କରାଯାଉଥିବା ଅଭିଯୋଗ କରି ନୂଆପଡ଼ା ଜିଲାରେ କାର୍ଯ୍ୟରତ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ମଙ୍ଗଳବାରଠାରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ୧୬ ବର୍ଷ ହେବ ଜିଲାରେ ୯୨…

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା, ଏଣିକି ଅଧିକ ଲଗେଜ୍‌ ନେଇ ଯାତ୍ରା କଲେ ଗଣିବେ ୬ ଗୁଣ ଅଧିକ ଜରିମାନା!

ନୂଆଦିଲ୍ଲୀ,୧୯।୮: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ‘ଓଭରଲୋଡେଡ୍‌(ଅତିରିକ୍ତ ସାମଗ୍ରୀ)’ ଉପରେ ଲଗାମ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଟ୍ରେନରେ ଟ୍ରଲି ବ୍ୟାଗ, ଶସ୍ୟ ବସ୍ତା, ବଡ଼ ବାକ୍ସ ଓ ଘରୋଇ ସାମଗ୍ରୀ ନେଇ ଚଢ଼ୁଥିବା ଯାତ୍ରୀଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ। ରେଲୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?