Home Left

ପୁଟିନଙ୍କଠାରୁ ଦୂରେଇ ରୁହନ୍ତୁ, କେବେବି ଆରମ୍ଭ କରିପାରନ୍ତି ବିଶ୍ୱଯୁଦ୍ଧ, କିଏ ଦେଲେ ଏମିତି ଭବିଷ୍ୟବାଣୀ ଜାଣନ୍ତୁ…

ଲଣ୍ଡନ,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରୟାସ ଚାଲିଛି। ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହି ସମୟରେ ଜଣେ ବ୍ରିଟିଶ ଜେନେରାଲ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଚେତାବନୀ ଦେଇଛନ୍ତି। ପୂର୍ବତନ…

ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ୧୯୩୬ ଅପ୍ରିଲ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଉକ୍ତ ଦିବସକୁ ଉତ୍କଳ ଦିବସ ଭାବେ ଓଡ଼ିଶାର ପୁରପଲ୍ଲୀରେ ପ୍ରତିବର୍ଷ ପାଳନ କରାଯାଉଛି। ଚଳିତ ବର୍ଷ କିପରି ଧୂମ୍‌ଧାମରେ ଉତ୍କଳ ଦିବସ ପାଳନ…

ଋତୁରାଜ ତ ନାମକୁ ମାତ୍ର କ୍ୟାପଟେନ, ସବୁ ନିଷ୍ପତ୍ତି ନେଉଛନ୍ତି ଧୋନି, ଏହି ଅଭିଯୋଗକୁ ନେଇ ଧୋନି କହିଲେ…

ନୂଆଦିଲ୍ଲୀ,୨୪।୩: ଋତୁରାଜ ଗାୟକୱାଡ କେବଳ ନାମକୁ ମାତ୍ର ଅଧିନାୟକ, ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ନିଷ୍ପତ୍ତି ମହେନ୍ଦ୍ର ସିଂହ ଧୋନି ନିଅନ୍ତି। ଏମିତି ଏକ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଧୋନି। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଞ୍ଚଟି IPL ଟାଇଟଲ ଜିତିଥିଲା, କିନ୍ତୁ…

କିଏ ସେହି ବିଗ୍ନେଶ ପୁଥୁର,ଯିଏ ଗୋଟିଏ ବି ଘରୋଇ ମ୍ୟାଚ୍‌ ନ ଖେଳି ଆଇପିଏଲ୍‌ରେ ଦେଖାଇଲେ ଜଲଓ୍ବା

ଚେନ୍ନାଇ,୨୪।୩: ରୋହିତ ଶର୍ମାଙ୍କ ସ୍ଥାନରେ ଦ୍ୱିତୀୟ ଇନିଂସରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ବିଗ୍ନେଶ ପୁଥୁରଙ୍କୁ ଆଇପିଏଲରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଏବଂ ତାଙ୍କର IPL ଡେବ୍ୟୁକୁ…

ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ସମ୍ପର୍କ ନିଶ୍ଚିତ କଲେ ଟାଇଗର ଉଡ୍ସ, ଆଗରୁ ୧୨୦ ଜଣ ମହିଳାଙ୍କ ସହିତ…

ନୂଆଦିଲ୍ଲୀ,୨୪।୩: ଟାଇଗର ଉଡ୍ସ ରବିବାର ସୋସିଆଲ ମିଡିଆରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ତାଙ୍କର ପ୍ରେମକୁ ନିଶ୍ଚିତ କରିବାର ଅସାଧାରଣ ପଦକ୍ଷେପ ନେଇଛନ୍ତି। ଗଲ୍ଫ ସୁପରଷ୍ଟାର ଉଡ୍ସ ତାଙ୍କ ବ୍ୟକ୍ତିଗତ ଜୀବନକୁ ସାମାଜିକ ଗଣମାଧ୍ୟମଠାରୁ ଦୂରରେ…

କୁନାଲ କିଛି ଭୁଲ କହିନାହାଁନ୍ତି, କମେଡିଆନଙ୍କ ସପକ୍ଷରେ ଆସିଲେ ଉଦ୍ଧବ

ମୁମ୍ବାଇ,୨୪।୩: ହାସ୍ୟ ଅଭିନେତା କୁନାଲ କାମରାଙ୍କ ବୟାନକୁ ନେଇ ରାଜନୈତିକ ହଇଚଇ ମଧ୍ୟରେ, ଶିବସେନା (UBT) ନେତା ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଉଦ୍ଧବ କାମରାଙ୍କୁ ସପୋର୍ଟ କରିଛନ୍ତି। ସେ କହିଥିଲେ ଯେ ଗୀତରେ କିଛି ଭୁଲ ନାହିଁ।…

ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ…

ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ ଦୁର୍ବୃତ୍ତ ପଶି ଘରୁ ଲକ୍ଷାଧିକ ଟଙ୍କା ସହ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନାଗହଣା…

ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ ପ୍ରଶଂସା କରି ଏହାକୁ ‘ଏନରଜେଟିକ୍‌’ ବୋଲି କହିଛନ୍ତି। ଧୋନୀ କହିଛନ୍ତି, ଭୋଜପୁରୀ କମେଣ୍ଟ୍ରି ମୋତେ ପୁରୁଣା…

IPL 2025 ମଧ୍ୟରେ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ ବିଭକ୍ତ କରିଛି। ଗ୍ରେଡ ଏରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କ ସମେତ ୩…

ଅଧିନାୟକ ହେବା ଲାଗି ଏହି ପେସ୍‌ ବୋଲର ଆଗ୍ରହୀ

ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍‌ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ ସେ ତାହାକୁ ଗ୍ରହଣ କରିବା ଲାଗି ଆଗ୍ରହୀ ଅଛନ୍ତି। ଯଶପ୍ରୀତ ବୁମ୍‌ରା ଓ ପ୍ୟାଟ୍‌…

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ। ହେଲେ କେବେ କେବେ ବିଭିନ୍ନ କାରଣରୁ ଏହା ଠିକ୍‌ ଭାବେ କାର୍ଯ୍ୟ କରିବାରେ ଅସମର୍ଥ…

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲା କଣ୍ଟିଲୋରେ ପହଞ୍ଚିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri