Home Left

Nepo-Kidsଙ୍କ ଉପରେ ଖାଲିଟାରେ ବିଗିଡ଼ି ନାହାଁନ୍ତି ନେପାଳୀ ଯୁବା, ଜାଣନ୍ତୁ ଏହା ପଛର ଅସଲ କାରଣ

କାଠମାଣ୍ଡୁ,୧୨।୯: ନେପାଳ ବର୍ତ୍ତମାନ ପ୍ରତିବାଦର କବଳରେ ଅଛି। ସରକାରଙ୍କ ଅପାରଗତା ବିରୁଦ୍ଧରେ ଲୋକଙ୍କ କ୍ରୋଧ ପ୍ରକାଶ ପାଇଛି ଏବଂ ଏକ ଦେଶବ୍ୟାପୀ ଆନ୍ଦୋଳନ ପରେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ନେପାଳର ଯୁବକମାନେ ସରକାରରେ ପ୍ରଚଳିତ ଦୁର୍ନୀତି…

ସ୍କୁଲରେ ପ୍ରେମିକାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ ଶିକ୍ଷକ, ଗ୍ରାମବାସୀଙ୍କୁ ଡାକିଆଣିଲେ ଛାତ୍ର, ଆଉ ତା’ପରେ…

ପାଟନା,୧୨।୯: ପାତେପୁର ଥାନା ଅଞ୍ଚଳର ବରଡିହା ତୁର୍କି ଗାଁରେ ଥିବା ବେସିକ ସ୍କୁଲରେ ଜଣେ ଶିକ୍ଷକ ତାଙ୍କ ପ୍ରେମିକାଙ୍କ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ପ୍ରତିରୋଧ କରିବାରୁ ତାଙ୍କୁ…

Gen-Z ର ନୂଆ ଦାବି, କହିଲା ‘ଆମକୁ ଦରକାର ଯୁବା ପ୍ରଧାନମନ୍ତ୍ରୀ’, ଏବେ ଉଠୁଛି ଅନେକ ପ୍ରଶ୍ନ

କାଠମାଣ୍ଡୁ,୧୨।୯: ନିର୍ଜନ ରାତି ମଧ୍ୟରେ, Gen-Z ଆନ୍ଦୋଳନରେ ଜଳୁଥିବା ନେପାଳରେ ଏକ ନୂତନ ପ୍ରଭାତ ପାଇଁ, ଏକ ଅନ୍ତରୀଣ ସରକାର ଗଠନ ଏବଂ ଏହାର ମୁଖ୍ୟଙ୍କ ନାମ ଉପରେ ଏକ ସର୍ବଦଳୀୟ ସହମତି ହୋଇଥିଲା। Gen-Z ଗୋଷ୍ଠୀଗୁଡ଼ିକର ଦାବି ପୂରଣ କରିବା…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ସବୁ ଜିଲାରେ ଛେଚିବ, ୪୮ ଘଣ୍ଟାରେ…

ଭୁବନେଶ୍ୱର,୧୨।୯:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଏଥିସହ ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ…

ଝୁଲନ୍ତା ଅବସ୍ଥାରେ ମିଳିଲା ନାଏବ ସରପଞ୍ଚଙ୍କ ମୃତଦେହ, ମାମୁଙ୍କୁ ଫୋନ୍‌ କରି ଭାଣିଜୀ କହିଲା…

ଗୁଣୁପୁର,୧୨ା୯(ପ୍ରଦୀପ ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ନାଏବ ସରପଞ୍ଚ ଜଣକ ହେଲେ ରଞ୍ଜିତା ତ୍ରିପାଠୀ। ସେ ନିଜ ଘର ପଦ୍ମପୁର ବ୍ଲକ ପେରୁପାଙ୍ଗ ଗାଁରେ ରହିଥିବା ବେଳେ ଗୁଣପୁର…

UPI New Rule: : UPI କାରବାର ସୀମା ବୃଦ୍ଧି, ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ନିୟମ, ଏହି ଦିନଠାରୁ ହେବ ଲାଗୁ

ନୂଆଦିଲ୍ଲୀ,୧୨।୯: ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, UPI ମାଧ୍ୟମରେ ବଡ଼ କାରବାର କରିବା ସହଜ ହେବ। ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ବ୍ୟକ୍ତି-ବ୍ୟବସାୟୀ (P2M) କାରବାରର ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହା ସେମାନଙ୍କୁ ଲାଭ ଦେବ…

ନବୀନଙ୍କ ପାଇଁ ସ୍ବାମୀଙ୍କୁ ଛାଡ଼ି ପଳାଇଆସିଥିଲେ ୨ ସନ୍ତାନର ମା’: ସରକାରୀ ଚାକିରି ମିଳିଯିବାରୁ…

ବେଙ୍ଗାଲୁରୁ,୧୨।୯: କର୍ନାଟକରେ ଦୁଇ ସନ୍ତାନର ଜଣେ ମା’ ପ୍ରେମିକଙ୍କ ପାଇଁ ତାଙ୍କ ସ୍ବାମୀଙ୍କୁ ଛାଡି ଦେଇଥିଲେ। ଏହା ପରେ ସେ ତାଙ୍କ ପ୍ରେମିକଙ୍କ ସହିତ ରହିବା ଆରମ୍ଭ କରିଥିଲେ। ମହିଳା ତାଙ୍କ ଦୁଇ ପିଲାଙ୍କୁ ନିଜ ସହିତ ଆଣିଥିଲେ। ଯୁବକଙ୍କୁ ବିଶ୍ୱାସ…

ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳରେ ହସ୍ତକ୍ଷେପ କରିବା ପଡିଲା ମହଙ୍ଗା, ସାଙ୍ଗକୁ ହତ୍ୟା କଲେ…, ପୋଲିସ କଲା ସାଂଘାତିକ ଖୁଲାସା

ଅମରପାଲି,୧୨/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଲ ଠାରେ ହୋଇଥିବା ଅଜିତ ଖଣ୍ଡଗିରି ହତ୍ୟା ଘଟଣାକୁ ନେଇ ପୋଲିସ ଥାନାରେ ଏକ ଖବରଦାତା ସମ୍ମିଳନୀ କରିଛି । ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ତଥା ଘରୋଇ ହିଂସାରେ ହସ୍ତକ୍ଷେପ…

ଇସ୍ତଫା ଦେବା ପରେ ପ୍ରଥମ ଥର ନଜର ଆସିଲେ ଜଗଦୀପ ଧନକର

ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରପୁରମ ପୋନୁସାମି ରାଧାକ୍ରିଷ୍ଣନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସକାଳେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇଥିଲେ। ଲାଲ କୁର୍ତ୍ତା ପିନ୍ଧି ରାଧାକ୍ରିଷ୍ଣନ…

ହାଇ-ଭୋଲଟେଜ ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଟିମ୍‌ ଇଣ୍ଡିଆର ହାତ ଛାଡ଼ିଦେଲେ ଏହି କ୍ରିକେଟର୍‌: ଦଳ ଛାଡି ପଳାଇଲେ

ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଟିମ ଇଣ୍ଡିଆର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚରେ ଭାରତ ୯ ଉଇକେଟରେ UAE କୁ ପରାସ୍ତ କରିଛି। ଏବେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି, କିନ୍ତୁ ଏହି…

ସରକାରୀ ହାଇସ୍କୁଲରେ କାଣ୍ଡ: ଶ୍ରେଣୀଗୃହରେ ହାତାହାତି ହୋଇଗଲେ ୨ ଶିକ୍ଷକ, ଆଉ ତା’ପରେ…

ଛତିଶଗଡ଼,୧୨।୯: ପ୍ରତିଦିନ ସୋସିଆଲ ମିଡିଆରେ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଦିଏ। ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଛତିଶଗଡ଼ର ସରନଗଡ଼-ବିଲାଇଗଡ଼ ଜିଲାର, ଯେଉଁଠାରେ ଧାରାସିବ ଅଞ୍ଚଳର ଏକ ସରକାରୀ…

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ପାର୍କ ଏବେ ଅନାବନା ଗଛରେ ପରିପୂର୍ଣ୍ଣ

ଗଞ୍ଜାମ,୧୨।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଶିଶୁ ପାର୍କ ନିର୍ମାଣ କରାଯାଇଛି । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ କିଛି ସ୍ଥାନରେ ଭାଙ୍ଗି ରୁଜି ଗଲାଣି ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?