Home Left

Family Dispute: ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣି, କହିଲେ ଶେଷ ହେଉଛି ପରିବାର

ନୂଆଦିଲ୍ଲୀ,୨୮।୩: ପରିବାର ଭାଙ୍ଗିଯିବା ଉପରେ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ ଭାରତରେ ଲୋକମାନେ ‘ବସୁଧୈବ କୁଟୁମ୍ବକମ’ ନୀତିରେ ବିଶ୍ୱାସ କରନ୍ତି କିନ୍ତୁ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ସହିତ ମଧ୍ୟ ଏକତାରେ ରହିବାରେ ବିଫଳ ହେଉଛନ୍ତି। ବିଚାରପତି ପଙ୍କଜ…

‘ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ସମନ୍ବୟ ରହିଲେ ବିଦ୍ୟାର୍ଥୀଙ୍କ ବିକାଶ ହେବ’

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ‘ଆମେ ଜାଣିବା, ଆମେ ଜିଣିବା’ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ…

କେଜ୍‌ରିୱାଲଙ୍କ ବିରୋଧରେ FIR: ଏପ୍ରିଲ ୧୮ରେ ଶୁଣାଣି

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି। ନିର୍ବାଚନରେ ଶେଚନୀୟ ପରାଜୟ ପରେ, ଦିଲ୍ଲୀ ପୋଲିସ ଏବେ କେଜରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ…

ଭାରତ କାହାକୁ ଡରେ ନାହିଁ, ଖୋଲାଖୋଲି ଘୋଷଣା କଲେ ପୁଟିନ

ମସ୍କୋ,୨୮।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ନୂଆ ପ୍ରସ୍ତାବ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଯୋଜନା ପରାମର୍ଶ ଦେଇଛନ୍ତି। ଏହା କେବଳ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରିବ…

ନବଜାତକଙ୍କୁ ଓଟିରୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ

ସୁନ୍ଦରଗଡ଼,୨୮ା୩: ନବଜାତଙ୍କୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ। ସରକାରୀ ମେଡିକାଲରେ ଏଭଳି ଚିନ୍ତାଜନକ ବିଷୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ। ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ (MCH) ଶାଖାରେ ପରିବାର ପକ୍ଷରୁ ଟଙ୍କା…

ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ ରୋଗର ଚିକିତ୍ସା କରୁଛନ୍ତି, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଛି…

୩୦ରେ କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୩୦ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣା ନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର…

ରମଜାନରେ ଭାରତକୁ ବଡ଼ ଉପହାର ଦେଲା UAE, ୫୦୦ ଭାରତୀୟଙ୍କୁ ଦେଲା ‘ନୂଆ ଜୀବନ’

ଆବୁଧାବି,୨୮।୩: ୟୁଏଇ ସହିତ ଭାରତର ଭଲ ବନ୍ଧୁତା ରହିଛି। ଏହି ବନ୍ଧୁତାର ରଙ୍ଗ ଏବେ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ଭାରତ ଏବଂ ୟୁଏଇ ମଧ୍ୟରେ ବନ୍ଧୁତାର ପରିଣାମ ହେଉଛି ଯେ ଇଦ ପୂର୍ବରୁ ଆବୁଧାବିରୁ ୫୦୦ ଭାରତୀୟ ପରିବାର ଖୁସି ଖବର…

୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର

ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି ମନେ ହେଉଛି। ଆରସିବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଆଇପିଏଲ ଟାଇଟଲ ଜିତିନାହିଁ। ଏଥର RCB…

Mohammad Yunus In China: ସି ଜିନପିଙ୍ଗଙ୍କୁ ଭେଟିଲେ ମହମ୍ମଦ ୟୁନୁସ

ବେଜିଂ,୨୮।୩: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର(୨୮ ମାର୍ଚ୍ଚ)ରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ମହମ୍ମଦ ୟୁନୁସ ବୁଧବାର ଚାଇନାରେ ପହଞ୍ଚିଥିଲେ। ଶେଖ ହାସିନାଙ୍କ ସରକାରର ପତନ ପରେ, ବାଂଲାଦେଶ ଏହାର…

Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ

ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟି ବିବାଦରେ ଘେରି ରହିଛି। ଆମେରିକୀୟ ମୁସଲିମ ସାଂସଦମାନେ ଏହି ଇଫତାର ପାର୍ଟି ଉପରେ…

ଭୁବନେଶ୍ୱରରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇଲେ ‘ଗୋ ସେବକ’ ସଦସ୍ୟ, ୧୩ ରୁ ଅଧିକ ଗାଈ ଉଦ୍ଧାର

ଭୁବନେଶ୍ୱର,୨୮ା୩: ଶୁକ୍ରବାର ସକାଳେ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ‘ଗୋ ସେବକ’ ସଦସ୍ୟଙ୍କ ଏକ ଦଳ ଗୋରୁ ପରିବହନ କରୁଥିବା ଏକ ଗାଡ଼ିକୁ ଅଟକାଇଛନ୍ତି। ଗାଡ଼ିଟିକୁ ଅଟକାଇବା ପରେ, ଡ୍ରାଇଭର ଏହାକୁ ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗାଡ଼ିଟିରେ ୧୩ ରୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri