Home Left

ମା’ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବ: ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…

ଗଞ୍ଜାମ,୬।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ସ୍ଥିତ ପର୍ବତ ଶିଖରେ ତ୍ରିଗୁଣଆତ୍ମିକ ସ୍ବରୂପା ଜଗତ ଜନନୀ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠ ଅବସ୍ଥିତ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ଷୋଡଶ ଦିନାତ୍ମକ…

କେବେ ୭୦-୮୦ ଲକ୍ଷ ତ ପୁଣି କେତେବେଳେ କାର, ଆଉ କେତେବେଳେ ଅନ୍ୟର ବିବାହାର ସମସ୍ତ ଖର୍ଚ୍ଚ ଉଠାନ୍ତି ପାଣ୍ଡ୍ୟା ବଦର୍ସ, ଜାଣନ୍ତୁ ଏମାନଙ୍କ ମହାନତା

ନୂଆଦିଲ୍ଲୀ,୬।୯: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ସେମାନଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚାରେ। ଗ୍ରାଉଣ୍ଡରେ ବୋଲରମାନଙ୍କୁ ଚକମା ଦେଉଥିବା ପାଣ୍ଡ୍ୟା ଭାଇମାନେ ପଡ଼ିଆ ବାହାରେ ବହୁତ ସମ୍ବେଦନଶୀଳ। ପିଲାଦିନର ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସେମାନଙ୍କ ମାନବୀୟ ଚେହେରାକୁ ପ୍ରକାଶ କରିଛନ୍ତି।…

ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ ଦାବି କରିଛନ୍ତି। ଏକ…

ସୀମା ଲଂଘିଲେ ସୀମା ହାଇଦର! ଜାଣନ୍ତୁ କୁଆଡେ ଗଲେ କାହାକୁ ଭେଟିଲେ

ନୂଆଦିଲ୍ଲୀ,୬।୯: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ସୀମା ହାଇଦର, ଯିଏ ଏପର୍ଯ୍ୟନ୍ତ ସଚିନ ମୀନାଙ୍କ ସହିତ ଗ୍ରେଟର ନୋଏଡା ଏବଂ ନୋଏଡାରେ ସୀମିତ ଥିଲେ, ଏଥର ସିଧାସଳଖ…

ସରକାରୀ ଯୋଜନାର ଲାଭ ଉଠାନ୍ତୁ ଯୁବ ଚାଷୀ: କୁକୁଡ଼ା ପାଳନ ଉପରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁକୁଡ଼ା ପାଳନ ଉପରେ ୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଚାଲିଥିଲା। ତାହା ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ୪୦ ଜଣ ଅଗ୍ରଣୀ…

ବନ୍ୟାରେ ବୁଡ଼ିଗଲାଣି ୨ହଜାର ଗାଁ, ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟ ବନ୍ୟା କବଳରେ। ସବୁଠାରୁ ଖରାପ ପରିସ୍ଥିତି ପଞ୍ଜାବରେ। ଯେଉଁଠି ୨୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଗାଈଗୋରୁ ମଧ୍ୟ…

ଭୋଜନ କରିବା କେମିତି

ଭାରତରେ ତଳେ ବସି ଖାଇବା ପରମ୍ପରା ରହିଛି। କିନ୍ତୁ ଦୁଃଖର କଥା ଏହି ପ୍ରଥା ଧୀରେ ଧୀରେ ଲୋପପାଇବା ଉପରେ, ଯାହାର ପ୍ରମାଣ ଆଜି ପ୍ରତ୍ୟେକ ଘରେ ଆପଣ ଦେଖିବାକୁ ପାଇବେ ଡାଇନିଂ ଟେବୁଲ। ଅବଶ୍ୟ ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ଏହାର ସୁବିଧାକୁ…

ପିଲାଙ୍କ ଖୁସିରେ ଖୁସି

ଗତ ରଜରେ ବହୁଦିନ ଧରି ଦେଖାହୋଇ ନ ଥିବା ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ମନ ହେଲା। ତାଙ୍କ ଘରକୁ ଗଲା ବେଳକୁ କିଛି ଫଳ ଓ ମିଠା ସହ ଘରେ ତିଆରି ହୋଇଥିବା ପୋଡ଼ପିଠା ଓ କାକରା କିଛି ନେଇ…

ଲାଟେରାଲ ଏଣ୍ଟ୍ରିରେ ଶିଥିଳତା

ମୋଦି ସରକାର ୨୦୧୮ରେ ଲାଟେରାଲ ଏଣ୍ଟ୍ରି ଯୋଜନା ଆରମ୍ଭ କରିଥିଲେ। ବାହାରୁ ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତି ଦେଇ ସେମାନଙ୍କ ନୂତନ ଧାରଣାକୁ ନେଇ ଭାରତୀୟ ଶାସନର ଦୃଢ଼ ଢାଞ୍ଚାରେ ପରିବର୍ତ୍ତନକରିବା ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହି ପଦକ୍ଷେପ ଆକର୍ଷଣୀୟ ଥିଲା।…

ରେଳବାଇରେ ବମ୍ପର ନିଯୁକ୍ତି, ପାଖେଇ ଆସିଲା ଶେଷ ତାରିଖ, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ, ୬।୯: ଯଦି ଆପଣ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏବଂ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ପାରାମେଡିକାଲ ବର୍ଗରେ ଏକ ବଡ଼ ନିଯୁକ୍ତି କରିଛି।…

କଳାହାଣ୍ଡି ରେଳ ଯାତ୍ରୀ ସଂଘର ମୁଖ୍ୟପରାମର୍ଶ ଦାତାଙ୍କ ୧୩ ଦଫା ଦାବି: ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଦାତା ତଥା କେସିଙ୍ଗା ସିଟିଜନ ଫୋରମ ସଭାପତି ଡାକ୍ଟର ହେମସାଗର ସାହା ଭୁବନେଶ୍ବରରେ ଅନୁଷ୍ଠିତ ଜେଡ.ଆର୍‌.ୟୁ.ସି.ସି ବୈଠକରେ ଯୋଗ ଦେଇଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୩ ଦଫାଦାବି ପତ୍ର ରେଳ…

ସାର ପାଇଁ ହନ୍ତସନ୍ତ: ଆଧାରକାର୍ଡ ପକାଇ ଲାଇନ୍‌ ଦେଉଛନ୍ତି ଚାଷୀ, ୨୬ ପ୍ୟାକ୍ସକୁ ମିଳିଲା ମାତ୍ର…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତରେ ଚାଷୀଙ୍କୁ ୟୁରିଆ ସାର ମିଳି ନ ଥିବାରୁ ଧାନ ଚାଷରେ ଘୋର ସମସ୍ୟା ଦେଖା ଦେଉଥିଲା। କୃଷିବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?