ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ
କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ। ଏବେ ସ୍ଲୋଗାନକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ଭାଜପାର ଜୟ ଶ୍ରୀରାମ ସ୍ଲୋଗାନକୁ…
ବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶକୁ ଅଭିଭାବକଙ୍କ ବିରୋଧ
ବାଲିଆ,୬।୬: ବିରିଡ଼ି ବ୍ଲକ ୨୨ ମୌଜା ବାରେଡ଼ିଆ ପଞ୍ଚାୟତର ଢିଅସାହିବିରି ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ସଂଖ୍ୟା କମ୍ ଥିବା ଦର୍ଶାଇ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ବିଦ୍ୟାଳୟରେ ପଢୁଥିବା ୯ ଛାତ୍ରୀଛାତ୍ର, ସେମାନଙ୍କ ଅଭିଭାବକ…
ସରିଲା ସାଧାରଣ ନିର୍ବାଚନ, ଏବେ ପୌର ନିର୍ବାଚନ ଉପରେ ନଜର
ପାରାଦୀପ,୬ା୬(ସ୍ବ.ପ୍ର.): ସାଧାରଣ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ଉଷ୍ମତା ଏବେ ଏକ ପ୍ରକାର ଶାନ୍ତ ପଡିଲାଣି। ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଦାୟିତ୍ୱ ନେଇସାରିଲେଣି। ସେହି ଉଷ୍ମତା ପ୍ରଶମିତ ହେବା ପରେ ଏବେ ରାଜ୍ୟରେ ପୌର ନିର୍ବାଚନକୁ ନେଇ ଆଲୋଚନା…
ପୋଡ଼ିହୋଇଥିବା ମହିଳାଙ୍କୁ ଚିକିତ୍ସା କଲା ଟାଟା ଷ୍ଟିଲ
କଳିଙ୍ଗନଗର, ୬ା୬(ଡି.ଏନ୍.ଏ.): ଗତ ବର୍ଷ ଜୁନ୍ ମାସରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର ପ୍ରତିମା ଦାସ ଘରେ ରୋଷେଇ କରୁଥିବା ସମୟରେ ନିଅଁାରେ ପୋଡି ଗୁରୁତର ହୋଇଥିଲେ। ତାଙ୍କ ଶରୀର ପଛପଟର ଅଧିକାଂଶ ଭାଗ ପୋଡ଼ିଯାଇଥିଲା। ଏପରିକି ଶରୀରର ଅଧିକାଂଶ…
ଟିଏମ୍ସି ନେତାଙ୍କୁ ହତ୍ୟା
କୋଲକାତା,୬ା୬: ଉତ୍ତର କୋଲକାତାର ନିମଟାଠାରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହତ୍ୟାକାଣ୍ଡ ଲାଗି ଭାଜପା ଓ ଟିଏମ୍ସି ପରସ୍ପରକୁ ଦୋଷ ଦେଇଛନ୍ତି। ମଙ୍ଗଳବାର ରାତି ସାଢ଼େ ୭ଟା ବେଳେ…
ସୁକନ୍ୟା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଧର୍ମଶାଳା,୬ା୬(ଡି.ଏନ୍.ଏ.): ନେହେରୁ ଯୁବକେନ୍ଦ୍ର ଯାଜପୁର ପକ୍ଷରୁ ଧର୍ମଶାଳା ବ୍ଲକ ପଣ୍ଡୁଆସ୍ଥିତ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯାଜପୁର ଜିଲା ଶିଶୁମଙ୍ଗଳ କମିଟି ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଅତିଥିଭାବେ ଯୋଗଦେଇ…
ଖୋଲୁନି ଧାନମଣ୍ଡି: ତେଜିଲା ଚାଷୀ ଅସନ୍ତୋଷ
କାମାକ୍ଷାନଗର, ୬।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ସେମାନେ ଆନ୍ଦୋଳନକୁ…
ପ୍ରଣତିପ୍ରୀତିନନ୍ଦା ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର
କାଳିଆପାଣି,୬ା୬ (ଡି.ଏନ୍.ଏ.): ଯାଜପୁର ବୈଦ୍ୟରାଜ ନୋଡ଼ାଲ ଏମ୍ଇ ସ୍କୁଲ ପରିସରରେ ବୁଧବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କାଳିଆପାଣି ଅଞ୍ଚଳର ପ୍ରଣତିପ୍ରୀତିନନ୍ଦା ନାୟକଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମନିତ…
କୀଟନାଶକ ପିଇ ନାବାଳିକାଙ୍କ ଆତ୍ମହତ୍ୟା
ବିଞ୍ଝାରପୁର,୬ା୬(ଡି.ଏନ୍.ଏ.): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ଗ୍ରାମପଞ୍ଚାୟତ ଅଧୀନ ବଣିଆପାଳ ଗ୍ରାମରେ ମଙ୍ଗଳବାର ରାତିରେ ଜଣେ ନାବାଳିକା କୀଟନାଷକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ଭାଗବତ ସେଠୀଙ୍କ ଝିଅ କଣ୍ଢେଇ ସେଠୀ (୧୭)। ବୁଧବାର ବିଞ୍ଝାରପୁର ପୋଲିସ…
ଥମୁନି ଭାଷା ବିବାଦ
ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ଡିଏମ୍କେ ମୁଖ୍ୟ ଏମ୍.କେ. ଷ୍ଟାଲିନ ବୁଧବାର ଦାବି କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି…
ବିଶ୍ୱ ପରିବେଶ ଦିବସରେ ଚାରାରୋପଣ
ଧର୍ମଶାଳା,୬ା୬(ଡି.ଏନ୍.ଏ.): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାନପୁରସ୍ଥିତ ପରିବେଶବିତ୍ କାର୍ଯ୍ୟାଳୟ ପରିସରରେ ପରିବେଶବିତ୍ ଶ୍ରୀନିବାସ ଜେନା ତାଙ୍କ ଜନ୍ମଦିନ ଉପଲକ୍ଷେ ସହସ୍ରାଧିକ ଚାରାଚୋପଣ କରିଥିଲେ। ଏଥି ଉପଲକ୍ଷେ ଆୟୋଜିତ ପଥପ୍ରାନ୍ତ ସଭାରେ ଜେନା ଅଧ୍ୟକ୍ଷତା କରି ସବୁଜ ସୁନ୍ଦର ସନ୍ତୁଳିତ ଓ…
ସେନା ଅଧିକାରୀ ଭୂମିକାରେ ଆୟୁଷ
ମୁମ୍ବାଇ: ‘ଲଭ୍ ୟାତ୍ରୀ’ରେ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ‘କ୍ୱଥା’ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଅଭିନୟ ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆୟୁଷ କହିଛନ୍ତି। ସେନା ଅଧିକାରୀ ଭୂମିକାରେ ଅଭିନୟ କରିବା ତାଙ୍କ…

