Home Left

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ଏହି କମ୍ପାନୀ ନାଁରେ ମାମଲା କଲେ ପୀଡ଼ିତଙ୍କ ପରିବାର

ଓ୍ବାଶିଂଟନ,୧୮।୯: ଏୟାର ଇଣ୍ଡିଆ ଫ୍ଲାଇଟ ୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ଜଣ ଯାତ୍ରୀଙ୍କ ପରିବାର ଆମେରିକୀୟ ବିମାନ ନିର୍ମାତା ବୋଇଂ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀ ହନିୱେଲ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ କମ୍ପାନୀଗୁଡ଼ିକର…

ସେପ୍ଟେମ୍ବର ୨୨ରୁ GSTରେ ନୂଆ ନିୟମ ଲାଗୁ: ପୁରୁଣା ଜିନିଷ କିଣିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖନ୍ତୁ…

ନୂଆଦିଲ୍ଲୀ,୧୮।୯: ସରକାର GST ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ଗ୍ରାହକ ଏବଂ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରିବ। ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଟିକସ ସ୍ଲାବକୁ ପରିବର୍ତ୍ତନ କରିବ। ତେଣୁ, ପୁରୁଣା ଷ୍ଟକର…

ହତ୍ୟା ଉଦ୍ୟମ ଘଟଣା: ୨ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୧୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡିଗାଁର ଭୁକୁଲି ସେଠୀ ଏବଂ ତାଙ୍କ ପ୍ରତିପକ୍ଷ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମିଥୁନ ସେଠୀଙ୍କୁ ଦିଗପହଣ୍ଡି ପୋଲିସ ହତ୍ୟା ଉଦ୍ୟମ ଘଟଣାରେ ଗିରଫ…

କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଅସ୍ତ୍ରୋପଚାର ପରେ ଅଧାରୁ ଅଚଳ ହେଲା ମେଶିନ , ଆଉ ତା’ପରେ…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ଖାଲି ପଡିଥିବା ସାଧାରଣରେ ପରିଣତ ହୋଇଥିବାବେଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ।…

ଅନାସ୍ଥା ପ୍ରସଙ୍ଗରେ ବିଜେଡି ନେଲା ବଡ଼ ନିଷ୍ପତ୍ତି! ନବୀନ ନିବାସରେ ବୈଠକ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଲେ…

ଭୁବନେଶ୍ୱର, ୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଛି । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି…

ମିଳିଲା ସଫଳତା: ରାଜ୍ୟସ୍ତରକୁ ମନୋନୀତ ହେଲେ ୩ ଛାତ୍ର

ମୋରଡ଼ା,୧୮।୯(ସ୍ମାରକ ମାଜୀ): ଜିଲାସ୍ତରୀୟ କବାଡି ଏବଂ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲା ମୋରଡ଼ା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ବିଦ୍ୟାଳୟର ୩ଜଣ ଛାତ୍ର ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରମାନେ ହେଲେ ଏକାଦଶ ଶ୍ରେଣୀର କରଣ ଅର୍ଜୁନ ମହାନ୍ତ,…

ବରିଷ୍ଠ ସମାଜସେବୀ ଭୁବନ ବିହାରୀଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା

କର୍ଲାମୁଣ୍ଡା,୧୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସମାଜସେବୀ ତଥା ବ୍ୟବସାୟୀ ଭୁବନ ବିହାରୀ ସିଂଙ୍କ ୬୮ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ…

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ ପ୍ରମୁଖ…

ସାରର ଅଭାବୀ ବିକ୍ରି, କଳା ବଜାରକୁ ନେଇ ତାତିଲା ବିଜେଡି, କୃଷି କାର୍ଯ୍ୟଳୟ ଘେରାଉ କରି ଦେଲା କଡ଼ା ଚେତାବନୀ

ବଲାଙ୍ଗୀର,୧୮।୯( ସୁନିଲ ମହାନ୍ତି): ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ଜିଲାରେ ସାର ଅଭାବୀ ସାର କଳା ବଜାରକୁ ନେଇ ପ୍ରତିବାଦ କରାଯାଇ ଜିଲା କୃଷି କାର୍ଯ୍ୟାଳୟକୁ ବୁଧବାର ଘେରାଉ କରାଯାଇଥିଲା। ମାନ୍ୟବର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ…

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି।…

ପରକୀୟା ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ସ୍ବାମୀ ଦେଉଥିଲେ ନିର୍ଯାତନା: କୋର୍ଟ ଶୁଣାଇଲେ ଏମିତି ରାୟ

ମୋରଡା,୧୮।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍‌ଏଫସି କୋର୍ଟରେ ଗୁରୁବାର ସ୍ତ୍ରୀଙ୍କୁ ମାରପିଟ ଏବଂ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଶ୍ରୁତି ପଟ୍ଟନାୟକ ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?