ମୋବାଇଲ ଚୋରି: ଜଣେ ଗିରଫ
ବଡବିଲ, ୫।୬(ସ୍ବ.ପ୍ର.):କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରୀ ଘଟଣାରେ ସଞ୍ଜୟ ମହାନ୍ତ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ତାଙ୍କ ଘର ବାକଲ ହଟିଂ ଅଞ୍ଚଳରେ।…
କୁଲଡ଼ିହାରୁ ହାତୀର ମୃତଦେହ ଉଦ୍ଧାର: ହତ୍ୟା ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ
ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟର ଭାଲୁବସା ନିକଟରେ ବୁଧବାର ପୂର୍ବାହ୍ନରେ ଦନ୍ତାହାତୀର ମୃତଦେହ ପଡିଥିବା ଦେଖି ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ହାତୀର ଦୁଇଦାନ୍ତ ନ ଥିବା ବେଳେ ତାହାର ମୃତ୍ୟୁ ଦୁଇଦିନ ପୂର୍ବରୁ ହୋଇଥିବା…
ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ
କପ୍ତିପଦା,୫ା୬(ଡି଼.ଏନ୍.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଲୋକେ ବହୁ ଅସୁବିଧାର…
ଚାମ୍ପିୟନ୍ସ ଲିଗ୍ ଫୁଟ୍ବଲ ଜନ୍ମଦାତା ଜନଶନଙ୍କ ମୃତ୍ୟୁ
ଷ୍ଟକ୍ହାମ, ୫।୬(ଏପି): ୟୁରୋପିଆନ ଫୁଟ୍ବଲର ପୂର୍ବତନ ସଭାପତି ଲିନ୍ନାର୍ଟ ଜନଶନଙ୍କ ୮୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୧୭ ବର୍ଷର କାର୍ଯ୍ୟକାଳରେ ଚାମ୍ପିୟନ୍ସ ଲିଗ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। କିଛିଦିନ ଧରି ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବିଡେନ୍…
କିଙ୍ଗ୍ସ କପ୍ ଫୁଟବଲ: କୁରାକାଓଠାରୁ ହାରିଲା ଭାରତ ଛେତ୍ରୀଙ୍କ ମାଇଲ୍ଖୁଣ୍ଟ
ବୁରିରାମ(ଥାଇଲାଣ୍ଡ),୫।୬(ପି.ଟି): ଏଠାରେ ଚାଲିଥିବା କିଙ୍ଗ୍ସ କପ୍ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଖେଳାଯାଇଥିବା ତା’ର ପ୍ରଥମ ମ୍ୟାଚ୍ରେ କୁରାକାଓଠାରୁ ପରାସ୍ତ ହୋଇଛି। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ କରି ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ ମଧ୍ୟ ଭାରତ ୩-୧ ଗୋଲରେ ମ୍ୟାଚ୍…
ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ
ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା। ପରେ ବିଦ୍ୟାଳୟ ପରିସରରେ…
ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ: ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ
କର୍ଲାମୁଣ୍ଡା,୫।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରାବାହାଲି ଅର୍ଟଚାର୍ଟଠାରେ ସେବା ଜଗତ ସଂସ୍ଥା ପକ୍ଷରୁ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାଏକ, ସୁନୀତା…
ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି
ଜୟପୁର,୫ା୬(ଡି.ଏନ୍.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ କରାଇ ଦେଇନାହାନ୍ତି। ଠିକା ଶ୍ରମିକ କାର୍ଯ୍ୟରେ ଯୋଗ ନଦେବା ପାଇଁ କାଗଜକଳ କର୍ତ୍ତୃପକ୍ଷ ମନା…
ବୁମ୍ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍
ସାଉଥାମ୍ପ୍ଟନ,୫।୬- ଭାରତୀୟ ପେସର ଯଶ୍ପ୍ରୀତ ବୁମ୍ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ସେ ଦକ୍ଷିଣ ଆଫ୍ରିକୀୟ ଓପ୍ନର ହାସିମ ଅମ୍ଲା ଓ କ୍ୱିଣ୍ଟନ ଡିକକ୍ଙ୍କ ଉଇକେଟ ନେଇଛନ୍ତି। ଏଥିଯୋଗୁ…
୩ଶହ ଟନର ବିଶାଳକାୟ ବିଷ୍ଣୁଙ୍କ ପ୍ରତିମା
ବେଙ୍ଗାଲୁରୁ,୫।୬: ବେଙ୍ଗାଲୁରୁର ବିବେକାସ୍ବାମୀ ନଗରରେ ଥିବା କୋଠାନ୍ଦ୍ରମାସ୍ବାମୀ ମନ୍ଦିର ପରିସରରେ ଖୁବ ଶୀଘ୍ର ସ୍ଥାପନ କରାଯିବ ବିଷ୍ଣୁଙ୍କର ବିଶାଳ ପ୍ରତିମା। ମୂର୍ତ୍ତିଟିର ଉଚ୍ଚତା ୬୪ ଫୁଟ ରହିଥିବା ବେଳେ ଏହାର ଲମ୍ବ ୨୬ ଫୁଟ ରହିଛି। ଆଉ ଏହାର ଓଜନ ୩୦୦…
ଯେଉଁଠି ପ୍ରତିଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ
ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ବାମୀ ରହିଥିବା କଥା ଅନେକଙ୍କୁ ଜଣା ନ…
ବିଶ୍ୱ ପରିବେଶ ଦିବସ: ଟାଇଗର-ଦିୟା ଲଗାଇଲେ ଗଛ, ବାଣ୍ଟିଲେ ସଚେତନତା ବାର୍ତ୍ତା
ମୁମ୍ବାଇ: ଗୁରୁବାର ବିଶ୍ୱ ପରିବେଶ ଦିବସ। ଚଳିତ ଥର ଏହି ଦିବସର ଥିମ୍ ରହିଛି ‘ବିଟ୍ ଏୟାର ପଲ୍ୟୁଶନ’। ଏହି ଅବସରରେ ଲୋକଙ୍କୁ ସଚେତନ କରାଉଛନ୍ତି ବଲିଉଡ କଳାକାର। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି…

