ରାଜ୍ୟ ହୁଲୁସ୍ତୁଲ: କଂଗ୍ରେସର ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କ କୋକେଇ କରି…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ଘେରିଛନ୍ତି। ଗୋଟିଏ ପଟେ ସାରା ରାଜ୍ୟରେ…
ପଞ୍ଚାୟତ ପ୍ରଶାସନ ଶୁଣିଲେନି: ଏକାଠି ହୋଇ ଘାଇ ବନ୍ଧାଇଲେ ମହିଳା
ମହାକାଳପଡ଼ା, ୧୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗଁା ଗହଳିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସୁନିଶ୍ଚିତ କରୁଛନ୍ତି। ହେଲେ ଏବେବି ଅନେକ ଗଁାରେ ବିକାଶର ଚିତ୍ର ବଦଳିନି। ୧୦ ହାତ ରାସ୍ତାର ଘାଇ ବନ୍ଧାଇବାକୁ…
‘ଆତ୍ମସମ୍ମାନ ରକ୍ଷା ଉଦ୍ୟମରେ ଦୁଇଥର ଦହନ’, କେମିତି ଛାଡିବ ଗୁରୁ ଶିଷ୍ୟ ସମ୍ପର୍କରୁ କଳାଦାଗ ?
ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶିକ୍ଷା ବିଭାଗର ମୁଖ୍ୟ (ଏଚ୍ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରୀ ସୌମ୍ୟାଶ୍ରୀ…
ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍…
ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ । -ବିଳମ୍ବରେ ଭୋଜନ କରିବା ଅଭ୍ୟାସ ମୋଟାପଣ,…
ସ୍ପାଇସଜେଟରେ ପୁଣି ଗଣ୍ଡଗୋଳ! ହଠାତ କକପିଟରେ ପଶିଲେ ୨ ଦୁଇ ଯାତ୍ରୀ, କରିବାକୁ ପଡିଲା ଜରୁରୀ ଅବତରଣ
ନୂଆଦିଲ୍ଲୀ,୧୫।୭: ସ୍ପାଇସଜେଟର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ SG ୯୨୮୨ ରେ ସୋମବାର ହଙ୍ଗାମା ହୋଇଥିଲା ଯେତେବେଳେ ଦୁଇଜଣ ଯାତ୍ରୀ ଟ୍ୟାକ୍ସିଂ କରିବା ସମୟରେ ଅନୁଶାସନହୀନତା ଦେଖାଇ ଜୋରଜବରଦସ୍ତ କକପିଟ ଆଡକୁ ଯିବାକୁ ଚେଷ୍ଟା କରିଥିଲେ। ସ୍ପାଇସଜେଟ ପକ୍ଷରୁ ଏକ ବିବୃତ୍ତି…
ଲର୍ଡସ ଟେଷ୍ଟ ହାରିବା ପରେ ଏମିତି କ’ଣ କହିଲେ ଶୁବମନ ଗିଲ, ଯାହା ଏବେ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୫।୭: ରୋମାଞ୍ଚକର ଲର୍ଡସ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ୨୨ଟି ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆ ସିରିଜରେ ୧-୨ ପଛରେ ପଡ଼ିଯାଇଛି ଏବଂ ଏବେ ଯଦି ସିରିଜ ଜିତିବାକୁ ହୁଏ, ତେବେ ବାକି…
ଝୁଲିପଡ଼ିଲେ ଫାଇନାନ୍ସ କର୍ମଚାରୀ: କବାଟ ଭାଙ୍ଗି ପଶିଲା ପୋଲିସ
ଧର୍ମଶାଳା,୧୫।୭(ଶିବପ୍ରାସାଦ ମହାନ୍ତି): ଝୁଲନ୍ତା ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, କଟକ ଜିଲା ଗୋବିନ୍ଦପୁର ଥାନା କନ୍ଦଳ ଗ୍ରାମର ମହେଶ୍ୱର ମହାରଣାଙ୍କ ୩୧ ବର୍ଷୀୟ ପୁଅ ରାକେଶ ମହାରଣା ଚଣ୍ଡିଖୋଲରେ ମୁଥୁଟ ମାଇକ୍ରୋ ଫାଇନାସ କମ୍ପାନୀରେ…
ଗାଁ ଶ୍ମଶାନରେ ଜଳିଲା ସୌମ୍ୟାଶ୍ରୀଙ୍କ ଚିତା: ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ
ଭୋଗରାଇ,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ…
ଧରାପଡିଲା ସବୁ ସତ! ରାତିଅଧରେ ସୌମ୍ୟାଶ୍ରୀଙ୍କୁ… ଦେଖନ୍ତୁ ଭାଇରାଲ ଭିଡିଓ
ଭୁବନେଶ୍ୱର,୧୫।୭: ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ…
ଦୋକାନ ନିକଟରେ ପରିସ୍ରା କରି ଛେଚା ଖାଇଲେ ଯାତ୍ରୀ
ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବଜାର ଏବେ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ଚାରିଛକଠାରୁ ବସଷ୍ଟାଣ୍ଡ ଏବଂ ୩ ଛକ ମଧ୍ୟରେ କୁଢ଼ କୁଢ଼ ଅଳିଆ ଗଦା ସହ ପୂର୍ତ୍ତ ବିଭାଗ କଲୋନୀ ଫାଟକ ନିକଟରେ କୁଢ଼…
ଏକମାତ୍ର ଭରସା ସୋଲାର ଜଳପ୍ରକଳ୍ପ ଅଚଳ:ହନ୍ତସନ୍ତ ଗ୍ରାମବାସୀ
ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମରେ ଜଳସଙ୍କଟ ଦେଖାଯାଇଛି। ଏକମାତ୍ର ଭରସା ସୋଲାର ପମ୍ପ ଅଚଳ ଯୋଗୁ ଗାଁରେ ପିଇବା ଓ ନିତ୍ୟ ବ୍ୟବହାର ପାଇଁ ପାଣି ମିଳୁନାହିଁ। ଏଭଳି ଗତ…
ଆକ୍ସନରେ ରାଜ୍ୟପାଳ, କଲେ ବଡ଼ ଘୋଷଣା, ରାଜ୍ୟରେ…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏହାକୁ ନେଇ ସାରା ରାଜ୍ୟ ଶୋକ ପ୍ରକାଶ କରୁଥିବା ବେଳେ ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟପାଳ। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ…
Archives


