Home Left

ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ…

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍‌ ଲାଗୁ କରିବ, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟାରିଫ୍‌ ଲାଗୁ କରିବୁ। ଏହି…

ପୁରୀ ବେଳାଭୂମିରେ ବିବାହ ମଣ୍ଡପ, ଭାଇରାଲ ହେଉଛି

ପୁରୀ,୫।୩: ପୁରୀ ବେଳାଭୂମିରେ ବିବାହ ମଣ୍ଡପ ହେବାକୁ ଚାଲିଛି ଡେକରେଶନ୍‌। ଏଭଳି ମଣ୍ଡପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଡେକୋରେଶନ ବନ୍ଦ କରିବାକୁ ବଳିଆପଣ୍ଡା ପୋଲିସର ନିର୍ଦ୍ଦେଶ ଳଦେଇଛି। ବେଳାଭୂମିରେ ବିବାହ କି ବ୍ରତଘର ପାଇଁ…

DA Hike: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଭେଟି, ଏତେ ବଢିଯିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ,୫।୩: ହୋଲି ଏବଂ ଇଦ୍‌ ପୂର୍ବର ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର ଆଜି କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର, ୫ ମାର୍ଚ୍ଚ, ୨୦୨୫ରେ ଅନୁଷ୍ଠିତ ହେବାକୁ…

ସହିପାରିଲେନି ପରାଜୟ କଷ୍ଟ: ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ଦୁବାଇ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଦଳ ସ୍ମିଥଙ୍କ ଅଧିନାୟକତ୍ୱରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲା। ସେମିଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ ସହିତ ଦଳଟି…

କାଲି ହେବକି ଅନୁଭବ ଜାଗୃତିଙ୍କ ନିର୍ବନ୍ଧ, ବାହାଘର ହେବ….

ଭୁବନେଶ୍ୱର,୫।୩: ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ଲୋକସଭା ଏମ୍‌ପି ଅନୁଭବ ମହାନ୍ତି ପୁଣି ଥରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ରାତି ପାହିଲେ ନିର୍ବନ୍ଧ ଆଉ ୧୧ ତାରିଖରେ ବାହାଘର । ଏହାକୁ…

କ’ଣ ମାଟିତଳେ ଧନସମ୍ପତ୍ତିକୁ ରକ୍ଷା କରନ୍ତି ସାପ? ସତ ଜାଣିଲେ ତାଜୁବ ହେବେ

ସାପଠାରୁ ଦୂରେଇ ରହିବାକୁ ଘରେ ପ୍ରାୟତଃ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ତେବେ ତାଠାରୁ ଦୂରେଇ ରୁହନ୍ତି କିମ୍ବା ଯେକୌଣସି ପ୍ରକାରେ ତାକୁ ଘଉଡ଼ାଇ ଦିଅନ୍ତି। କାରଣ ସାପ ବିଶ୍ୱର ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ।…

ମୋଦିଙ୍କ ଅବସର ସମୟ ଆସିଗଲାଣି: କାହିଁକି ଏମିତି କହିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୫।୩: ଶିବସେନା (ଉଦ୍ଧବ ଗୋଷ୍ଠୀ) ଏମ୍‌ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅବସର ନେବାର ସମୟ ଆସିଗଲାଣି, ସେଥିପାଇଁ ସେ ଜଙ୍ଗଲରେ ମଜା କରୁଛନ୍ତି।’ ରାଉତଙ୍କ ଏହି ବ୍ୟଙ୍ଗ ପ୍ରଧାନମନ୍ତ୍ରୀ…

ଅତାବିରାରେ ସିବିଆଇ ଚଢାଉ: ଯୋଗାଣ ବିଭାଗ ଲେବର୍ ଠିକାଦାରଙ୍କ ଘରେ ଚାଲିଛି ତନାଘନା, ଠିକାଦାରଙ୍କ ପୁଅକୁ ଉଠାଇ ନେଲା ସିବିଆଇ

ସରଣ୍ଡା, ୫।୩(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପରମାନପୂର୍ ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ବୁଧବାର ସିବିଆଇ ଚଢାଉ ଚାଲିଛି। ବେଆଇନ ଟଙ୍କା କାରବାର ଅଭିଯୋଗକୁ ନେଇ ତନାଘନା କରୁଛି ସିବିଆଇ । ବିଶ୍ଵସ୍ତ ସୂତ୍ରରୁ ଜଣା…

ଧରିତ୍ରୀ ପ୍ରଭାବ: ପ୍ରଭାବିତ ଫସଲ ବୁଲି ଦେଖିଲେ କୃଷି ବିଭାଗ ଟିମ୍

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ (ଗଣ୍ଠିପୋକ) ବ୍ୟାପି ବସିଛନ୍ତି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା…

Champions Trophy Prize Money: ଭାରତ ଜିତିଲେ କେତେ ମିଳିବ ପୁରସ୍କାର ରାଶି, ହାରିବା ଦଳ ଉପରେ ବି ହେବ ଟଙ୍କାବର୍ଷା

ଦୁବାଇ,୫।୩: ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟକୁ ଫେରାଇ ଅଣାଗଲା। ଏହା ଗତ 29 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଦ୍ୱାରା ଆୟୋଜିତ ICC ଇଭେଣ୍ଟ ଥିଲା। ତଥାପି, ଆୟୋଜକ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବା ପ୍ରଥମ…

ସତ ହେଲା କୋହଲିଙ୍କ କଥା: ବିଜୟର କିଛି ସେକେଣ୍ଡ ପୂର୍ବରୁ ରୋହିତଙ୍କୁ କହିଥିଲେ ଏମିତି କଥା

ଦୁବାଇ,୫।୩:ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଏହା ଅଷ୍ଟ୍ରେଲିଆକୁ ୪ ଉଇକେଟରେ ପରାସ୍ତ କରିଥିଲା। ଭାରତର ବିଜୟ ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଟିମ ଇଣ୍ଡିଆର ଡ୍ରେସିଂ ରୁମ୍‌ ଆସିଛି। ଏଥିରେ ବିରାଟ…

୨୫୦କିମି ବେଗରେ ଉଡୁଥିଲା ବିମାନ, ମଝି ଆକାଶରେ ହୋଇଗଲା ଦି ଫାଳ, ଘଟଣା ଜାଣିଲେ ଥରି ଉଠିବେ

ବାୟୁରେ ଦୁର୍ଘଟଣା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ କିଛି ଦଶନ୍ଧି ଧରି ଲୋକଙ୍କ ମନରେ ରହିଯାଏ। ଜାପାନର ମାଉଣ୍ଟ ଫୁଜି ଉପରେ ସମାନ ଦୁର୍ଘଟଣା ଘଟିଥିଲା। ୫ ମାର୍ଚ୍ଚ, ୧୯୬୬ରେ, ବ୍ରିଟିଶ ଓଭରସିଜ ଏୟାରୱେଜ କର୍ପୋରେସନ (BOAC) ଫ୍ଲାଇଟ ୯୧୧,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri