Home Left

୨ ପର୍ଯ୍ୟଟନସ୍ଥଳୀର ହେବ ବିକାଶ: ଖର୍ଚ୍ଚ ହେବ ୨ କୋଟି

ଗଞ୍ଜାମ,୩।୧୨(ବିଦ୍ୟାଧର ସାହୁ ): ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ପର୍ଯ୍ୟଟନ ସଂଖ୍ୟା ବୃଦ୍ଧି ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ଉପକୃତ ହେବେ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ବ୍ଲକରେ…

IND vs SA ଦ୍ୱିତୀୟ ODI ପୂର୍ବରୁ କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର : ଅଚାନକ ପୂର୍ବତନ କ୍ରିକେଟରଙ୍କ …

ନୂଆଦିଲ୍ଲୀ,୩।୧୨: ବୁଧବାର ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଙ୍ଗଳବାର କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ସ୍ମିଥଙ୍କ ୬୨ ବର୍ଷ…

Smriti Mandhana Wedding: ଡିସେମ୍ବର ୭ରେ ହେବ ସ୍ମୃତି-ପଲାଶଙ୍କ ବିବାହ? ସତ ବଖାଣିଲେ କ୍ରିକେଟରଙ୍କ ଭାଇ

ନୂଆଦିଲ୍ଲୀ,୩।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ନଆ ବିବାହ ତାରିଖକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସ୍ମୃତି ମନ୍ଧାନାଙ୍କ ପିତାଙ୍କ ହୃଦଘାତ ଯୋଗୁ ନଭେମ୍ବର ୨୩, ୨୦୨୫ରେ ସେମାନଙ୍କର…

ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ରୁଷିଆରୁ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଶିଲେ ପାକିସ୍ତାନକୁ ଲାଗିବ ଝଟକା

ନୂଆଦିଲ୍ଲୀ,୩।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଏବଂ ଶୁକ୍ରବାର (ଡିସେମ୍ବର ୪-୫, ୨୦୨୫) ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ଆସୁଛନ୍ତି। ତଥାପି, ପୁଟିନ୍‌ଙ୍କ ଗସ୍ତ ପୂର୍ବରୁ, ରୁଷିଆ ସଂସଦ (ଡୁମା) ମଙ୍ଗଳବାର (ଡିସେମ୍ବର ୨, ୨୦୨୫) ଭାରତ ସହିତ…

ମୁଁ ୮ ଯୁଦ୍ଧ ବନ୍ଦ କଲେଣି, କିନ୍ତୁ…ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ କଥା କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୩।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ୱାଶିଂଟନରେ ଏକ କ୍ୟାବିନେଟ ବୈଠକ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏହି ସଂଘର୍ଷ ଏକ…

ପୁଣି ବଢିଲା ଶୀତ: ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ବୁଧବାର ସକାଳ ସମୟରେ ତାପମାତ୍ରା ରାଜ୍ୟରେ ସବୁଠାରୁ କମ ରହିଥିବା ଜଣାପଡିଛି। ପୂର୍ବରୁ…

ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା

ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା ଶିକକା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳୁ ସେ ଡଙ୍ଗର…

ବଢୁଛି HIV ସଂକ୍ରମଣ! ୧୫ ବର୍ଷରେ ୨୦୦ ପ୍ରତିଶତ ବୃଦ୍ଧି, ଚେତାବନୀ ଦେଲାଣି WHO

ଇସଲାମାବାଦ,୩।୧୨: ପାକିସ୍ତାନ ବର୍ତ୍ତମାନ HIV ସଂକ୍ରମଣର ଏକ ଲହରୀ ସହିତ ସଂଘର୍ଷ କରୁଛି ଯାହା ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୁର୍ବଳତାକୁ ପ୍ରକାଶ କରିଛି। ବିଶ୍ୱ ଏଡସ ଦିବସ କାର୍ଯ୍ୟକ୍ରମରେ WHO ଏବଂ UNAIDS ଦ୍ୱାରା ଶେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ…

ମାତ୍ର ୩୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର: ସରକାରଙ୍କ ବଡ଼ ଘୋଷଣା

ଗୁଆହାଟୀ,୩।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ପରିବାର ପାଇଁ ସିଲିଣ୍ଡର ପିଛା ୩୦୦ ଟଙ୍କାରେ ରୋଷେଇ ଗ୍ୟାସ ଖୁବଶୀଘ୍ର ବାସ୍ତବତାରେ ପରିଣତ ହେବ। ନିମ୍ନ ଆୟକାରୀ ପରିବାର…

ଭୟଙ୍କର ଆତଙ୍କ: ଗୁହାଳେ ପଶି ୧୫ ଛେଳିମେଣ୍ଢାଙ୍କୁ ମାରିଲା କଲରାପତରିଆ

ନୂଆପଡ଼ା/ବୋଡେନ,୩ା୧୨ (ମକାରୁ ବେମାଲ/ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତ କିରେଝୋଲା ଗାଁ ସର୍ଗିମୁଣ୍ଡାରେ ସୋମବାର ରାତିରେ ଏକ କଲରାପତରିଆ ବାଘ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ୧୫ରୁ ଊର୍ଦ୍ଧ୍ୱ ଛେଳିମେଣ୍ଢାଙ୍କୁ ମାରିଦେଇଛି।ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ…

ଦ୍ୱୈତନଗରୀରେ ସୁରକ୍ଷା ବଢ଼ିଲା: ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ମନା

ଭୁବନେଶ୍ୱର,୩ା୧୨(ତ୍ରିନାଥ ମହାନ୍ତି):ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର କମିଶନରେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?