ରେକର୍ଡ ସୃଷ୍ଟି କଲେ ଅବିନାଶ: ବିଦ୍ୟାଳୟ ପାଇଁ ଆଣିଲେ ଗୌରବ
ଛତ୍ରପୁର,୩।୫(ଦିଲ୍ଲୀପ ସାମଲ):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବା ପରେ ଟାଙ୍ଗଣାପଲ୍ଲୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ୟାପୀଠର ଛାତ୍ର ଅବିନାଶ ବୈଦ୍ୟ ମୋଟ ୫୬୦…
ପ୍ଲାଷ୍ଟିକ କି ମେଟାଲ ନୁହେଁ ଏବେ ଏମିତି ତିଆରି ହେବ ମୋବାଇଲ ଫୋନ, ଆସିବ Transparent Mobile!
ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏକ ମୋବାଇଲ ଫୋନ ଯାହା କାଚ ପରି ସ୍ବଚ୍ଛ। ସ୍କ୍ରିନ କିମ୍ବା ବଡି ଲୁଚି ନାହିଁ, ସବୁକିଛି ସମ୍ପୂର୍ଣ୍ଣ ସ୍ବଚ୍ଛ। ଯଦିଓ ଏହା ଫିଲ୍ମି କାହାଣୀ ଭଳି ଶୁଣିବାକୁ ଲାଗୁଛି, କିନ୍ତୁ ଏହା ଏବେ ପ୍ରଯୁକ୍ତିବିଦ୍ୟା ଜଗତରେ…
ଘନଉଛି ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଆଇନମନ୍ତ୍ରୀ କହିଲେ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ, ହେଲେ…
ଭୁବନେଶ୍ୱର,୩ା୫: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ। ଦାରୁ କିପରି ଗଲା ତଦନ୍ତ ହେଲା ପରେ…
ବୈଜ୍ଞାନିକ ହେବା ମୋର ଲକ୍ଷ୍ୟ: ଜିଲାର ମ୍ୟାଟ୍ରିକ ଟପ୍ପର ଧନେଶ୍ୱର ବିଶି
ଦେବଗଡ,୩।୫(ଶଶାଙ୍କ ଶେଖର ଝାଙ୍କର): ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ । ଦେବଗଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଧନେଶ୍ୱର ବିଶି ସର୍ବାଧିକ ୯୩.୧୬ ପ୍ରତିଶତ ନମ୍ବର ହାସଲ କରି ଜିଲ୍ଲାର ଟପ୍ପର ହୋଇଛନ୍ତି। ରିଆମାଳ ବ୍ଲକ ଟୁହିଲାମାଳ ଗ୍ରାମ ପଂଚାୟତ…
ସରକାରୀ ସ୍କୁଲରେ ପାଠ ପଢ଼ି ଯାଆଁଳା ଭଉଣୀଭାଇ କଲେ କମାଲ୍
ବଲାଙ୍ଗୀର,୩ା୫(ବୀରେନ୍ଦ୍ର କୁମାର ଝାଙ୍କର):ଚଳିତ ମାଟ୍ରିକ୍ ପରୀକ୍ଷାରେ ବଲାଙ୍ଗୀର ସହରର ଦୁଇ ଯାଅଁାଳା ଭଉଣୀ-ଭାଇ କମାଲ କରିଛନ୍ତି। ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଦୁଇ ଭଉଣୀ ଭାଇ ଜ୍ୟୋତିର୍ମୟୀ ପଣ୍ଡା ଓ ବିନାୟକ ପଣ୍ଡା ମାଟ୍ରିକ୍ ପରୀକ୍ଷାରେ ଏ-ୱାନ୍ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ…
ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କଲେ ମନମୋହନ
ବାଲେଶ୍ୱର,୩ା୫: ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି। ବାଲେଶ୍ବର ଏସ୍ଡିଜିଏମ୍ କୋର୍ଟରେ ମୋକଦ୍ଦମା ଦାୟର ହୋଇଛି।…
ନୂଆ ଭୁବନେଶ୍ୱର ଷ୍ଟେଶନରୁ ଗଡ଼ିବ ୩ ଟ୍ରେନ୍
ଭୁବନେଶ୍ୱର,୩ା୫(ଅନୁରାଧା ମହାରଣା):ଭୁବନେଶ୍ୱରରୁ ଚଳାଚଳ କରୁଥିବା ୩ଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ଗୁଡିକ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନ ପରିବର୍ତ୍ତେ ନୂଆ ଭୁବନେଶ୍ୱର ଷ୍ଟଶନରୁ ଯାତ୍ରା ଆରମ୍ଭ କରିବେ। ଏହି ଟ୍ରେନଗୁଡ଼ିକ ମଧ୍ୟରେ ୧୧୦୨୦/୧୧୦୧୯ ଭୁବନେଶ୍ୱର-ସିଏସ୍ଏମ୍ଟି…
ବିବାଦରେ ଏଜାଜ୍ ଖାନ୍ଙ୍କ ‘ହାଉସ୍ ଆରେଷ୍ଟ’
ମୁମ୍ବାଇ,୩ା୫:ଅଭିନେତା ଏଜାଜ୍ ଖାନ୍ଙ୍କ ରିଆଲିଟି ଶୋ’ ‘ହାଉସ୍ ଆରେଷ୍ଟ’ରେ ଯୌନ ଉଦ୍ଦୀପକ କଣ୍ଟେଣ୍ଟକୁ ନେଇ ବିବାଦ ଉଠିବା ପରେ ଓଭର ଦି ଟପ୍ (ଓଟିଟି) ଉଲ୍ଲୁ ଏହାକୁ ହଟାଇ ଦେଇଛି। ଆଡଲ୍ଟ କଣ୍ଟେଣ୍ଟ ପାଇଁ ପରିଚିତ ଉଲ୍ଲୁ ଆପ୍ରେ ଏବେ ‘ହାଉସ୍…
ପାସ୍ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%
ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍ ହାର ୯୫.୨୨% ରହିଛି। ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା…
ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା
ସମ୍ବଲପୁର,୩ା୫(ପ୍ରମୋଦ ବହିଦାର): ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍ ପରୀକ୍ଷାରେ ସଫଳତା ପାଇଛନ୍ତି ବୋଲି ସମ୍ବଲପୁର ଜିଲା ଟପ୍ପର ଜି ଶିରିଶା କହିଛନ୍ତି। ମାନେଶ୍ୱରର ଜି ଜଗଦିଶ ଓ ଜି ଶ୍ରୀଲକ୍ଷ୍ମୀଙ୍କ କନ୍ୟା ଶିରିଶା ଚଳିତ ମାଟ୍ରିକ ପରୀକ୍ଷାରେ ୯୪.୩୩ ପ୍ରତିଶତ ହାରରେ…
ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ, ଗାଁ ଦାଣ୍ଡରେ ପଡ଼ିଛି ୨ ମୃତଦେହ
ରାୟଗଡ଼ା/ପଦ୍ମପୁର,୩ା୫(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶିଶୁର ସେମେରା ଗମାଙ୍ଗଙ୍କୁ ଟାଙ୍ଗିଆରେ ଦୁର୍ବୃତ୍ତମାନେ ଆକ୍ରମଣ…
ବ୍ରହ୍ମ ସଂସ୍ଥାପନ କେବଳ ଶ୍ରୀମନ୍ଦିରରେ ହୋଇଥାଏ
ପୁରୀ,୩ା୫(ଅଜିତ୍ କୁମାର ମହାନ୍ତି): ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ…
Archives


