Home Left

ବୁଧବାର ଏହି ୧୧ ଜିଲାରେ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯।୮: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ। ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ତେବେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୧ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

ହସ୍ପିଟାଲରୁ ନବୀନଙ୍କୁ ନେଇ ଆସିଲା ବଡ଼ ଖବର; ଜଣାପଡିଗଲା…

ଭୁବନେଶ୍ୱର,୧୯।୮: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ହସ୍ପିଟାଲରୁ ଆସିଛି ବଡ଼ ଖବର। ସ୍ବାସ୍ଥ୍ୟାବସ୍ଥା ନେଇ ଜଣାପଡିଛି ବଡ଼ କବର। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ରବିବାର ସଂଧ୍ୟାରେ…

ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ: ନବୀନଙ୍କ ଉପରେ ଲଗାଇଲେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର,୧୯।୮: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜୟନାରାୟଣ ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ,…

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି: ଏସ୍‌ପି

କେନ୍ଦ୍ରାପଡ଼ା,୧୯।୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ଘଟଣା ଦିନ ସାଢ଼େ ୮…

ବଡ଼ ବ୍ୟବସାୟୀ ବାହାରିଲେ ଟ୍ରମ୍ପ, ଏତେ ମୂଲ୍ୟର ସାମଗ୍ରୀ ବିକ୍ରୟ କରି ୟୁକ୍ରେନକୁ…

ଓ୍ବାଶିଂଟନ୍‌,୧୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବସାୟିକ କ୍ଷମତାର କୌଣସି ଉତ୍ତର ନାହିଁ। ଯଦି ସେ କୌଣସି ଦେଶ ସହିତ କାରବାର କରନ୍ତି, ତେବେ ଏହା ପଛରେ ସର୍ବଦା ଏକ ବ୍ୟବସାୟିକ ଲାଭ ଥାଏ। ସେ ବାଣିଜ୍ୟ ଚୁକ୍ତି ବିନା କୌଣସି…

ଭାରତକୁ ନେଇ ବଡ଼ ଘୋଷଣା କଲା ଚାଇନା! ପାକିସ୍ତାନର ବଢିଲା ଟେନଶନ

ବେଜିଂ,୧୯।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି, ସେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଏହି ଗସ୍ତକୁ ଭାରତ ଏବଂ ଚାଇନା ସହିତ ପଡ଼ୋଶୀ ଦେଶ ବାଂଲାଦେଶ ଏବଂ ପାକିସ୍ତାନ…

ବିଧାୟକ ପ୍ରତିନିଧି ଭାବେ ମନୋନୀତ ହେବା ପରେ କଲେ ବଡ଼ ଘୋଷଣା

ଗଞ୍ଜାମ, ୧୯।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଗଞ୍ଜାମ ଏନଏସି ପ୍ରତିନିଧି ହୋଇଛନ୍ତି ଭାଜପା ଯୁବ ଛାତ୍ର ନେତା ରାନୁ ବୈଠାରୁ। ବିଧାୟକଙ୍କ ପ୍ରତିନିଧି ମନୋନୀତ ହେବା ପରେ ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟିଥିଲେ।ଏନେଇ…

ମାଲାମାଲ ହୋଇଯିବ ଓଡ଼ିଶା! ଏହି ୬ ଜିଲାରେ ବଡ଼ ବଡ଼ ସୁନା ଖଣି

ଭୁବନେଶ୍ୱର,୧୯।୮: ଓଡ଼ିଶାରେ ୬ଟି ବଡ଼ ସୁନା ଖଣି ମିଳିଛି। ବୈଜ୍ଞାନିକମାନେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏଥିରେ ୨୦ ମେଟ୍ରିକ ଟନ ସୁନା ମିଳିବ ବୋଲି ଆଶା କରାଯାଉଛି। ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା ଏବେ…

ଏଥର ଏସିଆ କପ ଦଳରେ ବଡ଼ ପରିବର୍ତ୍ତନ: ଦଳରୁ ବାଦ୍‌ ପଡ଼ିଲେ ଏହି ସବୁ ନାମୀଦାମୀ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୯।୮: ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ, ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି, ଏହା ପୂର୍ବରୁ ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ ଭାବରେ ଦେଖାଯାଉଥିଲା। ଜସପ୍ରୀତ…

ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ରାଗିଂ ବିରୋଧୀ…

ବଲାଙ୍ଗିର,୧୯।୮ : (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଡ଼ା ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ଜାତୀୟ ରାଗିଂ ବିରୋଧୀ ସପ୍ତାହ…

ଏକମାଣିଆ ମଇଁଷି ମୃତ୍ୟୁ: ମିଳିବ କ୍ଷତି ପୂରଣ

କେନ୍ଦ୍ରାପଡ଼ା,୧୯।୮: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା…

ଏସିଆ କପ ଦଳରେ ସ୍ଥାନ ନ ମିଳିବାରୁ ଅବସର ଘୋଷଣା କଲେ ବାବର! ଭାଇରାଲ ପୋଷ୍ଟ ପଛରେ…

ନୂଆଦିଲ୍ଲୀ,୧୯।୮: ଏସିଆ କପ ପାଇଁ ପାକିସ୍ତାନ ଦଳରେ ଚୟନ ନହେବା ପରେ ବାବର ଆଜମ ଅବସର ନେଇଛନ୍ତି। ଏପର୍ଯ୍ୟନ୍ତ କେବଳ ପାକିସ୍ତାନ ଏସିଆ କପ ପାଇଁ ଦଳ ଘୋଷଣା କରିଛି, ଯେଉଁଥିରୁ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ରୂପରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?