Home Left

ଏସିର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ହୋଇଥାଏ ଅନେକ ସମସ୍ୟା: ଜାଣନ୍ତୁ..

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି। ମାତ୍ର ଏସିରେ ବସିବା ଦ୍ୱାରା…

୪୮ ଘଣ୍ଟା ପରେ ବି ଏଏନ୍‌-୩୨ର ମିଳିନି ପତ୍ତା

ନୂଆଦିଲ୍ଲୀ,୫।୬: ନିଖୋଜ ଥିବା ବାୟୁସେନା ବିମାନ ଏଏନ୍‌-୩୨ ୪୮ ଘଣ୍ଟାରେ ବିତ୍ତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ମିଳିପାର ନାହିଁ। ବିମାନ ନିଖୋଜ ହେବା ପରେ ଏହା ସମ୍ପର୍କୀତ ଏକ ଖବର ସାମ୍‌ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସାରେ ବିମାନ ଏଏନ୍‌-୩୨ରେ ଯେଉଁ…

ଖୋର୍ଦ୍ଧାରେ ବିଶ୍ୱ ପରିବେଶ ଦିବସ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଆହ୍ବାନ

ଖୋର୍ଦ୍ଧା ଅଫିସ,୫।୬: ଖୋର୍ଦ୍ଧାରେ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ବୁଧବାର ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ବାଣୀବିହାର ପିଜି ଡିପାର୍ଟମେଣ୍ଟ ଅଫ୍‌ କମର୍ସ ପ୍ରଫେସର ରବୀନ୍ଦ୍ର କୁମାର ସ୍ବାଇଁ ଯୋଗଦେଇ ପ୍ରଦୂଷଣକୁ ରୋକିବାକୁ ଆହ୍ବାନ…

ଇଦ୍‌ ଅବସରରେ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେଲେ ଭାରତୀୟ ସେନା

ଅମୃତସର,୫।୬: ପଞ୍ଜାବ ଅମୃତଶରର ଅଟାରୀ ଓ୍ବାଘା ସୀମାରେ ଭାରତୀୟ ସେନା ଇଦ୍‌ ଅବସରରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ ଇଦ୍‌ ପର୍ବ ପାଳିତ ହେଉଥିବା ବେଳେ ସୀମାରେ ମଧ୍ୟ ଭାଇଚାରାର ସମ୍ପର୍କ ଦେଖିବାକୁ ମିଳିଛି।…

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ଦ୍ୱିତୀୟ ବ୍ୟାଟିଂ କରି ଚାପର ସମ୍ମୁଖୀନ ହୋଇଥିବାରୁ ଡୁପ୍ଲେସି ଏଥର ଭିନ୍ନ…

ଇରାନରେ ଭୂକମ୍ପ ଝଟକା

ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି। ପ୍ରଥମ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଓ ଦ୍ୱିତୀୟଟିର କେନ୍ଦ୍ର ୧୧ କିଲୋମିଟର ଗଭୀରତା…

ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ କାହିଁକି ଯୋଗଦେଇ ନ ଥିଲେ ସଲମାନ

ମେ ୩୦ରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ବହୁ କଳାକାର ଯୋଗଦେଇଥିଲେ ମଧ୍ୟ ବଲିଉଡ ଭାଇଜାନ ସଲମାନ ଖାନ୍‌ ଯୋଗଦେଇ ନ ଥିଲେ। ଏନେଇ…

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ ଭୂବନେଶ୍ୱରକୁ ଫେରିଥିଲା ଏଟିଆର-୭୨ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ଜଣ ଯାତ୍ରୀଙ୍କୁ…

ମାୟାବତୀଙ୍କୁ ମୁଁ ସମ୍ମାନ କରେ: ଅଖିଳେଶ

ଲକ୍ଷ୍ନୌ,୫।୬: ଏସ୍‌ପି-ବିଏସ୍‌ପି ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମାୟାବତୀ ଏକ ପ୍ରକାର ଅଖିଳେଶଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି କହିଲେ ଚଳେ। ମେଣ୍ଟ ନ ହେଲେ ବି ଅଖିଳେଶ ମାୟାବତୀଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। ବୁଧବାର ଏକ ସାକ୍ଷାତ୍‌କାରରେ ଅଖିଳେଶ…

ନିପା ଭାଇରସ କାହିଁକି ଡିସେମ୍ବର ଏବଂ ମେ’ରେ ହୋଇଥାଏ ଜାଣନ୍ତୁ

୧୯୯୮ରେ ମାଲେସିଆରେ ପ୍ରଥମେ ନିପା ଭାଇରସ ଦେଖାଦେଇଥିଲା। ମାଲେସିଆର ସଂଗଇ ନିପା ଗାଁର ଲୋକେ ପ୍ରଥମେ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ଗାଁର ନାମାନୁସାରେ ଏହି ରୋଗର ନାମ ନିପା ଭାଇରସ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପାଳିତ ଜନ୍ତୁ…

ପିତା ହେଲେ ୨୬ ସପ୍ତାହ ଛୁଟି ସହ ୭୦ ହଜାର ଟଙ୍କା ସହାୟତା ଦେବ ‘ଜୋମାଟୋ’

ନୂଆଦିଲ୍ଲୀ, ୫।୬: ମହିଳାଙ୍କ ଭଳି ପୁରୁଷ କର୍ମଚାରୀଙ୍କୁ ପିତୃକାଳୀନ ଛୁଟି ପ୍ରଦାନ କରିବ ଫୁଡ ଏଗ୍ରିଗେଟର କମ୍ପାନୀ ‘ଜୋମାଟୋ’। କମ୍ପାନୀର ଯେଉଁ କର୍ମଚାରୀ ପିତା ହେବେ ତାଙ୍କୁ ୨୬ ସପ୍ତାହ ଛୁଟି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତା’ସହିତ…

ବିଶ୍ୱକପ୍‌ରେ ଅଜବ ସଂଯୋଗ

କ୍ରିକେଟ ବିଶ୍ୱକପର ଗତ ୩ ସଂସ୍କରଣରେ ଏକ ଅଜବ ସଂଯୋଗ ଦେଖାଦେଇଛି। ୨୦୦୭ (ଓ୍ବେଷ୍ଟଇଣ୍ଡିଜ), ୨୦୧୧ (ଭାରତ) ଓ ୨୦୧୫ (ଅଷ୍ଟ୍ରେଲିଆ) ବିଶ୍ୱକପ୍‌ରେ ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ଦଳ ହିଁ ଚାମ୍ପିୟନ ହୋଇଛି। ଓ୍ବେଷ୍ଟଇଣ୍ଡିଜଠାରେ ଆୟୋଜିତ ୨୦୦୭ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?