Home Left

ଆଇଏଏସ ଅଧିକାରୀଙ୍କ ବଦଳିରେ ଦରମା ବଢେ ନା କମେ? ଜାଣନ୍ତୁ ଟ୍ରାନ୍ସଫର୍‌ ସମୟରେ ମିଳୁଥିବା ସମସ୍ତ ବଡ଼ ସୁବିଧା

ନୂଆଦିଲ୍ଲୀ,୧୪।୧୧: ଉତ୍ତରପ୍ରଦେଶରେ ସମ୍ପ୍ରତି ୩୮ ଜଣ ଆଇଏଏସ (IAS) ଅଧିକାରୀଙ୍କ ବଦଳି ପରେ ପ୍ରଶାସନିକ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋରଧରିଛି। କୌଣସି ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାର ଦାୟିତ୍ୱ ମିଳିଥାଏ, ତ କାହାକୁ ବିଭାଗରେ ନୂତନ ନିଯୁକ୍ତି ଦିଆଯାଇଥାଏ।…

ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ

ଛତ୍ରପୁର,୧୪ା୧୧(ଦିଲ୍ଲୀପ ସାମଲ): ପଞ୍ଚାୟତରେ ସୁଶାସନ ପ୍ରତିଷ୍ଠା ସହ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଲକ୍ଷ୍ୟ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶନିବାର ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

‘ଭୁଲିଗଲି ସାର୍‌…’, ଟସ୍‌ ବେଳେ ପ୍ଲେଇଂ-୧୧ ଭୁଲିଗଲେ ବୈଭବ ସୂର୍ଯ୍ୟବଂଶୀ! ଭିଡିଓ ଭାଇରାଲ

ପାଟନା,୧୪ା୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍‌ ଜଗତରେ ଆଉ ଏକ ଇତିହାସ ରଚିଛନ୍ତି ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାର ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସେ ପୁରୁଷ ଟି-୨୦ କ୍ରିକେଟ୍‌ରେ ସବୁଠୁ କମ୍‌…

ରାସ୍ତା ଦୁର୍ଘଟଣାରେ ଶହୀଦ ହେଲେ ଅଜୟ, ଜନ୍ମମାଟିରେ ଜଳିଲା ଜୁଇ, ଲୁହରେ ଭିଜିଲା ପୂରା ଗାଁ

ସବଡେଗା,୧୪ା୧୧(ଅନନ୍ତ ପଟେଲ): ସୁନ୍ଦରଗଡ ଜିଲା ସବଡେଗା ବ୍ଲକ କଇଁସରା ଗ୍ରାମର ଅଜୟ ବାଆ ତିନିବର୍ଷ ହେବ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ। କାର୍ଯ୍ୟରତ ସମୟରେ ଅଜୟ କଲ ଟ୍ରାକିଂ ଡ୍ୟୁଟିରେ ଯାଇ ଭଦ୍ରକରୁ ପୁରୀ ଫେରୁଥିବା ସମୟରେ ବାସୁଦେବପୁର ରାସ୍ତାରେ ଏକ…

ସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା, ଓଡ଼ିଶାର ଏହି ଜିଲାକୁ ଆଲର୍ଟ

ଭୁବନେଶ୍ୱର, ୧୪ା୧୧: ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି । ଏନେଇ ୧୭ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି…

୬ଟି ଚୌକା, ୪ଟି ଛକା…ଓଡ଼ିଶା ବୋଲରଙ୍କ ହୋସ ଉଡ଼ାଇଲେ ଉର୍ଭିଲ ପଟେଲ! SMAT ରେ CSK ଖେଳାଳିଙ୍କ ଦମଦାର୍‌ ଇନିଂସ

ନୂଆଦିଲ୍‌ଲୀ,୧୪।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ କିଛି ବ୍ୟାଟ୍ସମ୍ୟାନ ସେମାନଙ୍କର ଦମ୍‌ ଦେଖାଇଛନ୍ତି। ଏଥିରେ ଗୁଜୁରାଟର ୱିକେଟକିପର ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲ ମଧ୍ୟ ସାମିଲ ଅଛନ୍ତି। ସେ ନିଜ ବ୍ୟାଟ ଜରିଆରେ ଧମାକା ମଚାଇ…

CM ଶିବକୁମାରଙ୍କୁ ଟାର୍ଗେଟ୍‌ କଲେ ତାମିଲନାଡୁ କଂଗ୍ରେସ ମୁଖ୍ୟ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୪ା୧୧: କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ଡ୍ୟାମ୍‌ ନିର୍ମାଣକୁ ନେଇ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଛି । କର୍ନାଟକ ସରକାର ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାକୁ ଜୋର୍‌ ଦେଉଥିବା ବେଳେ ତାମିଲନାଡୁ ଏହାକୁ ବିରୋଧ କରୁଛି । ଏବେ…

ମନରେଗା କାମରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଜବକାର୍ଡଧାରୀ

ଥୁଆମୂଳ ରାମପୁର,୧୪ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତର ବଡ଼ବଫଲା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟରେ ବ୍ୟାପକ ଅନିୟମିତତା, ଜାଲିଆତି ଏବଂ କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ…

ରାଜପୁରରେ ଚାଞ୍ଚଲ୍ୟ: ହତ୍ୟାକରି ଧାନବିଲରେ ଦୋକାନୀଙ୍କ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ର,୧୪ା୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ସଦର ଥାନା ରାଜପୁର ଅଞ୍ଚଳର ଏହି ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ।…

ଏହି ତାରିଖରେ ବିବାହ କରିବେ କ୍ରିକେଟର ରିଙ୍କୁ ସିଂ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ନିମନ୍ତ୍ରଣପତ୍ର

ଲକ୍ଷ୍ନୌ,୧୪ା୧୧: ଭାରତୀୟ କ୍ରିକେଟ୍‌ ଦଳକୁ ପୁଣି ଫେରିବା ପାଇଁ ଉଦ୍ୟମ ଜାରି ରଖିଥିବା ଷ୍ଟାର୍‌ କ୍ରିକେଟର ରିଙ୍କୁ ସିଂ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଡିସେମ୍ବର ୪ ତାରିଖରେ ସେ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ…

କାନ୍ଥ ଖୋଳି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ମୁନିଗୁଡ଼ା,୧୪ା୧୧(ନନ୍ଦକିଶୋର ପଟ୍ଟନାୟକ): ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ଶହୀଦ ଲକ୍ଷ୍ମଣ ନାୟକ ଛକ ନିକଟସ୍ଥ ମୁରଲୀ ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଚୋରି ହୋଇଥିବା ସୂଚନା ମିଳିଛି। ଏହି ଚୋରିକୁ…

ଘର ଖଣ୍ଡିଏ ପାଇଁ ଗରିବଙ୍କ ସଂଘର୍ଷ, ପିଏମ୍‌ ଆବାସ ନେଇ ମୋହନଙ୍କ ବଡ଼ ବୟାନ

ବଲାଙ୍ଗୀର,୧୪।୧୧(ସୁନିଲ ମହାନ୍ତି): ଜଣେ ବ୍ୟକ୍ତି ନିଜ ଜୀବନକାଳରେ ଅନ୍ତତଃ ଗୋଟିଏ ପକ୍କା ଘରର ସ୍ୱପ୍ନ ଦେଖିଥାଏ। ହେଲେ ଆର୍ଥିକ ଅନଟନ ଯୋଗୁ ଗରିବ ଲୋକଟିଏ ଏହି ସ୍ୱପ୍ନକୁ ପୂରଣ କରିବାରେ ସମର୍ଥ ହୋଇପାରେ ନାହିଁ। ଦୀର୍ଘବର୍ଷ ଧରି ଗରିବ ହଟାଓ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?