IPL 2025: ରୋଚକ ସ୍ଥିତିରେ ଅରେଞ୍ଜ-ପର୍ପଲ କ୍ୟାପ୍ ରେସ୍, ପଛରେ ପଡ଼ିଲେ ସୂର୍ଯ୍ୟ କୁମାର
=ନୂଆଦିଲ୍ଳୀ,୩।୫: IPL 2025ରେ ପ୍ରତ୍ୟେକ ମ୍ୟାଚ ସହିତ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ପାଇଁ ଦୌଡ଼ ରୋମାଞ୍ଚକର ହେବାରେ ଲାଗିଛି। ଏହି ଲିଗର ୫୧ତମ ମ୍ୟାଚ ଶେଷ ହେବା ପରେ, ଅରେଞ୍ଜ ଏବଂ ପର୍ପଲ କ୍ୟାପ ତାଲିକାରେ ପୁଣି ଥରେ…
ଅବସରପ୍ରାପ୍ତ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦଙ୍କ ପରଲୋକ
ବଲାଙ୍ଗୀର,୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପରିସଂଖ୍ୟାନ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦ(୭୦)ଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ବନ୍ଧୁବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ…
‘ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ’
ଆର୍.ଉଦୟଗିରି,୩ା୫(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛି। ନିଷ୍ଠାପର ଚେଷ୍ଟା କେବେ…
ବକେୟା ପଡ଼ିଛି ଶ୍ରମିକଙ୍କ ପାଉଣା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଧିନସ୍ଥ ଗନ୍ଧମାର୍ଦ୍ଦନ ସ୍ପଞ୍ଜ୍ ଇଣ୍ଡଷ୍ଟ୍ରି ଲିଃ କମ୍ପାନୀର ପୁତୁଳିପାଣି ଲୌହଖଣି ଆଜିକୁ ୮ ବର୍ଷ ହେଲା ବନ୍ଦ ହେଲାଣି। ତେବେ ଏହି ଖଣି ଖୋଲୁ ନ ଥିବା ଏବଂ ଶ୍ରମିକଙ୍କ ବକେୟା ମଜୁରୀ ମିଳୁନାହିଁ।…
ମାଟ୍ରିକ ପରୀକ୍ଷା ଫଳ: ପ୍ରଜ୍ଞାରାଣୀ ବ୍ଲକ ଟପ୍ପର
ଦିଗପହଣ୍ଡି,୩।୫(ଅଶେଷ ନାଥ ମିଶ୍ର): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ୧୦ମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପାସହାର ଶତ ପ୍ରତିଶତ ରହିଥିବା ବେଳେ ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡା ୬୦୦ ମାର୍କରୁ…
କିନ୍ନର ସମାଜ ପାଇଁ ଗୌରବର ବିଷୟ : ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୯ କିନ୍ନର
ଭଦ୍ରକ, ୩।୫(ସନାତନ ରାଉତ): କିନ୍ନର ସମାଜ ପାଇଁ ଗୌରବଆଣିଲେ ଭଦ୍ରକର ୯ କିନ୍ନର । ସଦ୍ୟ ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷାଫଳ ଅନୁସାରେ ଭଦ୍ରକ ଚରମ୍ପା ଅଂଚଳର ୯ ଜଣ କିନ୍ନର ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା କିନ୍ନର ସମାଜ ପାଇଁ…
ୟୁଟ୍ୟୁବ ଦେଖି ସ୍କୁଟର ତିଆରି କଲେ ମ୍ୟାଟ୍ରିକ ଛାତ୍ର: କହିଲେ ପୁରା ପ୍ରସ୍ତୁତିର କାହାଣୀ
ଭଦ୍ରକ,୩।୫(ସନାତନ ରାଉତ): ୟଟ୍ୟୁବ୍ ଦେଖି ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀ ସ୍କୁଟର ନିର୍ମାଣ କରି ବେଶ ଚର୍ଚ୍ଚାରେ । ସେହି ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଜିଲା ଚରମ୍ପା ପଥରଆଡି ଗ୍ରାମର କାର୍ତ୍ତିକ ମହାରଣାଙ୍କ ପୁଅ ବିନୋଦ (୧୬ ବର୍ଷ)। ସେ ଚଳିତ…
ସଅଁରାପଡ଼ା ଗଣହତ୍ୟା ଘଟଣା: ମାଷ୍ଟରମାଇଣ୍ଡ ବାପପୁଅ ଗିରଫ
ପାଟଣାଗଡ଼,୩ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ବ୍ରହ୍ମପୁରା ନିକଟସ୍ଥ ସଅଁରାପଡ଼ା କୁସୁମକାନୀ ଗଣହତ୍ୟାର ମାଷ୍ଟରମାଇଣ୍ଡ ଓ ତାଙ୍କ ପୁଅକୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ବାପପୁଅ ହେଲେ ଗଙ୍ଗଓ୍ବା ମାଝୀ (୪୪)…
ଖେଳରତ୍ନ ପାଇବା ପରେ ସାତ୍ତ୍ୱିକ, ଚିରାଗଙ୍କ ଆସିଲା ପ୍ରତିକ୍ରିୟା
ନୂଆଦିଲ୍ଲୀ,୩।୫: ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଶେଷରେ ବହୁଦିନ ପରେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏଠାରେ ଗୁରୁବାର ଖେଳାଳି ଦ୍ୱୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।…
ପାକିସ୍ତାନ-ଚାଇନାର ସିକ୍ରେଟ ଡିଲ ଦେଖି ଭାରତ ପଡ଼ିଲାଣି ଚିନ୍ତାରେ! ରୁଷିଆ S-400 ମିଶାଇଲ ସିଷ୍ଟମର ଡାଟା ଶେୟାର କରିବ ଡ୍ରାଗନ?
ନୂଆଦିଲ୍ଲୀ,୩।୫: ଭାରତର ସୁରକ୍ଷା ରଣନୀତିରେ S-400 କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏକ ନିର୍ଣ୍ଣାୟକ ଅସ୍ତ୍ର ଭାବରେ ଦେଖାଯାଏ। ରୁଷିଆରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ଭାରତ ବିଶେଷ ଭାବରେ ଚାଇନା ଏବଂ ପାକିସ୍ତାନର ସମ୍ଭାବ୍ୟ ଆକାଶ ମାର୍ଗର ଆକ୍ରମଣକୁ ରୋକିବା ପାଇଁ…
ଚାଲିଥିଲା ମେଡିକାଲ କଲେଜ ସିଟ୍ ବିକ୍ରି ପାଇଁ ଡିଲ୍: ପହଞ୍ଚିଗଲା ପୋଲିସ ପରେ…
ଭୁବନେଶ୍ୱର,୫।୩: ଛାତ୍ରୀଛାତ୍ରଙ୍କ ଜୀବନ ସହ ଖେଳ। ମେଡିକାଲ କଲେଜ ସିଟ୍ ବିକ୍ରି ବେଳେ ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରୁ ୨ ଦଲାଲ ଗିରଫ ହୋଇଛନ୍ତି। ଏ ନେଇ ଏକ ବାରରେ ଡିଲ ଚାଲିଥିବା ବେଳେ ମାଡ଼ି ବସିଲା…
୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ଜଗତସିଂହପୁର,୩।୫: ଜଗତସିଂହପୁର ଜିଲା ବିରିଡ଼ି ଥାନା ଦଣ୍ଡିଲୋ ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଗାଁରେ ରହୁଥିବା ୩ ପରିବାରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ୫ଜଣ ଦୁର୍ବୃତ୍ତ…
Archives


