ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ
ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଦଣ୍ଡ ସଦୃଶ। କାରଣ ଏହି ରୋଗରେ ଆକ୍ରାନ୍ତ…
ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ
ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍ କମ୍ପାନୀ ଜିଆର ଇମ୍ଫ୍ରାରେ ଯୁବତୀ ଜଣଙ୍କ କାର୍ଯ୍ୟରତ ଥିଲେ। ଡ୍ରାଫ୍ଟସ୍ମ୍ୟାନ ପଦରେ ୬ ମାସ ପାଇଁ ଟ୍ରେନିଙ୍ଗ…
ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ଡିଜିଙ୍କ ସମୀକ୍ଷା ବୈଠକ: ପୁରୀରେ ଲାଗିବ ସିସିଟିଭି
ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରସ୍ତୁତି ବୈଠକ କରିଛନ୍ତି। ବୈଠକ ପରେ ଡିଜିପି…
ଚାଲିଲେ ହେବେ ଦୀର୍ଘାୟୁ
ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ଯୋଗୁ ସୃଷ୍ଟି ହେଉଥିବା ମୃତ୍ୟୁ ଆଶଙ୍କା ହ୍ରାସପାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଧୀରେ…
ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି
ଲଣ୍ଡନ, ୨୮।୫: ଟିମ୍ ଇଣ୍ଡିଆର ‘ମିଶନ୍ ବିଶ୍ୱକପ୍’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବ୍ୟକ୍ତିଗତ ଜୀବନଶୈଳୀଠାରୁ ଆରମ୍ଭ କରି…
ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା
କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର ବିପରିତ ଘଟଣା ନଜର ଆସିଛି। ରାଓ୍ବତପୁରର ଜଣେ ବ୍ୟକ୍ତି ପୁଅର ସ୍ବାସ୍ଥ୍ୟ ଖରାପ ହେବାରୁ…
ଗ୍ୟାସ୍ ଫାଟି ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର
ପାଟନା, ୨୮।୫: ରୋଷେଇ ଗ୍ୟାସ୍ ଫାଟି ବିହାରର ଜଣେ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ,ଜେଡିୟୁ ବିଧାୟକ ମେଭାଲାଲ ଚୌଧୁରୀ ତାରାପୁରର କମରଗାମା ଗ୍ରାମରେ ଥିବା ପୈତୃକ ବାସଭବନରେ…
କ୍ୟାନ୍ସର ସହ ଲଢ଼ି ଜିତିବା ପରେ ମ୍ୟୁଜିକାଲ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ସିନେମାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସ୍ତ୍ରୀ ତାହିରା ଅନେକ ଦିନ ହେବ କ୍ୟାନ୍ସର ପରି ଭୟଙ୍କର ରୋଗରେ ପୀଡିତ ଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ…
ଟିଏମ୍ସି ଛାଡି ଭାଜପାରେ ଯୋଗଦେଲେ ୩ ବିଧାୟକ ୫୦ କାଉନସିଲର୍
ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର ଦଳ ଛାଡି ଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଭାଜପାରେ ସାମିଲ ହେବା ପାଇଁ ଦିଲ୍ଲୀସ୍ଥିତ…
ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍ କରି ଧରାପଡିଲେ ବିଏସପି ନେତା
ଆଲିଗଡ, ୨୮।୫: ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍ କରି ପୋଲିସ ହାତରେ ଧରାପଡିଛନ୍ତି ବିଏସପି ନେତା ଫିରୋଜ ଆଲମ। ଉତ୍ତର ପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟି କର୍ମଚାରୀଙ୍କୁ ହାତ କରି ପ୍ରଶ୍ନପତ୍ର ଲିକ୍ କରିବାକୁ ଚାହୁଁଥିଲେ ବୋଲି ପୋଲିସ ଆଗରେ ସ୍ବୀକାର…
ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ
ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ମଧ୍ୟରେ ଜୋର୍ଦାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜୟ ଲାଭ…
୩୧ ଯାଏ ଗ୍ରୀଷ୍ମପ୍ରବାହ:୧୧ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳଠାରୁ ଆରମ୍ଭକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି…

