ବରଗଡ଼ ଚାଷୀ ମୁଣ୍ଡରେ ଚଡ଼କ: ଝଡ଼ବର୍ଷା ସହ ହେଉଛି କୁଆପଥର ମାଡ଼, ଉଜୁଡ଼ିଲା ରବି ଧାନ ଫସଲ, ବିଦ୍ୟୁତ ନ ଥିବାରୁ…
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ କାଳବୈଶାଖୀର କରାଳ ରୂପ ଲାଗି ରହିଛି। ଶନିବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ସାଙ୍ଗକୁ କରାମାଡ (କୁଆପଥର ବୃଷ୍ଟି) ହେଉଛି। ଏବେ ରବି ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଥିବା…
ନମାଜ ପଢିବା ପରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମୁସଲମାନ, ସିଧା ମୋଦିଙ୍କୁ କହିଲେ…
ନୂଆଦିଲ୍ଲୀ, ୩।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ମୁସଲିମ ସମ୍ପ୍ରଦାୟର ହଜାର ହଜାର ଲୋକ। ଆତଙ୍କବାଦୀ ଆକ୍ରମଣରେ ଭାରତର ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ପରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ପାକିସ୍ତାନ ଏବଂ ଆତଙ୍କବାଦ…
ବାଇକ୍ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ
ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା ପୋଲିସ । ଏଥିରେ ଜଣଙ୍କୁୁ ଗିରଫ କରିବା ସହିତ ଚୋରି ବାଇକ ମଧ୍ୟ ଜବତ…
ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ଭାରତ ସହ ମିଶି ଏସବୁ ଦେଶ ପାକିସ୍ତାନ ଉପରେ ନେଲେ ବଡ଼ ଆକ୍ସନ
ନୂଆଦିଲ୍ଲୀ,୩।୫: ଯଦି ଆପଣ ଆଗାମୀ ଦିନରେ ଲୁଫ୍ଥାନସା, ବ୍ରିଟିଶ ଏୟାରୱେଜ, ସ୍ବିସ କିମ୍ବା ଆଇଟିଏ ଏୟାରୱେଜ ଭଳି ୟୁରୋପୀୟ ବିମାନ କମ୍ପାନୀ ଦ୍ୱାରା ଭାରତ ଆସିବାକୁ କିମ୍ବା ଏଠାରୁ ୟୁରୋପ ଯିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…
ହେଉଥିଲା ମୋରମ ଚୋରା ଚାଲାଣ, ୨ଟି ହାଇଓ୍ବାକୁ ଜବତ କରି ୩ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୁଷୋତ୍ତମପୁର,୩।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟସ୍ଥ ଶାର୍ଗୁଣାପଲ୍ଲୀ ପାହାଡରୁ ଚୋରାରେ ମୋରମ ଚାଲାଣ ହେଉଥିଲା। ଏହି ସମୟରେ ଚଢ଼ାଉ କରି ୨ଟି ହାଇୱା ଟ୍ରକ( ନଂ ଓଡି ୦୪ ଭି ୧୭୩୫ ଏବଂ ଓଡି…
ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ
ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ କିକିଟା ଗାଁରେ ଭାଲୁ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଗଙ୍ଗା ମାଝି (୫୯)…
୨୧ରୁ କୋମନା ପ୍ରିମିୟର ଲିଗ୍ କ୍ରିକେଟ
ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା କଲ୍ୟାଣ ମଣ୍ଡପଠାରେ ଶନିବାର ପ୍ରଥମ ଦିବାରାତ୍ର କୋମନା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତି କ୍ରମେ ପାସା ମହାନ୍ଦଙ୍କୁ ସଭାପତି ଭାବରେ ମନୋନୀତ…
୩୦ ଲିଟର ଦେଶୀମଦ ଜବତ
ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ପାଟପୁର ଥାନା ବାବୁଲିବନ୍ଧ ଖାରିସାହି ଗ୍ରାମର ସୁରେଶ ମଲ୍ଲିକଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୩୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ…
କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ
ନୂଆପଡ଼ା,୩ା୫ (ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ଜିଲାରେ କୃତିତ୍ୱ ଅର୍ଜନ କରିଥିବା ୨ ଛାତ୍ରୀଙ୍କୁ ଶନିବାର ଜିଲାପାଳ ମଧୁସୂଦନ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ହାଇସ୍କୁଲ ଛାତ୍ରୀ…
ଶ୍ରୀଲଙ୍କା ପଳାଇଛନ୍ତି ପହଲଗାମ ଆତଙ୍କବାଦୀ? ଘଣ୍ଟା ଘଣ୍ଟା ଚାଲିଲା ସର୍ଚ୍ଚ ଅପରେଶନ
କଲମ୍ବୋ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପଡ଼ୋଶୀ ଦେଶଗୁଡ଼ିକ ସତର୍କ ଅଛନ୍ତି। ଏହି ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଛି। ଏହି ସମୟରେ, ଶନିବାର ଚେନ୍ନାଇରୁ କଲମ୍ବୋ ଆସିଥିବା ଏକ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ପ୍ରକୃତରେ, ଭାରତୀୟ ଅଧିକାରୀମାନେ…
କଟକରେ ଭୁଶୁଡ଼ିଲା ବ୍ରିଜ: ୨ମୃତ, ୩ ଗୁରୁତର
କଟକ,୩।୫: କଟକ ଖାନ୍ନଗରରେ ଶନିବାର ଏକ ବଡ଼ଧରଣର ଅଘଟଣ ଘଟିଛି। ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।…
Pahalgam Terror Attack: ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
ନୂଆଦିଲ୍ଲୀ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର (୦୩ ଏପ୍ରିଲ, ୨୦୨୫) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା ଏବଂ ଏହି ବୈଠକ…
Archives


