କେବେ ଫେରିବେ ବୁମରା? ଜବାବ ଦେଲେ କୋଚ
ନୂଆଦିଲ୍ଲୀ,୨୪।୩: ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରିତ ବୁମରାଙ୍କ ବିନା ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ ୪ ୱିକେଟରେ ପରାସ୍ତ କରିଥିଲା। ଏବେ ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର…
୨୫ ବର୍ଷ ହେଲା ୫୦ ଦଳିତ ପରିବାର ଗାଁରୁ ବିତାଡ଼ିତ: ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ନିଷ୍ପତି
ଛତ୍ରପୁର, ୨୪।୩(ସନ୍ତୋଷ ପାଢ଼ୀ): ଗତ ୨୦୦୦ ମସିହାରେ ଜାତିଗତ ଘୃଣା କାରଣରୁ ଆସିକା ବ୍ଳକ ବାଲିଛାଇ ଗ୍ରାମର ୫୦ରୁ ଉଦ୍ଧର୍ବ ଦଳିତ ପରିବାର ଗାଁରୁ ବିତାଡିତ ହୋଇଛନ୍ତି। ସେମାନେ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଓ ପୋଲିସ ପାଖରେ ବାରମ୍ବାର…
ପେଟ କମାଏ ଗୋଲମରିଚ
ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ ଜାଣି ନ ଥାଉ। ଆସନ୍ତୁ ଜାଣିବା ସେମିତି ଏକ ମସଲା ଗୋଲମରିଚ ସମ୍ପର୍କରେ। ଗୋଲମରିଚକୁ…
ପାଣି ସମସ୍ୟା ସମାଧାନ ନ ହେଲେ ହେବ ଆନ୍ଦୋଳନ: ବିଜେଡି
କୋରାପୁଟ,୨୪।୩ (ଅମିତାଭ ବେହେରା):କୋରାପୁଟ ଜିଲା କୋଟପାଡ଼ ବ୍ଲକରେ ଜହ୍ନରା ନାଳ ପାଣି ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ହେବୋଲି ବିଜେଡି ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ଝିନ ହିକକା ସୂଚନା ଦେଇଛନ୍ତି। କୋରାପୁଟ ସ୍ବତନ୍ତ୍ର ସର୍କିଟ…
ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ କରିଥିଲେ ହତ୍ୟା: ଏବେ ମିଳିଲା ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୨୪।୩(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୨ୟ ଗଳିରେ ୨୦୨୩ ଡିସେମ୍ବର ୧୧ରେ ରଙ୍କ ସେଠୀ(୬୭)ଙ୍କ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି ସୋମବାର କରିଛନ୍ତି।…
ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ
ଛତ୍ରପୁର,୨୪।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ…
ଦାବି ପୂରଣ ନ ହେଲେ ଆନ୍ଦୋଳନ: ଆଉଟସୋର୍ସିଂ କର୍ମଚାରୀଙ୍କ ଧମକ
କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ସମେତ ୧୩ଟି ବ୍ଳକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି l ସ୍ବଳ୍ପ ଦରମା, ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗତି କରୁଥିଲେ ମଧ୍ୟ ନୂଆ…
ଗ୍ୟାସ ଗୋଦାମରେ ଲାଗିଲା ନିଆଁ,ଏକାଥରେ ଫାଟିଲା ୩୫୦ ସିଲିଣ୍ଡର
ବରେଲି,୨୪।୩: ସୋମବାର ଅପରାହ୍ନରେ ବରେଲିର ବିଥ୍ରି ଚୈନପୁର ଥାନା ଅଞ୍ଚଳର ରାଜୌ ପରସାପୁରରେ ଥିବା ଗ୍ୟାସ ଏଜେନ୍ସି ଗୋଦାମରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟା ସମୟରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଗ୍ୟାସ ଏଜେନ୍ସିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।…
କାଠ ସହ ପିକଅପ୍ ଭ୍ୟାନ୍ ଜବତ, ଚାଲାଣକାରୀ ମାରିଲେ ଚମ୍ପଟ୍
ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ମଧୁଗୁଡ଼ା ନିକଟରେ ବନବିଭାଗର ପାଟ୍ରୋଲିଂ ବେଳେ ସାଇଜ୍ କାଠ ସହ ଏକ ପିକଅପ୍ ଭ୍ୟାନ୍ ଧରାପଡିଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା…
ବିଦ୍ୟୁତ ଶୁଳ୍କ ଘୋଷଣା ନେଇ ଆସିଲା ବଡ଼ ଅପ୍ଡେଟ୍, ଜାଣନ୍ତୁ ଏଥର କେତେ ବଢ଼ିଛି କେତେ କମିଛି
ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ୨କିଲୋ ଓ୍ବାଟ୍ ପର୍ଯ୍ୟନ୍ତ ସ୍ମାଟ ମିଟର ଣେଣ୍ଟ ଛାଡ଼…
କାହିଁକି ନିରଞ୍ଜନ କହିଲେ ନିର୍ବାଚନ ଲଢ଼ିବେନି….
ଭୁବନେଶ୍ୱର,୨୪।୩: ଏଣିକି ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଛନ୍ତି।ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ନିରଞ୍ଜନ କହିଛନ୍ତି।…
ଏତିକି ଟଙ୍କାରେ ନିଜ ଆପାର୍ଟମେଣ୍ଟ ବିକିଦେଲେ ଅକ୍ଷୟ କୁମାର: ଲାଭ ଜାଣିଲେ ଉଡିଯିବ ହୋଶ୍
ମୁମ୍ବାଇ,୨୪।୩: ବଲିଉଡର ବରିଷ୍ଠ ଅଭିନେତା ଅକ୍ଷୟ କୁମାର ମୁମ୍ବାଇରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟକୁ ୬.୬ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଡିଲରୁ ଅକ୍ଷୟ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ସ୍କୋୟାର ୟାର୍ଡସ ଏହି ଚୁକ୍ତି ସହିତ ଜଡିତ…
Archives


