Home Left

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଲାଞ୍ଜିଗଡ଼,୭ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାଣିପଙ୍ଗାସ୍ଥିତ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବସନ୍ତ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର…

ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀ: ରାଜମିସ୍ତ୍ରୀଙ୍କ ଝିଅ ଯିବେ ଜାପାନ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ଆନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର…

Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ

ସୁରଟ,୭।୩: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ସମ୍ପ୍ରତି ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ଭିଡିଓରେ, ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦି…

ମେଧାବୃତ୍ତିରେ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପାଟଣା,୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର କବ୍ୟେଶ ବେହେରା ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକ୍‌ରେ ୧ମ, ଝରଣା ମହାନ୍ତ ୩ୟ, ଅର୍ଚ୍ଚିତା ମହାନ୍ତ ୫ମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ…

ବ୍ରହ୍ମପୁରରେ ସୁଭଦ୍ରା ଦ୍ବିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୭ା୩(ସନ୍ତୋଷ ପାଢ଼ୀ)- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ବିବେକ ବିହାରରେ ସକାଳ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ…

ସିଲ୍‌ ହେଲା ବିଶାଳ ମେଗାମାର୍ଟ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରରେ ପାର୍କିଂ ଅବ୍ୟବସ୍ଥା ନେଇ ଆକ୍ସନ ମୋଡରେ ବରଗଡ଼ ପୌର ପ୍ରଶାସନ। ଶୁକ୍ରବାର ସାରେ ବରଗଡ ସହର ଭଟଲି ଛକସ୍ଥିତ ବିଶାଳ ମେଗାମାର୍ଟ ନାମକ ଏକ ଶପିଂ ମଲକୁ ପୌର ପ୍ରଶାସନ ସିଲ କରିଛି। ପୌର…

ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି,୭।୩ (ଚିନ୍ମୟ କୁମାର ସେଠୀ ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡି ୧୨ ୭୩୭୪ ନମ୍ବର ଥିବା ଓ୍ବାଗ୍‌ନର କାର ଏବଂ ଓଡି ୧୯ ଏଚ୍‌…

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ, ଏହି କାର୍ଯ୍ୟକ୍ରମ ସମୟରେ, ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ…

IND vs NZ Final: ପିଚ୍‌କୁ ନେଇ ଆସିଲା ବଡ଼ ଖବର, ହୋଇଗଲା ବଡ଼ ଓଲଟପାଲଟ…

ଦୁବାଇ,୭।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଖେଳାଳି ଏବଂ ଦଳଗୁଡ଼ିକର ପ୍ରଦର୍ଶନ ଅପେକ୍ଷା, ଭାରତକୁ କେବଳ ଦୁବାଇରେ ସମସ୍ତ ମ୍ୟାଚ ଖେଳିବାର ସୁବିଧା ମିଳିଥିବା ବିଷୟରେ ଅଧିକ ଆଲୋଚନା ହେଉଛି। ସମସ୍ତେ କହୁଛନ୍ତି ଯେ ସମାନ ଗ୍ରାଉଣ୍ଡ ଏବଂ ସମାନ ପ୍ରକାରର ପିଚରେ…

ମାର୍ଚ୍ଚ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, ୭।୩ (ବନ୍ଦନା ସେଠୀ)- ମାର୍ଚ୍ଚ ୧୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯେଗ ଶୁଣାଣିର ତାରିଖ ସମ୍ପର୍କରେ ଖବରକାଗଜ ଓ ଅନ୍ୟ ଗଣମାଧ୍ୟମ…

ଘରେ ଘରେ ଦୀପ ଜାଳିଲେ ସୁଭଦ୍ରା ଯୋଜନାରେ ସଫଳ ହୋଇଥିବା ମହିଳା

ନିରାକାରପୁର,୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ସୁଭଦ୍ରା ଯୋଜନାର ସଫଳତା ଲାଗି ମହିଳାମାନେ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିଲେ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ମହିଳାମାନେ ବିଭିନ୍ନ ପ୍ରକାରର ମୁରୁଜ…

ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ

ମୁମ୍ବାଇ: ବଲିଉଡ୍‌ର ଆଇକନ୍‌ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ କଳାକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କ ହୃଦୟ ଭାଙ୍ଗିଥିଲା। କିଛି ସମୟ ମଧ୍ୟରେ ଭେଟେରାନ କଳାକାରଙ୍କୁ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri