Home Left

ପୁଣେ ବସ ରେପ୍‌ ମାମଲାକୁ ନେଇ ପୂର୍ବତନ ସିଜେଆଇଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୭।୨: ମହାରାଷ୍ଟ୍ର ପୁଣେର ସ୍ବାରଗେଟ ବସ ଡିପୋରେ ଏକ ବସ ଭିତରେ ଜଣେ ମହିଳାଙ୍କ ସହ ହୋଇଥିବା କଥିତ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି। ପଳାତକ ଅପରାଧୀଙ୍କ ପାଇଁ କଠୋର ଦଣ୍ଡ ପାଇଁ ସାରା ଦେଶରେ ଦାବି ବଢ଼ୁଛି,…

ମାର୍ଚ୍ଚ ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ସୁଭଦ୍ରା ଟଙ୍କା କରିବେ ବଣ୍ଟନ

ଛତ୍ରପୁର,୨୭।୨(ଦିଲ୍ଲୀପ ସାମଲ): ଆସନ୍ତା ୮ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ । ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ଶେଷ କିସ୍ତି…

ବାରବାଟୀ ପରେ ଓ୍ବିମ୍ବଲେରେ ଲିଭିଗଲା ଲାଇଟ୍‌: ଇଂଲଣ୍ଡ-ସ୍ପେନ ମ୍ୟାଚ୍‌ ବାଧାପ୍ରାପ୍ତ

ଲଣ୍ଡନ,୨୭ା୨: କଟକର ବାରବାଟୀ ଷ୍ଟାଡିୟମରେ ଘଟିଥିବା ଘଟଣାର ପୁନରାବୃତ୍ତି ଲଣ୍ଡନ ସ୍ଥିତ ଓ୍ବିମ୍ବଲେ ଷ୍ଟାଡିୟମରେ ଘଟିଛି। ବୁଧବାର ଷ୍ଟାଡିୟମରେ କରେଣ୍ଟ ଚାଲିଯିବାରୁ ଇଂଲଣ୍ଡ ଓ ସ୍ପେନ ମହିଳା ଫୁଟବଲ ଦଳ ମଧ୍ୟରେ ଖେଳାଯାଇଥିବା ନେଶନ୍ସ ଲିଗ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ୟୁରୋପିଆନ…

ସଂସଦରେ ଉଠିବ ପାକିସ୍ତାନ ପରାଜୟ ପ୍ରସଙ୍ଗ: ଖେଳାଳିଙ୍କୁ ପ୍ରଶ୍ନ କରିବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳର ଖରାପ ପ୍ରଦର୍ଶନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ରାଜନୈତିକ ପରାମର୍ଶଦାତା ରାଣା ସାନାଉଲ୍ଲା ଏହି ସୂଚନା ଦେଇଛନ୍ତି।…

ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ: ୮ମ ବେତନ ଲାଗୁ ହେଲେ ବଢିଯିବ ଏତେ ଦରମା

ନୂଆଦିଲ୍ଲୀ,୨୭।୨: ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା କରାଯାଉଛି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ IED ବିସ୍ଫୋରକ: ଆଉ ତା’ପରେ…

ଭୁବନେଶ୍ୱର,୨୭।୨: ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରୁ ଯବାନମାନେ ଗୁରୁବାର ଏକ ୫ କେଜି ଓଜନର IED ବିସ୍ଫୋରକ ଜବତ କରିଛନ୍ତି। ଜବତ ପରେ ବିସ୍ଫୋରକକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ନିଷ୍କ୍ରିୟ ବେଳେ ପ୍ରଚଣ୍ଡ ବିସ୍ଫୋଣର…

ବିଲ କ୍ଲିଣ୍ଟନ ଇସ୍ତଫା ଦେଇଦେବାର ଥିଲା! ପୂର୍ବତନ ରାଷ୍ଟ୍ରପତିଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମୋନିକା

ଓ୍ବାଶଇଂଟନ,୨୭।୨: ମୋନିକା ଲେୱିନସ୍କି କହିଛନ୍ତି ଯେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କୁ ଓଭାଲ ଅଫିସରୁ ସେତେବେଳେ ଇସ୍ତଫା ଦେବାର ଥିଲା, ଯେତେବେଳେ ଆମେରିକା କଂଗ୍ରେସ କ୍ଲିଣ୍ଟନଙ୍କ ସହ ତାଙ୍କର ଆଫେୟାର୍ସକୁ ନେଇ ମିଛ କହିବାରୁ ତାଙ୍କୁ ମହାଭିଯୋଗ ପାଇଁ ଆମେରିକା…

ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିର ବାସୁଦେବ ନାଇକଙ୍କୁ ତାଙ୍କ ପଡୋଶୀ ରବି ନାଇକ ଗତ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଲୁହାଛଡ଼ ଦ୍ୱାରା ହତ୍ୟା ଉଦ୍ୟମ କରିଥିବା…

‘ସୁଧୁରୁ ନାହାନ୍ତି ମୋ ବସ୍ ଡ୍ରାଇଭର: କଟକରେ ଅଟୋ ଡ୍ରାଇଭର ଲହୁଲୁହାଣ

କଟକ, ୨୭।୨: ‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ମୋ ବସ୍ ଡ୍ରାଇଭରଙ୍କ…

‘ସେପ୍ଟେମ୍ବର ସୁଦ୍ଧା ବିବାହ ନ କଲେ ଯିବ ଚାକିରି’, ଅବିବାହିତଙ୍କୁ ଏମିତି ଅଜବ ନିର୍ଦ୍ଦେଶ ଦେଲା କମ୍ପାନୀ

ଆପଣ କେବେ ଭାବି ନଥିବେ ଯେ ଚାକିରି ପାଇଁ ବିବାହ କରିବା ବାଧ୍ୟତାମୂଳକ, ଆଜ୍ଞା ହଁ ଚାଇନାର ଏକ କମ୍ପାନୀ ଏପରି କରିଛି। କମ୍ପାନୀ ଅବିବାହିତ ଏବଂ ଛାଡପତ୍ର ପାଇଥିବା କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ସେମାନଙ୍କୁ…

ପାକିସ୍ତାନ ନାଁରେ ଲଜ୍ଜାଜନକ ରେକର୍ଡ: ଲାଗିଲା ଏମିତି ଦାଗ

ଇସଲାମାବାଦ୍‌,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ଦେଶ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡ଼ିଛି। ଏହାସହ ପାକିସ୍ତାନରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଛି। ଗୁରୁବାର ଅନୁଷ୍ଠିତ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ୨୦୨୫ ଚାମ୍ପିଅନ୍ସ…

ମୁଁ ଜନ୍ମରୁ ହିନ୍ଦୁ ମରିବା ପର୍ଯ୍ୟନ୍ତ ବି ହିନ୍ଦୁ ରହିବି, କାହିଁକି ଏମିତି କହିଲେ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୨: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ତାମିଲନାଡୁରେ ମହା ଶିବରାତ୍ରୀ ଉତ୍ସବରେ ଅଂଶଗ୍ରହଣ କରିବାକୁ ନେଇ ତାଙ୍କ ବିରୋଧରେ ଦଳ (କଂଗ୍ରେସ) ଦ୍ୱାରା ସମାଲୋଚନା ମଧ୍ୟରେ, ଶିବକୁମାର କହିଛନ୍ତି ଯେ ସେ ଜନ୍ମରୁ ସେ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri