ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା: ଦିଆଗଲା ପଶୁବଳି
ପୁରୀ, ୧।୧୦(ଅଜିତ୍ କୁମାର ମହାନ୍ତି):ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିମଳା। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ…
ଆମେରିକାରେ ଶଟ୍ଡାଉନ ଲାଗୁ: ଟ୍ରମ୍ପଙ୍କ କାର୍ଯ୍ୟକାଳରେ ତୃତୀୟ ଥର ପାଇଁ ସରକାର ଠପ୍
ଓ୍ବାଶିଂଟନ୍,୧।୧୦: ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକା ସମୟ ମଧ୍ୟରାତ୍ରିରେ ଶଟ୍ଡାଉନ ଲାଗୁ ହୋଇଯାଇଛି। କାରଣ ରିପବ୍ଲିକାନ କିମ୍ବା ଡେମୋକ୍ରାଟ ସିନେଟରେ ପାଣ୍ଠି ବିଲ ପାସ କରିପାରିଲେ ନାହିଁ। ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠି ମଞ୍ଜୁର ହୋଇନଥିଲା। ରିପବ୍ଲିକାନ-ବହୁମତ…
ମୋରଡ଼ା ଚଳ ଚଞ୍ଚଳ
ମୋରଡ଼ା,୧।୧୦(ସ୍ମାରକ ମାଜୀ): ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ ଚିତାକର୍ଷକ…
ଗାଁର ଗୌରବ ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ ଭେଟିଲେ ସ୍ବୟଂ ସେବକ ସଙ୍ଘ
ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍ପୁର ଗ୍ରାମର ଝିଅ ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ସେ ୨୦୧୮ରୁ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ ପାସ…
ବିଗିଡିଲା ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା: ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଖାର୍ଗେଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ହସ୍ପିଟାଲକୁ ନିଆଯାଇଛି।…
ଘୁମୁସର ବନଖଣ୍ଡରେ ବଢୁଛି ବନ୍ୟପ୍ରାଣୀ ଶିକାର: ଜଙ୍ଗଲ ସୁରକ୍ଷାରେ ବ୍ୟସ୍ତ କର୍ମଚାରୀ
ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ)- ଦୁର୍ଗାପୂଜା ପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି। ଏହି ସମୟରେ ବନ୍ୟପ୍ରାଣୀ ଶିକାରଠାରୁ ଆରମ୍ଭ କରି ଜୁଆ ଖେଳ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି। ଏଥିସହ ଚୋରି ମଧ୍ୟ ବଢୁଛି। ଏହିଭଳି ଗଞ୍ଜାମ ଜିଲା…
SI ପରୀକ୍ଷା ଜାଲିଆତି: ରାତି ସାରା କ୍ରାଇମବ୍ରାଞ୍ଚ ଜେରା ପରେ ୧୧୯ ଗିରଫ
ଭୁବନେଶ୍ୱର,୧।୧୦: ପୋଲିସ SI ପରୀକ୍ଷା ଜାଲିଆତିରେ ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ। ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୧୧୯…
ଭାରତ ଏସିଆ କପ ଫାଇନାଲରେ ହାରିଥିଲେ, ଏମିତି କରିଥାନ୍ତା ପାକିସ୍ତାନ: ଶାହିଦ ଆଫ୍ରିଦିଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୧।୧୦: ଏସିଆ କପ ୨୦୨୫ ଟାଇଟଲ ଜିତିବା ପରେ, ଭାରତୀୟ ଦଳ ଏହାର ପରବର୍ତ୍ତୀ ସିରିଜ (IND vs WI) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ରବିବାର ଏସିଆ କପ ଫାଇନାଲରେ ଟିମ ଇଣ୍ଡିଆ ୫ ଉଇକେଟ୍ରେ…
ବିନା ହ୍ୟାଣ୍ଡ ପମ୍ପରେ ଉଠୁଛି ପାଣି, ଅନବରତ ନଷ୍ଟ ହେଉଛି ଜଳ: ଦେଖନ୍ତୁ Video
ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ): ଅନେକ ଗ୍ରାମରେ ଦେଖାଯାଏ ପିଇବା ପାଣି ପାଇଁ ସମସ୍ୟା। ବୁନ୍ଦାଏ ପାଣି ପାଇଁ ଲୋକ ନଈ, ପୋଖରୀ, ଚୁଆ ଆଦିରୁ ଦୂରଦୁରାନ୍ତକୁ ଯାଆନ୍ତି। ଅନେକ ସମୟରେ ପିଇବା ପାଣି ପାଇଁ ଲୋକ ଗରା ମାଠିଆ ଧରି ବିକ୍ଷୋଭ…
ଧାଡ଼ିସୂତ୍ରରେ ବନ୍ଧା ମଣିଷ
ଦୁଇଟି ଅକ୍ଷର ବିଶିଷ୍ଟ ଧାଡ଼ି ଶବ୍ଦ ଅଭିଧାନ ପାଇଁ ଯେପରି ଏକ ସରଳ ଶବ୍ଦ, ସେପରି ଆଜିକାଲିର ଦୈନନ୍ଦିନ ସାମାଜିକ ଜୀବନ ପାଇଁ ଏକ ସାଧାରଣ ବ୍ୟବସ୍ଥିତ କ୍ରମ। ଯେଉଁଠି ଜଣଙ୍କ ପରେ ଜଣେ କିମ୍ବା ଗୋଟିଏ ପରେ ଗୋଟିଏ ଭଳି…
ତେରା ବୈଭବ ଅମର ରହେ ମା’
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ବର୍ଷ ଚଳିତବର୍ଷ ବିଜୟା ଦଶମୀରୁ ଆରମ୍ଭ ହେବ। ଆଜିଠୁ ୧୦୦ ବର୍ଷ ପୂର୍ବେ ନାଗପୁରର ରେଶମୀବାଗଠାରେ ପୋତା ଯାଇଥିବା ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି। ଖାଲି ସଂଘର ବିଶାଳତା ନୁହେଁ, ୧୦୦ ବର୍ଷର ସଂଗଠନ…
ସୁଧୁରୁନି ସିର୍କାବର୍ଗ ରାସ୍ତାର ଅବସ୍ଥା: ହେଉନି ରକ୍ଷଣବେକ୍ଷଣ, ଖାଲଖମା ଭର୍ତ୍ତି
ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ):ଦିନ ଥିଲା ଦାରିଙ୍ଗବାଡିଠାରୁ ସିର୍କାବର୍ଗକୁ ସବୁଦିନିଆ ଭଲ ରାସ୍ତା ଟିଏ ନ ଥିଲା। ସିର୍କାବର୍ଗ ବାସିନ୍ଦା ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଆସିବାକୁ ହେଲେ ୩୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାତାୟାତ କରୁଥିଲେ। ନିଜ ଜମିରୁ ଅମଳ…

