Home Left

ଶଜନାଶାଗ ଖାଇଲେ ଦୂର ହୁଏ ଅନେକ ସମସ୍ୟା…

ଶଜନାଶାଗ ଖାଇଲେ ଶରୀରକୁ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ତେବେ ଜାଣନ୍ତିକି ଏହାକୁ ଖାଇବା ସହ ବ୍ୟବହାରକଲେ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ… – ଶଜନାଶାଗ ପେଷ୍ଟ ଲଗାଇଲେ ଡାର୍କ ସ୍କିନ୍‌ ଟୋନ୍‌ ଲାଇଟ୍‌ ହୋଇଥାଏ। ଏହା ସ୍କିନ୍‌କୁ ସ୍ପଟ୍‌ଲେସ୍‌ କରିବା…

Gold Price: ଆମେରିକାର ବାଣିଜ୍ୟ ଯୁଦ୍ଧ ସୁନାକୁ କରିଦେଲା ମହଙ୍ଗା, ୧୦ ଗ୍ରାମ କିଣିବା ପାଇଁ ଏବେ ଦେବାକୁ ପଡ଼ିବ ଏତେ…

ନୂଆଦିଲ୍ଲୀ,୨୫।୨: ଗତ କିଛି ମାସ ଧରି ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। କିଛି ମାସ ପୂର୍ବେ ଯେଉଁ ସୁନା ପ୍ରତି ୧୦ ଗ୍ରାମ ୬୩ ରୁ ୬୫ ହଜାର ଟଙ୍କାରେ ମିଳୁଥିଲା, ଏବେ ଭାରତୀୟ କ୍ରେତାମାନଙ୍କୁ ଏହାକୁ କିଣିବା…

ଡାଇବେଟିସ ଲୋକ ଅଣ୍ଡା ଖାଇପାରିବେ ନା ନାହିଁ? ଜାଣି ନିଅନ୍ତୁ ଦରକାରୀ କଥା

ଅଣ୍ଡା ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ଆଇରନ ରହିଛି ଯାହା ସୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସମସ୍ତଙ୍କୁ ସକାଳେ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ମଧୁମେହ ରୋଗୀମାନେ ପ୍ରତିଦିନ ଅଣ୍ଡା ଖାଇପାରିବେ କି?…

ଡାକ୍ତର ନା ରାକ୍ଷସ! ୨୯୯ ରୋଗୀଙ୍କ ଯୌନ ଶୋଷଣ କରିଛନ୍ତି ଏହି ସର୍ଜନ, ମାନିଲେ ସତ

ପ୍ୟାରିସ,୨୫।୨: ମାନବଜାତିକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି ଯାହା ଫ୍ରାନ୍ସରେ ଘଟିଛି। ଏଠାରେ ଜଣେ ପୂର୍ବତନ ସର୍ଜନଙ୍କ ବିରୁଦ୍ଧରେ ୨୯୯ ଜଣ ରୋଗୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ପୀଡିତମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ଅଭିଯୁକ୍ତଙ୍କ…

ବ୍ୟାଗ୍‌ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…

ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍‌ ଭିତରୁ ନବଜାତ ଶିଶୁକୁ ପୋଲିସ ଉଦ୍ଧାର କରିଛି। ରାଜପଥ ପାଶର୍‌ବରେ ବ୍ୟାଗ ଭିତରୁ ପିଲାଟିର…

BJP vs AAP on Delhi CM office: ମୁଖ୍ୟମନ୍ତ୍ରୀ- ସରକାରୀ କାର୍ଯ୍ୟାଳୟରେ ମହାପୁରୁଷଙ୍କ ଫଟୋ ରହିବା ଆବଶ୍ୟକ? କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ CM officeରେ ମହାପୁରୁଷଙ୍କ ଫଟୋକୁ ନେଇ ରାଜ୍ୟରେ ହଙ୍ଗାମା ଚାଲିଛି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ଯେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ…

ନେପାଳ ଛାତ୍ରଙ୍କ ଆତ୍ମହତ୍ୟା, ପ୍ରତିବାଦ, ଧମକ: KIITକୁ ରିପୋର୍ଟ ମାଗିଲା UGC

ଭୁବନେଶ୍ୱର,୨୫ା୨: ଭାରତର ସର୍ବୋଚ୍ଚ ଉଚ୍ଚଶିକ୍ଷା ନିୟାମକ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି(KIIT) ଠାରୁ ଏହାର କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ଏବଂ ତା’ପରେ ଛାତ୍ରଙ୍କ ବିରୋଧ, କ୍ୟାମ୍ପସରେ ନେପାଳୀ ଛାତ୍ରଙ୍କ ପ୍ରତି ଦୁର୍ବ୍ୟବହାର ଏବଂ…

ମାଷ୍ଟରକ୍ୟାଣ୍ଟିନ ଛକରେ ଧକ୍କା ଦେଲା ମୋ ବସ୍‌, ୨ ଯୁବକ ଗୁରୁତର

ଭୁବନେଶ୍ୱର,୨୫।୨: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍‌। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୨ ଜଣ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୃଥକ୍‌ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ପାଟଣା,୨୫ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା କେନ୍ଦୁଝର ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ହାତୀବାରି ମଣ୍ଟୁ ଢାବା ନିକଟରେ ମଙ୍ଗଳବାର ଭୋର୍‌ ସକାଳୁ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ପାକିସ୍ତାନ ସହ ବଡ଼ ଗେମ୍‌ ଖେଳିଦେଲେ ଟ୍ରମ୍ପ: ଗୋଟିଏ ଝଟ୍‌କାରେ ରୋକିଦେଲେ…

ଇସଲାମାବାଦ୍‌,୨୫।୨: ନ୍ୟୁୟର୍କ ସିଟି ପାକିସ୍ତାନ ସରକାରଙ୍କ ମାଲିକାନାରେ ଥିବା ରୁଜଭେଲ୍ଟ ହୋଟେଲ ସହିତ ୨୨୦ ନିୟୁତ ଡଲାରର ଚୁକ୍ତି ସମାପ୍ତ କରିଛି। ଶରଣାର୍ଥୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସୃଷ୍ଟି କରିବା ପାଇଁ ଏହି ଚୁକ୍ତିନାମା କରାଯାଇଥିଲା। ଆମେରିକୀୟ କରଦାତାଙ୍କ ଟଙ୍କାରେ ଅବୈଧ…

ପାକିସ୍ତାନର ଗଳି କନ୍ଦିରୁ ୧୧ ପିଲାଙ୍କୁ ଧରି ପଠାଇ ଦେଲେ ଖେଳିବାକୁ, ଜାଣନ୍ତୁ କିଏ କହିଲେ ଏମିତି

ଇସଲାମାବାଦ,୨୫।୨: ପାକିସ୍ତାନ କ୍ରିକେଟ ଦଳର ଯାତ୍ରା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ସହିତ ଶେଷ ହୋଇଛି। ଆୟୋଜକ ଦେଶ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ପାକିସ୍ତାନ ବ୍ୟତୀତ ବାଂଲାଦେଶ ଦଳ ମଧ୍ୟ ସେମିଫାଇନାଲ ଦୌଡ଼ରୁ…

ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି

ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri