Home Left

ନେହେରୁ-ରାଜୀବଙ୍କ ଭଳି ମୋଦି ଜଣେ ଆକର୍ଷଣୀୟ ନେତା: ରଜନୀକାନ୍ତ

ଚେନ୍ନାଇ,୨୮।୫: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ସେ ମୋଦିଙ୍କୁ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ପରି ଜଣେ ଆକର୍ଷଣୀୟ ନେତା ବୋଲି ମଧ୍ୟ କହିଛନ୍ତି।…

ହାତ ଦୁଇଟି ନାହିଁ, ଟ୍ରାକ୍ଟର ଚଳାଇବାଠାରୁ ଆରମ୍ଭ କରି କ୍ଷେତବାଡି ବୁଝୁଛନ୍ତି ଏହି ବ୍ୟକ୍ତି

ମନରେ ଦୃଢ଼ ବିଶ୍ୱାସ ଏବଂ ଆତ୍ମବଳ ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କେହି ବି ରୋକିପାରିବେ ନାହିଁ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କୁଶୀନଗରର ନୀରଜ ରାୟ। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ଏହି ଦିବ୍ୟାଙ୍ଗପଣ…

ଖାଲି ପାଦରେ ୧୪ କିଲୋମିଟର ଚାଲିଲେ ସ୍ମୃତି

ମୁମ୍ବାଇ,୨୮।୫: ଉତ୍ତରପ୍ରଦେଶ ଅମେଠୀର ଲୋକ ସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଜିତି ସ୍ମୃତି ଇରାନୀ ବଡ଼ ରେକର୍ଡ କରିଛନ୍ତି। ଏହି ବିଜୟ ପରେ ସ୍ମୃତି ୧୪ କିଲୋମିଟର ଖାଲି ପାଦରେ ଚାଲି ସିଦ୍ଧିବିନାୟକ ମନ୍ଦିର ଦର୍ଶନ…

ଏମ୍‌ପି ହେବା ପରେ ମଧ୍ୟ ଡିଏସ୍‌ପିଙ୍କୁ ସାଲ୍ୟୁଟ କଲେ : ଫଟୋ ଭାଇରଲ

ହାଇଦ୍ରାବାଦ,୨୮।୫: ଗତ ନିର୍ବାଚନରେ ଆନ୍ଧ୍ର ପ୍ରଦେଶରେ ଓ୍ବାଇଏସ୍‌ଆର୍‌ସିପି ଟିଡିପିକୁ ଉଭୟ ଲୋକ ସଭା ଓ ବିଧାନସଭାରେ ଶୋଚନୀୟ ଭାବେ ପରାସ୍ତ କରିଛି। ଏହି ନିର୍ବାଚନରେ ହିନ୍ଦୁପୁର ଆସନରୁ ଓ୍ବାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୋରଂତା ମାଧବ ନିର୍ବାଚନ ଲଢିଥିଲେ। ଆଉ ବିଜୟ ମଧ୍ୟ ହୋଇଛନ୍ତି।…

ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୮।୫: ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ମର୍ମରେ ସେ ଆଶୀର୍ବାଦ ନେବା ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିବା ଫଟୋ ଟୁଇଟରରେ ଶେୟାର କରିଛନ୍ତି। ଫଟୋରେ…

ଜିତିବା ପରେ ମଧ୍ୟ ସଂସଦରେ ଏକାଠି ବସିବେନି ହେମାମାଳିନୀ-ସନ୍ନି ଦେଓଲ

ନୂଆଦିଲ୍ଲୀ,୨୮।୫: ଭାଜପା ଟିକେଟରୁ ଏଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଓ ଅଭିନେତା ସନ୍ନି ଦେଓଲ। ଏମାନେ ସମ୍ପର୍କରେ ମା’ପୁଅ। ହେଲେ ସଂସଦ ଗଲେ ଏମାନେ ଏକାଠି ବସିବେନି ବୋଲି ଜଣାପଡିଛି। ଯଦିଓ ହେମା ସନ୍ନିଙ୍କ ସାବତ…

ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ ହୋଇଛି। ଭୀଷଣ ଜ୍ୱରରେ ପୀଡିତ ଥିବା ଶିଶୁକୁ ଆମ୍ବୁଲାନ୍ସରେ ନେବାକୁ ମେଡିକାଲ କର୍ତ୍ତୃପକ୍ଷ ମନାକରିଦେଇଥିଲେ।…

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ ଠେଲି ଦେବାକୁ ଉଦ୍ୟମ କରୁଥିଲେ। ଏନେଇ ତାଙ୍କ ସ୍ବାମୀ ରାଜ ମସନ୍ଦ ସିନିୟର ସିଟିଜେନ…

ଏଥର ‘ବିଗ୍‌ ବସ୍‌-୧୩’ ଦେଖି ଡରିବେ ଦର୍ଶକ!

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଏହାର ଥିମ୍‌ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ ଆସିବା ଭଳି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ବିଗ୍‌ ବସ୍‌-୧୩…

ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ତାଲିବାନ ଗଭର୍ନର ଥିବା…

ନିର୍ବାଚନ ପରେ ମମତାଙ୍କୁ ଆଉ ଏକ ଝଟ୍‌କା: ଭାଜପା ହାତ ଧରିବେ ୩ଟିଏମ୍‌ସି ବିଧାୟକ

କୋଲକାତା,୨୮।୫: ଲୋକ ସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାଜପାର ଭଲ ପ୍ରଦର୍ଶନ ଓ ବହୁଳ ମତଦାନ ପରେ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପୁଣି ଏବେ ଟିଏମ୍‌ସିର ୩ ବିଧାୟକ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା…

ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍‌ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିବେ

ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ କେଉଁ ୪ଟି ଦଳ ସେମିଫାଇନାଲ୍‌ ଖେଳିବେ ତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?