Home Left

ଛାତ୍ରୀଛାତ୍ରଙ୍କଠାରେ ବୈଜ୍ଞାନିକ ମନୋଭାବ ଉଦ୍ରେକ କରିବା ନେଇ ଗୁରୁତ୍ୱାପରୋପ

ପୁରୁଷୋତ୍ତମପୁର,୧୪ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଡ. ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ପଣ୍ଡା ଉଦ୍‌ଘାଟନ କରି ଛାତ୍ରୀଛାତ୍ରଙ୍କଠାରେ…

ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏଯାଏ ସରୁନି, ଲୋକେ ହଟହଟା

କର୍ଲାମୁଣ୍ଡା,୧୪ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଛକଠାରୁ ହଜାରୀପଡ଼ା ମୁଣ୍ଡାପଲା ପିଡବ୍ଲ୍ୟୁଡି ରାସ୍ତା ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କାର୍ଯ୍ୟ ଶେଷ ହୋଇ ପାରି ନ ଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେଉଛି…

ଷ୍ଟେଜ୍‌ ଉପରେ ଡ୍ରେସ୍‌ ଖୋଲିଦେଲେ ନିଶା ନିଜକୁ ସମ୍ଭାଳି ପାରିଲେନି ଏଏସ୍‌ଆଇ : ପରେ ଯାହା ହେଲା…

ପାଟଣା,୧୪ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍‌ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାଇ ଫଟୋ ଉଠାଇବାକୁ ନେଇ ଏସ୍‌ପି ନୀତିନ…

ରାତିଅଧରେ ଓଲଟିଲା ଯାତ୍ରୀବାହୀ ବସ୍‌: କଣ୍ଡକ୍ଟର ଗୁରୁତର,

ନୟାଗଡ଼,୧୪।୯(ଲୋକନାଥ ମିଶ୍ର): ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ନୟାଗଡ଼ ଜିଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଶନିବାର ରାତିରେ ଓଲଟି ପଡିଛି। ଦୁର୍ଘଟଣାରେ ବସ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ…

କାମଧେନୁ ଯୋଜନା: କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୪।୯(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆନୁକୁଲ୍ୟରେ ଦିଗପହଣ୍ଡି ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୩୦ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରାଣୀ ଚିକିତ୍ସାଧିକାରୀ ଡ଼.ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ବ୍ଲକ…

ରେଗଡା ଗାଁର ଗୋଚର ଚିହ୍ନଟ ପ୍ରସଙ୍ଗ: ଜାତୀୟ ରାଜପଥ ଅବରୋଧ ପାଇଁ ଲୋକେ ସଜବାଜକ

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୋଚର ଜମି ଚିହ୍ନଟ ସହିତ ଜବରଦଖଲ କାରୀଙ୍କଠୁ ଗୋଚର ଜମିକୁ ହଟେଇବା ନେଇ ଗ୍ରାମବାସୀ ପକ୍ଷରୁ ଦାବି ଆରମ୍ଭ ହୋଇସାରିଛି। ଏହି କ୍ରମରେ ବ୍ଲକର ରେଗଡା ଗ୍ରାମବାସୀ ମଧ୍ୟ…

ଶୌଚ ହେବାକୁ ଆସିଥିଲେ ୮ବର୍ଷର ଝିଅ, ଉଠାଇନେଲେ ଦୁର୍ବୃତ୍ତ

ବାସୁଦେବପୁର,(କାଳିପଦ ରାୟ) ୧୪।୯: ବାସୁଦେବପୁର ପୌରାଞ୍ଚଳ ଅଧୀନ ରାଧାନାଥପୁର ଆଡିଆ ଗ୍ରାମରେ ସଦାନନ୍ଦ ମଳିକଙ୍କ ଆଠ ବର୍ଷର ନାବାଳିକା ଝିଅକୁ ଶନିବାର ରାତିରେ ଅଜଣା ଦୁର୍ବୃତ୍ତ ବାଇକ ସାହାଯ୍ୟରେ ଅପହରଣ କରିନେଇଛନ୍ତି। ସୂଚନା ଅନୁଯାୟୀ ନାବାଳିକା ଜଣକ ଶୌଚ ହେବା ପାଇଁ…

ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍‌ଆଇଆର୍‌, ଏସ୍‌ଏସ୍‌ଆର୍‌ ମଧ୍ୟରେ ପାର୍ଥକ୍ୟ କ’ଣ?

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ…

୧୦ ଜୁଆଡିଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ , ୪୭ହଜାର ୫୮୦ ଟଙ୍କା ଜବତ

ଭଞ୍ଜନଗର,୧୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶନିବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୪୭ହଜାର ୫୮୦ ଟଙ୍କା ଓ ତାସ ଜବତ କରିଛି। ଏନେଇ ଭଞ୍ଜନଗର…

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏସ୍‌ଏସ୍‌ଆର୍‌

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ନୂଆପଡା ବିଧାନସଭା ଆସନରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସ୍‌ଏସ୍‌ଆର୍‌) କରାଯିବ। ଆଗକୁ ଏହି ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ହିଁ ଏସ୍‌ଏସ୍‌ଆର୍‌ କରାଯିବ। ନୂଆପଡ଼ା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ…

ସାତକୋଶିଆ ବିସ୍ଥାପିତଙ୍କ ଜମିର ହେଉନି କିସମ ପରିବର୍ତ୍ତନ

ଅନୁଗୋଳ,୧୪।୯(ଦିବ୍ୟଶାନ୍ତନୁ ନାଥ): ଦୀର୍ଘବର୍ଷ ହେଲା ଗଁା ବିସ୍ଥାପିତ ହେଲାଣି। ଗଁା ଲୋକେ ଅନ୍ୟ ଅଞ୍ଚଳର ବାସିନ୍ଦା ହେଲେଣି। ଗଁା ଲୋକଙ୍କ ନାମରେ ଥିବା ଜମି ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ମିଶାଇ ଦିଆଗଲାଣି। ହେଲେ ଉକ୍ତ ଜମିର କିସମ ପରିବର୍ତ୍ତନ ଏଯାଏ…

କସୃପଡ଼ା ଗାଁରେ ଚୋରା ମଦ କାରବାର ବନ୍ଦ କରିବାକୁ ନେଇ ଥାନାରେ ଅଭଯୋଗ, ଚୋରା ମଦ ବନ୍ଦ ନହେଲେ…

କେସିଙ୍ଗା,୧୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କସୃପଡ଼ା ଗ୍ରାମର ବଙ୍ଗଳା ପଡ଼ାଠାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଗ୍ରାମର କିଛି ଯୁବଗୋଷ୍ଠୀ ସମାଜ ସେବୀ ଜିତୁମିଶ୍ରଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଯୁବକ ଶନିବାର ଦିନ କେସିଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?