Home Left

ସସପେଣ୍ଡ ହେବା ପରେ ସାଂଘାତିକ ବୟାନ ଦେଲେ ପ୍ରଫୁଲ୍ଲ, କହିଲେ ମୁଁ ଆଜି ସକାଳୁ…

ଭୁବନେଶ୍ୱର,୧୨।୯: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ କାମାଖ୍ୟାନଗରର ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ନିଲମ୍ବନ କରାଯାଇଛି। ଏହି ନିଲମ୍ବନ ଦଳର ସୁପ୍ରିମୋ ନବୀନ…

ଅବସର ଚର୍ଚ୍ଚା ମଧ୍ୟରେ ରୋହିତ ଶର୍ମା ଶେୟାର କଲେ ଏମିତି ଭିଡିଓ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୯: ଭାରତୀୟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ ଖେଳିବାରେ ବ୍ୟସ୍ତ। ଏହା ଏଥର T20 ଫର୍ମାଟରେ ଖେଳାଯାଉଛି। ସେହି ସମୟରେ, ଟିମ ଇଣ୍ଡିଆ ପ୍ରଶଂସକମାନେ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ…

ମହାନଦୀ ପଠାରେ ଫସି ରହିଛନ୍ତି ୧୮ ଟିକିଆ ହାତୀପଲ

ବାଙ୍କୀ,୧୨ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା-ଚନ୍ଦକା ଅଭୟାରଣ୍ୟରେ ବାସ କରୁଥିବା ହାତୀପଲମାନଙ୍କ ମଧ୍ୟରୁ ଏକ ୧୮ ଟିକିଆ ହାତୀପଲ ଗୁରୁବାର ରାତିରେ ମହାନଦୀ ପାର୍‌ ହୋଇ ଆଠଗଡ଼ ଉପଖଣ୍ଡ ସୁକାସନ ଜଙ୍ଗଲକୁ ଯାଇଥିଲେ। ନିଜ ଜଙ୍ଗଲ ଡମପଡ଼ା-ଚନ୍ଦକାକୁ ଫେରୁଥିବା ବେଳେ ସକାଳ…

ଏହିଦିନଠୁ ଆରମ୍ଭ କଟକ ବାଲିଯାତ୍ରା: ବୈଠକରେ ନିଆଗଲା ନିଷ୍ପତ୍ତି

କଟକ,୧୨।୯: ନଭେମ୍ବର ୫ରୁ କଟକ ବାଲିଯାତ୍ରା। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ପଡିବ।

ସଡ଼କ ଦୁର୍ଘଟଣାରେ ଏହି କ୍ରିକେଟରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ରେ ଖେଳୁଛି, ଦଳର ପରବର୍ତ୍ତୀ ମ୍ୟାଚ ରବିବାର ପାକିସ୍ତାନ ସହିତ ଅଛି। ସେହିପରି ମହିଳା କ୍ରିକେଟ ଦଳ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିନିକିଆ ସିରିଜ ଖେଳିବାକୁ ଯାଉଛି, ପ୍ରଥମ…

ବଲାଙ୍ଗୀର ସରକାରୀ ପଲିଟେକ୍‌ନିକ୍‌ ଛାତ୍ରୀଙ୍କୁ ନିର୍ଯାତନା, ଅଧ୍ୟକ୍ଷଙ୍କଠାରେ ଅଭିଯୋଗ ପରେ…

ବଲାଙ୍ଗୀର,୧୨ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ପଲିଟେକ୍‌ନିକ୍‌ର ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଛି। ସେଇ ଶିକ୍ଷାନୁଷ୍ଠାନର ଜଣେ ଦ୍ବିତୀୟ ବର୍ଷ ଛାତ୍ରୀ ସମ୍ପୃକ୍ତା ଛାତ୍ରୀଙ୍କୁ ମାଡ଼ ମାରିଥିବା ଓ ନିର୍ଯାତନା ଦେଇଥିବା ନେଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଅଭିଯୋଗ…

Viral Video:ସାପକୁ ମୋବାଇଲ୍‌ ଦେଖାଉଥିଲେ ଯୁବକ, ତା’ପରେ ଘଟିଗଲା…ଦେଖନ୍ତୁ ଭିଡିଓ

ସାପ ଏକ ବିପଜ୍ଜନକ ପ୍ରାଣୀ। ଏହା ମଣିଷକୁ ମାରିପାରେ। ଯଦିଓ ସମସ୍ତ ସାପ ବିଷାକ୍ତ ନୁହଁନ୍ତି, କିନ୍ତୁ ଅନେକ ସାପ ଅଛନ୍ତି ଯାହାକୁ ଅତ୍ୟନ୍ତ ବିଷାକ୍ତ ବୋଲି ବିବେଚନା କରାଯାଏ। ଏଥିରେ କିଙ୍ଗ କୋବ୍ରା, କ୍ରେଟ ଏବଂ ଭାଇପର ଇତ୍ୟାଦି ସାମିଲ…

ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ବାରମ୍ବାର ଘଟୁଛି ଦୁର୍ଘଟଣା

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ଅହେତୁକ ବିଳମ୍ବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରତିବାଦରେ ମଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ଗ୍ରାମବାସୀ ଶୁକ୍ରବାର ସକାଳୁ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନକୁ ଦିନ ବଢୁଛି ବାଇକ୍‌ ଚୋରି, ହାତବାନ୍ଧି ବସିଛି ପୋଲିସ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): ଗୋଟିଏ କି ଦୁଇଟି ନୁହେଁ ମାସକ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ବାଇକ୍‌ ଚୋରି ହୋଇଥିବା ବେଳେ ଗୋଟିଏ ସପ୍ତାହରେ ୪ଟି ବାଇକ୍‌କୁ ଦୁର୍ବୃତ୍ତମାନେ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ଗୋଟିଏ…

ଦାରିଙ୍ଗବାଡ଼ିରେ ପ୍ରଥମ: କଲମୀ ବାଇଗଣ ଚାଷ କରି ଲାଭବାନ ହେଲେ ମହିଳା

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ। ପ୍ରକାଶ ଯେ,…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ କହିଲେ କାରଣ…

ମୁମ୍ବାଇ: ଛୋଟପରଦା ଏବଂ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ ଡେଇଁ…

ସାର ଅଭାବ ନାହିଁ, କଳାବଜାର ରୋକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୯ (ରବିନାରାୟଣ ଜେନା): ସମ୍ପ୍ରତି ଧାନଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ୟୁରିଆ ସାର। ହେଲେ ତାହା ସରକାରୀ ବ୍ୟବସ୍ଥା ମଧ୍ୟରେ ଠିକ୍‌ରେ ମିଳୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଥିପାଇଁ ରାସ୍ତାରୋକୋ, ଧାରଣା, ପାକ୍ସ ସମ୍ମୁଖରେ ଚାଷୀମାନେ ଭୋରରୁ ଲମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?