Home Left

ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ପଞ୍ଜାବ ଆସୁଛି ତୁର୍କୀ ପିସ୍ତଲ

ଚଣ୍ଡିଗଡ଼,୨୩ା୬: ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା। ଚଳିତ ମାସରେ ପାକିସ୍ତାନ ୪…

“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ

ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ। ଆମେରିକାର ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଏହି ଜଳସନ୍ଧି…

ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ

ତୁଣ୍ଡଲା/କର୍ଲାମୁଣ୍ଡା, ୨୨।୬(ଫିରୋଜ କୁମାର ଦାଶ/ପ୍ରଦୀପ କୁମାର ସାହୁ)-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଜିଲାର ସର୍ବପୁରାତନ ଧବଳେଶ୍ୱର ବାବାଙ୍କ ନିକଟରେ ସାମୂହିକ ଦୀପଦାନ କରାଯାଇଛି। ନବୀନ ତାଙ୍କ ଚିକିତ୍ସା…

ଓଡ଼ିଶାର ଶ୍ରୀଷ୍ଟି ଉପାଧ୍ୟାୟଙ୍କୁ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପରେ ସ୍ୱର୍ଣ୍ଣ

ଭୁବନେଶ୍ୱର, ୨୨।୬: ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପର…

ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍‌ପ୍ରକାଶ

କର୍ଲାମୁଣ୍ଡା, ୨୨।୬(ପ୍ରଦୀପ କୁମାର ସାହୁ)-ତାଇୱାନର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚ୍‌ରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇଛନ୍ତି। ମୋ ହୃଦୟର ଛୋଟ ପୃଥିବୀ (ଦ ଲିଟିଲ ଓ୍ବାରଲ୍ଡ ଇନ୍‌ ମାଇଁ ହାର୍ଟ) ଶୀର୍ଷକ…

‘ମୌସୁମୀରେ ମଧ୍ୟ ମାଓବାଦୀଙ୍କୁ ଶୋଇବାକୁ ଦେବୁ ନାହିଁ’: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେତାବନୀ

ରାୟପୁର, ୨୨।୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏଥର ମୌସୁମୀ ଋତୁରେ ମଧ୍ୟ ମାଓବାଦୀମାନଙ୍କୁ ଶୋଇବାକୁ ଦିଆଯିବ ନାହିଁ। ସୁରକ୍ଷା ବାହିନୀର ଅଭିଯାନ ମୌସୁମୀ ସମୟରେ ମଧ୍ୟ ଜାରି ରହିବ। ସେ…

ଦୀପ ଜାଳି ନବୀନଙ୍କ ଆରୋଗ୍ୟ କାମନା କଲେ ବିଜେଡି କାର୍ଯ୍ୟକର୍ତ୍ତା

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଏବଂ ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଦିଗପହଣ୍ଡି ବିଜେଡ଼ି କାର୍ଯ୍ୟକର୍ତ୍ତା ଶ୍ରୀଚନ୍ଦ୍ରଚୁଡେଶ୍ବର ଶୈବପୀଠରେ ଦୀପ ଜାଳି ପୂଜାର୍ଚ୍ଚନା କରିଛନ୍ତି। ସ୍ବାସ୍ଥ୍ୟଗତ…

ବଗିରୁ ବଗି ହୋଇଗଲା ଅଲଗା: ରେଳ ଧାରଣାରେ ୩ ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

କୋରାପୁଟ/କୋଟପାଡ଼,୨୨।୬(ଅମିତାଭ ବେହେରା/ରାଜଶେଖର) ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରବିବାର ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟ୍ରେନ୍‌ର cop ଲିଙ୍କ୍‌ ଛିଣ୍ଡି ଯିବାରୁ ୨ଟି ବଗି ଟ୍ରେନ୍‌ରୁ ଅଲଗା ହୋଇଯାଇଛି। ଫଳରେ ଟ୍ରେନ୍‌ଟି ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଆମଗୁଡ଼ା…

ବିଞ୍ଜିଗିରିର ବିକାଶ ପାଇଁ ମିଳିଲା ୧୫ କୋଟି

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଉକ୍ତ ଗ୍ରାମକୁ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସି ମାଧ୍ୟମରେ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଥିଲେ।…

ହେଉନି ନିର୍ମାଣ କାମ: ମରଣଯନ୍ତା ପାଲଟିଛି ସିଲେଟପଡ଼ା ରାସ୍ତା

କର୍ଲାମୁଣ୍ଡା:୨୨।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ଦୀର୍ଘ ଦିନ ହେଲା ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା…

୨୮ ଅପରାଧୀଙ୍କ ଘରେ ଲଟ୍‌କା ଜାରି କଲା ପୋଲିସ, ହାଜର ନ ହେଲେ…

ଛତ୍ରପୁର,୨୨ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ରହୁଥିବା ଫେରାର୍‌ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଘର ବାହାରେ ଲଟ୍‌କା ଜାରି କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅପରାଧୀମାନେ ହାଜର ହେଉ ନାହାନ୍ତି। ଏଣୁ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି…

କୁଲାଡ଼ ରଥଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି: ସମୀକ୍ଷା କଲେ ଉପଜିଲାପାଳ, ଅତିରିକ୍ତ ତହସିଲଦାର

ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଘୁମୁସରର ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପଜିଲାପାଳ ଉମାଶଙ୍କର ବେହେରା ଚେଷ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri