Home Left

ବାଇକ୍‌ରେ ଗାଈ ନେଇ ଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

ଇସ୍‌ଲାମବାଦ,୨୭।୫: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟିଏ ଗାଈକୁ ବସାଇ ନେଇଯାଉଛନ୍ତି। ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ…

ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ…

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହା ପୂର୍ବରୁ କ୍ରାଇମ ଇନଭେଷ୍ଟିଭେସନ୍‌ ଡିପାର୍ଟମେଣ୍ଟ(ସିଆଇଡି)ଏକ ଚିଠି ଯାଞ୍ଚ ଏଜେନ୍ସିଙ୍କୁ…

ଅଜବ ପରମ୍ପରା: ଯେଉଁଠି ବର୍ଷର ୫ଦିନ ଦମ୍ପତି ହୁଅନ୍ତି ଅଚିହ୍ନା

ବିଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା…

ପାକିସ୍ତାନସ୍ଥିତ ଗୁରୁ ନାନକ ମହଲରେ ଭଙ୍ଗାରୁଜା

ଲାହୋର, ୨୭।୫: ପାକିସ୍ତାନର ପଞ୍ଜାବ ସହରରେ ଥିବା ଐତିହାସିକ ଗୁରୁ ନାନକ ମହଲରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସ୍ଥାନୀୟ ଲୋକେ ମିଶି ମହଲର ଅଧା ଅଂଶ ଭାଙ୍ଗିବା ସହ କବାଟ ଝରକା ବିକି ଦେଇଛନ୍ତି। ୪ମହଲା ବିଶିଷ୍ଟ ଏହି ମହଲରେ ଶିଖ୍‌…

ଭିଜିଲାନ୍ସ ଜାଲରେ ଗୋପ ଥାନା ଅଧିକାରୀ

ଗୋପ, ୨୭।୫(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ରେଞ୍ଜ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ସହ ଏକ…

ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ସୋମବାର ମୁନିଗୁଡ଼ାଠାରେ ଶତାଧିକ ଡଙ୍ଗରିଆ ଅସ୍ତ୍ରଶସ୍ତ୍ର ଧରି…

୮,୯ରେ ଓଜେଇଇ କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ଜୁନ୍‌ ୮ ଓ ୯ରେ ଓଜେଇଇର କମ୍ପ୍ୟୁଟର ବେସ୍‌ଡ ପିଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ହେବାକୁ ଯାଉଛି। ୮ ତାରିଖରେ ୩ଟି ଓ ୯ରେ ୨ଟି ସିଫ୍ଟରେ ପରୀକ୍ଷା…

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ ବିମାନ…

ଗଙ୍ଗା କୂଳରେ ହେଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ

ରିଷିକେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ବାୟୋପିକ୍‌ର ସ୍ପେଶାଲ ସ୍କ୍ରିନିଂ ରିଷିକେଶର ପରମାର୍ଥ ନିକେତନ ଆଶ୍ରମ ନିକଟ ଗଙ୍ଗାକୂଳରେ କରାଯାଇଛି। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଲୋକ ବାୟୋପିକ୍‌ର ମଜା ଉଠାଇଛନ୍ତି।…

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜର୍ମାନୀର ୬୧ ବର୍ଷ ବୟସ୍କା…

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ୫ ଅଣବ୍ରିଟିଶ୍‌ ଖେଳାଳି

ଲଣ୍ଡନ,୨୭।୫- ଆସନ୍ତା ୩୦ ତାରିଖଠାରୁ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍‌ ଲାଗି ଫେଭରାଇଟ ଗଣାଯାଉଥିବା ଇଂଲଣ୍ଡ ଦଳରେ ଅଣ ବ୍ରିଟିଶ୍‌ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଇଆନ ମୋର୍ଗାନ, ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ, ଜାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?