Home Left

ପାହାଡ଼ ଉପରେ ଚାଲିଛି ଇ-କେୱାଇସି ଅପ୍‌ଡେଟ୍‌

ଭବାନୀପାଟଣା,୧୪ା୨(ଉତ୍ତମ କୁମାର ଦାଶ):ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅପ୍‌ଡେଟ୍‌ ଶେଷ ତାରିଖ ଆସନ୍ତା ୧୫ ତାରିଖ ଶନିବାର ବୋଲି ଗତ ଜାନୁୟାରୀ ଶେଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲାରେ ୧୪ ଲକ୍ଷ…

୨ ଶିଶୁ ଜୀବନ୍ତ ଦଗ୍ଧ ଘଟଣା: ପରିବାରକୁ ସାମାଜିକ କର୍ମୀଙ୍କ ସହାୟତା

ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ଗତ ମଙ୍ଗଳବାର ପାଳ କୁଡ଼ିଆ ଜଳି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏ ନେଇ ବିଭିନ୍ନ ଗଣାମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ଶିଶୁଙ୍କ ମା’ବାପାଙ୍କୁ…

ମୋଦିଙ୍କୁ ବହି ଉପହାର ଦେଲେ ଟ୍ରମ୍ପ: ଜାଣନ୍ତୁ ଏଥିରେ କ’ଣ ଅଛି

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ…

ମୋଦି ମୋର ବିଶ୍ୱସ୍ତ ବନ୍ଧୁ… ଭାରତକୁ ନେଇ ୧୦ ବଡ଼ କଥା କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ…

ମହରଗିଙ୍କ ପରିବାରକୁ ମିଳିଲା ପିଡିଏସ୍‌ ଚାଉଳ: ଖୁବଶୀଘ୍ର ମିଳିବ ଭତ୍ତା, ଘର

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ ବେନ୍ଦ୍ରା ସଦର ଗ୍ରାମର ମହରଗି ଭୂଏ(୬୦)। ଦୀର୍ଘବର୍ଷ ହେଲା ତାଙ୍କ ସ୍ବାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଅର୍ଥ ଅଭାବରୁ ଠିକ ସମୟରେ ଚିକିତ୍ସା କରି ନ ପାରି ଦୁଇପୁଅଙ୍କୁ ହରାଇଛନ୍ତି।…

ମୋଦିଙ୍କ ଉପରେ ବଡ଼ ଦାୟିତ୍ୱ ଦେଇଦେଲେ ଟ୍ରମ୍ପ, କହିଲେ-‘ମୋଦି ବୁଝିବେ…’

ନୂଆଦିଲ୍ଲୀ ,୧୪।୨: ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବିଶ୍ୱ ନେତାଙ୍କ…

ମିଳୁନି ମୂଲ, ଟମାଟୋ ଚାଷକରି ଚାଷୀ ହତାଶ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):କୃଷିକ୍ଷେତ୍ରରେ ବରଗଡ଼ ଜିଲାର ଏକ ଭିନ୍ନ ପରିଚୟ ରହିଛି। ଚାଷୀବହୁଳ ଏହି ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସେହିପରି ଏଠାରେ ପନିପରିବା ଚାଷ ମଧ୍ୟ ପଛରେ ପଡ଼ିନାହିଁ। ଜିଲାର ଉଭୟ ହୀରାକୁଦ ଜଳସେଚିତ…

ପାକିସ୍ତାନକୁ ପାନେ ଦେବ ଭାରତ: ମୋଦି-ଟ୍ରମ୍ପଙ୍କ ସହ ଆଲୋଚନାବେଳେ ନିଆଗଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୪।୨: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ହ୍ବାଇଟ ହାଉସରୁ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ଶୁକ୍ରବାର ୍‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ, ଏହା ବିରୋଧରେ କଠୋରତମ…

ଖୁବ୍‌ଶୀଘ୍ର ନୂଆ ଅବକାରୀ ନୀତି:ବିଷାକ୍ତ ମଦ କାରବାର ରୋକିବାକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨ (ଅନୁରାଧା ମହାରଣା):ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ। ଏନେଇ ଫର୍ଚ୍ୟୁନ୍‌ ଟାଓ୍ବାରସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୫ ବର୍ଷରେ ୧.୫ ଲକ୍ଷ ସରକାରୀ ଚାକିରି ଦେବେ ମୋହନ ସରକାର

ଭୁବନେଶ୍ୱର,୧୪ା୨(ବନ୍ଦନା ସେଠୀ):ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ବିଧାନସଭା ପରିସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ବାଚସ୍ପତି ସୁରମା ପାଢ଼ୀଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ରାଜ୍ୟପାଳ ବିଧାନସଭା ଗୃହରେ ‘ଜୟ ଜଗନ୍ନାଥ’ କହି…

ପ୍ରେମ ଜୀବନରେ ସନ୍ତୁଷ୍ଟ ନୁହନ୍ତି ୩୭% ଭାରତୀୟ: ଏହି ଦେଶ ପ୍ରେମରେ ସର୍ବାଧିକ ଖୁସି

ପ୍ୟାରିସ୍‌, ୧୪।୨:ପ୍ରେମ ଜୀବନକୁ ନେଇ ୩୭% ଭାରତୀୟ ସନ୍ତୁଷ୍ଟ ନୁହନ୍ତି। ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ମଲ୍ଟି ନ୍ୟାଶନାଲ ମାର୍କେଟ ରିସର୍ଚ୍ଚ ଆଣ୍ଡ୍‌ କନସଲ୍ଟିଂ କମ୍ପାନୀ ‘ଇପ୍‌ସୋସ୍‌’ ପକ୍ଷରୁ ଭାରତ ସମେତ ୩୦ ଦେଶରେ କରାଯାଇଥିବା ଏକ ସର୍ଭେରୁ…

Valentine’s Dayରେ ରୁହନ୍ତୁ ସତର୍କ: ଅନଲାଇନ୍‌ ଡେଟିଂ ପଡ଼ିପାରେ ମହଙ୍ଗା, AI କରୁଛି…

୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ’ ଏବଂ ଯଦି ଆପଣ ଏହି ଅବସରରେ ଅନଲାଇନ ଡେଟିଂ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ପ୍ରକୃତରେ କିଛି ଦିନ ଧରି ନକଲି ଡେଟିଂ ଆପ୍ସ, ଡିପଫେକ ଭିଡିଓ ଏବଂ ଅନ୍ୟାନ୍ୟ ଠକେଇର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri