Home Left

ବିବାହ ଆଳରେ ଆନ୍ଧ୍ର ପୁଅକୁ ଠକେଇ: ଠକ ମା’, ଝିଅଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୬।୩(ସତ୍ୟଜିତ୍‌ ରାଉତ): ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମର ପୁଅକୁ ବିବାହ କରିବା ଆଳରେ ଓଡ଼ିଶା ଝିଅ ଓ ତାଙ୍କ ମା’ ସୁନା ଓ ରୁପା ଅଳଙ୍କାର, ଟଙ୍କା ଆଦି ଠକି ନେଇଛନ୍ତି। ଏହି ମାମଲାରେ ଠକ ମା’ ଓ ଝିଅଙ୍କୁ ନୟାପଲ୍ଲୀ ଥାନା ପୋଲିସ…

ଭୟଭୀତ ହୋଇ ବିଶୃଙ୍ଖଳା କରୁଛନ୍ତି, ବିରୋଧୀ ଦଳର ଭୂମିକାକୁ ନିନ୍ଦା କରୁଛି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୫-୨୬ ଗୃହ ବିଭାଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭାଗ ନେଇ ବଜେଟକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।…

UPI Down: କାମ କରୁନି ୟୁପିଆଇ, ପେମେଣ୍ଟ କରିପାରୁନାହାନ୍ତି ବ୍ୟବହାକାରୀ

ନୂଆଦିଲ୍ଲୀ,୨୬।୩: UPI ସେବାରେ ଏକ ବଡ଼ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳିଛି। ଫଳରେ ହଜାର ହଜାର ଉପଭୋକ୍ତା ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ GooglePay ଏବଂ PhonePe ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଅନେକ ବ୍ୟବହାରକାରୀ…

ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ…

ବନ୍ଦେ ଭାରତ ଉପରେ ପଥର ମାଡ଼

ରାଉରକେଲା,୨୬ା୩(ସଙ୍ଗୀତା ଜେନା): ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ରେ ବୁଧବାର ପଥର ମାଡ଼ ହୋଇଛି। ଏକ ବଗିର ଝରକା ପାଖ କାଚ ଭାଙ୍ଗି ଯାଇଥିବା ବେଳେ କେହି ଯାତ୍ରୀ ଆହତ ହୋଇ ନ ଥିବା କୁହାଯାଇଛି। ଟ୍ରେନ କ୍ଷତିଗ୍ରସ୍ତ ହୋଇଛି।…

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍‌ ଗୃହ ଚାଲିପାରିନାହିଁ। ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ। ଏସବୁ…

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଜୟନାରାୟଣ ମେଣ୍ଡୁଳି/ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା ଥାନା ଅନ୍ତର୍ଗତ ହୁଟୁପାନି ଗ୍ରାମରେ। ବୁଧବାର ସକାଳ ପ୍ରାୟ ୮ଟା ବେଳେ ଜଣେ…

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। କାର ଭିତରେ କିଏ ଥିଲା ସେ…

ୟୁକ୍ରେନ ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ: ରୁଷିଆନ୍ ଟିଭି ସାମ୍ବାଦିକାଙ୍କ ମୃତ୍ୟୁ

ମସ୍କୋ,୨୬।୩: ରୁଷିଆର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ’ର ଜଣେ ସାମରିକ ସମ୍ବାଦିକା ୟୁକ୍ରେନ ସୀମାରେ ମାଇନ୍ ବିସ୍ଫୋରଣରେ ଜୀବନ ହରାଇଛନ୍ତି। ଏହି ଘଟଣା ସୀମାର ରୁଷ ପାର୍ଶ୍ୱରେ, ବେଲଗୋରୋଡ ଅଞ୍ଚଳରେ ଘଟିଥିବା ଚ୍ୟାନେଲ କହିଛି। “ଚ୍ୟାନେଲ ୱାନ’ର ଯୁଦ୍ଧ…

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି॥ ବିଶେଷକରି ମନ୍ଦିର ଭିତରେ ଗହଳିକୁ ଦେଖି ଏହି ମହିଳା ଗ୍ୟାଙ୍ଗ୍‌ ସୁନା…

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା ମୁଞ୍ଜିଆସର ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଏକ ଭିଡିଓ ଗେମକୁ କେନ୍ଦ୍ରିତ କରି ହୋଇଥିବା…

ଏଣିକି ହ୍ବାଟସଆପ୍‌ରୁ ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟ

ସାଧାରଣ ଲୋକଙ୍କ ସୁବିଧା ପାଇଁ Meity କିଛି ବର୍ଷ ପୂର୍ବରୁ DigiLocker ସେବା ଆରମ୍ଭ କରିଥିଲା। ଡିଜିଲକରରେ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଫର୍ମାଟରେ ରଖାଯାଇପାରିବ। ଆପଣ ଆପଣଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରଖିପାରିବେ। ଆପଣ WhatsApp ରେ ମଧ୍ୟ ସମାନ ସୁବିଧା ପାଇପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri