ଯୁବତୀଙ୍କୁ ବିଲକୁ ଟେକିନେଇ ଗଣବଳାତ୍କାର: ଅଫିସରୁ ସନ୍ଧ୍ୟାରେ ଫେରୁଥିବାବେଳେ…
ବୀରମହାରାଜପୁର,୧।୧୧ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡି ଠାରେ ଏକ ଗଣବଳାତ୍କାର ହୋଇଥିବା ବୀରମହାରାଜପୁର ଥାନାରେ ଶନିବାର ପୀଡିତା ଯୁବତୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ହିକୁଡି ଗ୍ରାମର…
ଅଞ୍ଚଳରେ ଚାଞ୍ଚଲ୍ୟ: ଜଙ୍ଗଲ ଭିତରୁ ମିଳିଲା ହାଡ କଙ୍କାଳ , ସ୍ଥାନୀୟ ଲୋକେ ଦେଖି ଭୟଭୀତ
ପାଟଣାଗଡ଼ ୧।୧୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଖ୍ତି ଗ୍ରାମର କିଛି ଦୂରରେ ଥିବା ଏକ ଗୋଚର ଜଙ୍ଗଲ ଭିତରେ ହାଡ କଙ୍କାଳ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହି କଙ୍କାଳଟିକୁ ସ୍ଥାନୀୟ ଲୋକେ…
ବିରଳ ଅଲିଭ ରିଡ୍ଲେଙ୍କ ପ୍ରଜ୍ଜନନ ଋତୁ ଆରମ୍ଭ : ନୋ ଫିସିଂ ଜୋନ ଘୋଷଣା କଲା ବନ ବିଭାଗ, ୧୧ ସ୍ଥାନରେ ବ୍ୟାରିକେଟ୍
ଛତ୍ରପୁର/ଗଞ୍ଜାମ, (ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ ): ଆଉ କିଛି ଦିନ ପରେ ବିରଳ ଅଲିଭ ରିଡ୍ଲେଙ୍କ ମିଳନ ଋତୁ ଆରମ୍ଭ ହେବ । ଏହି ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ l ସେମାନଙ୍କ ସୁରକ୍ଷିତ…
ନୂଆପଡ଼ା: ଏବେ ବି ନାହିଁ ନେଟ୍ୱର୍କ
ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍ ନେଟ୍ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ ତେବେ…
ଆଜିଠାରୁ ଖୋଲିବ ‘ସୁଭଦ୍ରା’ ପୋର୍ଟାଲ: ଏହିମାନେ କରିପାରିବେ ଆବେଦନ
ଭୁବନେଶ୍ୱର,୧ା୧୧(ସୁଚିସ୍ମିତା ସାହୁ):‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର ୧ ଶନିବାରଠାରୁ ପୋର୍ଟାଲ ଖୋଲିବ। ଏହି ପୋର୍ଟାଲ ମାଧ୍ୟମରେ ୨୦ ବର୍ଷ ପୂରି ୨୧ ଚାଲୁଥିବା ଯୁବତୀମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଏଥିସହ ଯେଉଁମାନେ ପୂର୍ବରୁ ଆବେଦନ…
ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା
ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ ହୋଇ…
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ଏହି ଦେଶ ଉପରେ ଲଗାଇଲେ…ବିଶ୍ୱରେ ଚହଳ
ଓ୍ବାଶିଂଟନ୍,୧।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନାଇଜେରିଆରେ ଖ୍ରୀଷ୍ଟିଆନିଟି ଏକ ଅସ୍ତିତ୍ୱଗତ ବିପଦର ସମ୍ମୁଖୀନ ହେଉଛି। ସେ ଘୋଷଣା କରିଛନ୍ତି ଯେ ଆମେରିକା ନାଇଜେରିଆକୁ ଷ୍ଟେଟ ଡିପାର୍ଟମେଣ୍ଟର ସ୍ପେଶାଲ ୱାଚଲିଷ୍ଟରେ ଯୋଡିଛି। ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ଆକାଉଣ୍ଟରେ…
ସକାଳୁ ସ୍କୁଲ ଯାଉଥିଲେ ପ୍ରଧାନଶିକ୍ଷକ, ସାମ୍ନାରୁ ଧକ୍କା ଦେଲା ବାଇକ, ତା’ପରେ…
ମୋହନା,୧।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରଙ୍ଗ ମାଟିଆ ସ୍କୁଲ ନିକଟରେ ଶନିବାର ସକାଳେ ବାଇକ ସହ ବାଇକ ଧକ୍କା ହୋଇଛି। ସୂଚନା ପ୍ରକାରେ ମୋହନା ଠାରୁ ଏକ ବାଇକ ( ଓଡି ୨୦ ଡି…
ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ଭୋଟ ପ୍ରଚାର: କିଏ ଧାନ ଅମଳ ତ, ଆଉ କିଏ ବଜାଉଛନ୍ତି ବଂଶୀ
ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପ୍ରମୁଖ ଦଳ ଜୋର୍ଦାର କରିଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସର ହେଭିୱେଟ୍ ନେତା ଓ ଷ୍ଟାର ପ୍ରଚାରକ ଗାଁ ଗାଁ ବୁଲି ସଭା ସମିତି କରି ଭୋଟ ଭିକ୍ଷା କରୁଛନ୍ତି। ହେଲେ…
୭ ମାସ ସମୁଦ୍ରରେ ମାଛଧରା ନିଷେଧ: ଆଇନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧।୧୧: ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା ଲଗାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ…
ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିକଳ ଚିତ୍ର: ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ କୋଠରୀରେ ଚିକିତ୍ସା, ବଢୁଛି ଅସନ୍ତୋଷ
ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଓ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ରୂପାନ୍ତର କରିବା ସହ ଆମ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରୁଛନ୍ତି। ତେବେ ଏହାର କୌଣସି ଫାଇଦା ମିଳୁ ନ ଥିବା…
ୟୁକ୍ରେନ ପାଖେ ଏମିତି ଦାବି କଲା ରୁଷିଆ, ଯାହାକୁ ଦେଖି ରାଗିଗଲେ ଟ୍ରମ୍ପ, ବାତିଲ କରିଦେଲେ ମିଟିଂ
ଓ୍ବାଶିଂଟନ୍,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଯୋଜନାବଦ୍ଧ ବୈଠକ ବାତିଲ କରିଛନ୍ତି। ଏହା ଆମେରିକା ଏବଂ…

