Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ
ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା। ପ୍ରଥମ ଟି-୨୦ ସିରିଜରେ…
ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ଆଉ ଟଙ୍କା ଉଠାଇପାରିବେନି ଆକାଉଣ୍ଟଧାରୀ, ଏଥିରେ ଆପଣଙ୍କ ବ୍ୟାଙ୍କ ନାହିିଁ ତ?
ମୁମ୍ବାଇ,୧୪।୨: ବେଳେବେଳେ ଭାରତରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏପରି ଘଟଣା ଘଟେ ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଯାଏ। ଯେତେବେଳେ ଏକ ବ୍ୟାଙ୍କ ହଠାତ୍ ବନ୍ଦ ହୋଇଯାଏ, ଗ୍ରାହକମାନେ ଭୟଭୀତ ହୋଇଯାଆନ୍ତି। ମୁମ୍ବାଇସ୍ଥିତ ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କର ଗ୍ରାହକମାନଙ୍କ…
ସୁନା ଦୋକାନୀଙ୍କୁ ଛୁରାମାଡ଼: ସୁନା-ରୁପା, ଟଙ୍କା ଲୁଟିନେଲେ
ଚାନ୍ଦବାଲି,୧୪।୨(ଅଶୋକ ପଣ୍ଡା): ଦିନକୁ ଦିନ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୋଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୮ଟା ସମୟରେ ବାଂଶଡା ଥାନା ଅଧୀନସ୍ଥ…
‘ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ଭାରତ-ଆମେରିକା’, ମିଳିତ ପ୍ରେସ କନଫରେନ୍ସରେ…
ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ସେ ଭାରତୀୟ ସମୟ ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ…
ଲଜ୍ଜ୍ୟା: ୧୪ ବର୍ଷୀୟା ନାବାଳିକାଙ୍କୁ କଲେ ହତ୍ୟା, ମୃତଦେହ ସହ କଲେ ଏମିତି, ଶୁଣିଲେ ଛାତି ଥରିଉଠିବ
କୋଲକାତା,୧୪।୨: କୋଲକାତା ସଂଲଗ୍ନ ନ୍ୟୁ ଟାଉନରେ ବର୍ବରତା ଘଟିଛି। ଜଣେ ୧୪ ବର୍ଷର ସ୍କୁଲ ଝିଅ ସହ ଏମିତି ହୋଇଛି, ଯାହା ସମସ୍ତଙ୍କୁ ଥରହର କରିଦେଇଛି। ଇ-ରିକ୍ସା ଡ୍ରାଇଭର ଜଣେ ୧୪ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି…
ଏହି ସରକାରୀ ଯୋଜନାରେ ପ୍ରତିଦିନ ମାତ୍ର ୭ ଟଙ୍କା ବିନିଯୋଗ କରନ୍ତୁ, ମାସକୁ ମିଳିବ ୫୦୦୦, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୧୪।୨: ଚାକିରି ପରେ ସମସ୍ତେ ତାଙ୍କ ଜୀବନର ବାକି ସମୟ ଆରାମରେ ବିତାଇବାକୁ ଚାହାଁନ୍ତି। ଏଥିପାଇଁ ତାଙ୍କୁ ଟଙ୍କା ଦରକାର। ଏପରି ପରିସ୍ଥିତିରେ, ପେନସନ କାମରେ ଆସିଥାଏ। ପେନସନ ସାହାଯ୍ୟରେ ଆପଣ ବାର୍ଦ୍ଧକ୍ୟକୁ ଭଲରେ ବିତାଇ ପାରିବ। ଅଟଳ ପେନସନ ଯୋଜନା…
ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାଙ୍କ ପ୍ରତ୍ୟର୍ପଣ ଉପରେ ମୋହର ଲଗାଇଲେ ଟ୍ରମ୍ପ
ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ସେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ନାହିଁ ବରଂ ପ୍ରତିରକ୍ଷା ସହଯୋଗକୁ ମଧ୍ୟ…
କିଏ କରିବ କପଡା-ବାଥରୁମ ସଫା, କାହାକୁ ଆଣିବାକୁ ପଡ଼ିବ ରାଶନ…ଭାଲେଣ୍ଟାଇନ ଡେ’ରେ ଭାଇରାଲ ହେଉଛି କପଲଙ୍କ ଏଗ୍ରିମେଣ୍ଟ
ନୂଆଦିଲ୍ଲୀ,୧୪।୨: ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଏକ ସ୍ବତନ୍ତ୍ର ଦିନ। ଏହି ଦିନରେ, ଦମ୍ପତିମାନେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ଏବଂ ପରସ୍ପରକୁ ପ୍ରେମ ନିବେଦନ କରନ୍ତି। ଏହି ଦିନଟିକୁ ଦମ୍ପତିମାନେ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରନ୍ତି। ଏହି ସମୟରେ, ସ୍ବାମୀ ଏବଂ…
Valentine’s Day Special: ତୁ ମୋ ଭାଲେଣ୍ଟାଇନ୍…
ପ୍ରେମ ଚିରନ୍ତନ… ବିଶ୍ୱାସର ନୀଡ଼। ପ୍ରେମ ବ୍ୟକ୍ତ ପାଇଁ ଭାଷା ବା ଶବ୍ଦର ଆବଶ୍ୟକ ହୁଏନି। ଦୁଇ ଜଣଙ୍କ ଆଖିରେ ଆଖି ମିଶିବା ପରେ ହଜିଯାଏ ମନ। ପ୍ରେମିକର ଭାବନା ଆଉ ପ୍ରେମିକାର ଆନମନା ହିଁ ଏଇ ପ୍ରେମ। ନିଜ ଅବ୍ୟକ୍ତ…
ଆମେରିକାରେ ଆଦାନୀଙ୍କ ସମ୍ପର୍କରେ ଏଭଳି ବୟାନ ଦେଲେ ମୋଦି, କଟାକ୍ଷ କରି ରାହୁଲ କହିଲେ…
ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ଜଣେ ଖବରଦାତା ଗୌତମ ଆଦାନୀଙ୍କ ମାମଲା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେବା…
୩୫ ଡିଗ୍ରୀ ଉପରେ ୭ ସହର: ହାଲୁକା କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୧୪ା୨(ଅନୁରାଧା ମହାରଣା): ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ୫…
ଆମେରିକା-ଭାରତ ମଧ୍ୟରେ ‘ଦ୍ୱୈତ ବାଣିଜ୍ୟ’ ଘୋଷଣା କଲେ ଟ୍ରମ୍ପ-ମୋଦି: ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଆମେରିକା ଗସ୍ତ ୱାଶିଂଟନ ଡିସିର ବ୍ଲେୟାର ହାଉସରେ ହାଇପ୍ରୋଫାଇଲ ବୈଠକ ସହିତ ଆରମ୍ଭ କରିଥିଲେ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
Archives


