ସଂସଦରେ ଅଚଳାବସ୍ଥା: ତିନି ଦିନରେ ଅପଚୟ ହେଲାଣି ୨୩ କୋଟି ଟଙ୍କା, ଏସବୁ ପ୍ରସଙ୍ଗରେ ହଟ୍ଟଗୋଳ ଜାରି
ନୂଆଦିଲ୍ଲୀ,୨୩।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିବାଦୀୟ ହୋଇଛି। ମାତ୍ର ତିନି ଦିନରେ ବାଧାପ୍ରାପ୍ତି ଯୋଗୁଁ ଟିକସ ଦାତାଙ୍କ ପାଖରୁ ୨୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପୂର୍ବତନ ସାଂସଦୀୟ ବ୍ୟାପାର ମନ୍ତ୍ରୀ ପାୱାନ ବଂଶଲଙ୍କ ୨୦୧୨ର ହିସାବ…
ଚାଇନାର ଜାଲରେ ଫସିଗଲାଣି ପାକିସ୍ତାନ!
ବେଜିଂ/ଇସଲାମାବାଦ,୨୩।୭: ଅପରେଶନ ସିନ୍ଦୂରରେ ଭାରତ ଦ୍ୱାରା ଏକ ବଡ଼ ପରାଜୟ ବରଣ କରିଥିବା ପାକିସ୍ତାନ ଏବେ ବି ଏଥିରୁ ମୁକୁଳି ପାରୁନାହିଁ। ପାକିସ୍ତାନକୁ UNSCରେ ସଭାପତି ପଦ ମିଳିଥିଲେ ମଧ୍ୟ, ଏହା ଚାଇନାର ଜାଲରେ ଏମିତି ଫସି ଯାଇଛି ମୁକୁଳିବା କଷ୍ଟକର…
କୋରାପୁଟର ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ଦେହାନ୍ତ, ଦିନେ ତାଙ୍କର ମିମ୍ ଦେଖି ହସିଥିଲେ ମୋଦି
ଭୁବନେଶ୍ୱର,୨୩ା୭: ଓଡ଼ିଶାର କୋରାପୁଟ ଜିଲାରୁ ଉଭା ହୋଇଥିବା ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ବୁଧବାର ସକାଳେ ଗମ୍ଭୀର ନିମୋନିଆରେ ପୀଡିତ ହେବାରୁ ଦେହାନ୍ତ ହୋଇଛି। ପାରିବାରିକ ସୂତ୍ରରୁ ଜଣାପଡ଼ିଛି ଯେ ସେ ଏକ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିବା ସମୟରେ…
ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ ଶରୀରକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ବ୍ରିଟିଶ ପୀଡ଼ିତ
ନୂଆଦିଲ୍ଲୀ/ଲଣ୍ଡନ,୨୩।୭: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ରିଟିଶ ନାଗରିକଙ୍କ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଭୁଲ ମୃତଦେହ ପଠାଯାଇଥିବା ସୂଚନା ମିଳିଛି। ଡେଲି ମେଲକୁ ଉଦ୍ଧୃତ କରି ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ଏହି ଦାବି କରାଯାଇଛି।…
ଛଟେଇ ନୋଟିସ୍ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍ କରୁ ନ ଥିବା ଦର୍ଶାଇ…
କାହିଁକି ଚର୍ଚ୍ଚାରେ ରହିଛି ସାଉଦି ଆରବର ମରୁଭୂମି? ଯାହାକୁ ଦେଖି ଚମକି ପଡୁଛନ୍ତି ଲୋକେ
ରିୟାଦ,୨୩।୭: ସାଉଦି ଆରବର ମରୁଭୂମିରେ ଏକ ଅଦ୍ଭୁତ ଦୃଶ୍ୟ ସାରା ବିଶ୍ୱର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ୟୁରୋପୀୟ ମହାକାଶ ସଂସ୍ଥା (ESA)ର କୋପରନିକସ ସେଣ୍ଟିନେଲ-୧ ଉପଗ୍ରହ ଉତ୍ତର ସାଉଦି ଆରବର ମରୁଭୂମିରେ ବିସ୍ତାରିତ ଗୋଲାକାର ଏବଂ ଉଜ୍ଜ୍ୱଳ ରଙ୍ଗର ଚିତ୍ର…
ଭାରତର ବଡ଼ ନିଷ୍ପତ୍ତି, ୫ ବର୍ଷ ପରେ ଚାଇନା ନାଗରିକଙ୍କୁ ଭିଜା ଦେବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ/ବେଜିଂ,୨୩।୭: ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ ରୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି…
ଦୁର୍ଗମ ଅଞ୍ଚଳରେ ଅବହେଳିତ ଆଦିବାସୀ ବର୍ଷା ଦିନରେ ବାଧକ ସାଜୁଛି ଡୁଡୁଙ୍ଗପଟା ନାଳ
ଥୁଆମୂଳ ରାମପୁର,୨୩।୬ (ଦୁର୍ଗା କୀର୍ତ୍ତି): ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ,…
କଲେଜ ଛାତ୍ରୀଙ୍କୁ ଫେଭର ମାଗି ବନ୍ଧା ହେଲେ ଡାଟାଏଣ୍ଟ୍ରି ଅପରେଟର
ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଡାଟାଏଣ୍ଟ୍ରି ଅପରେଟର ଫେଭର ମାଗି ଗରିଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ା…
ବୋନି ବନିଲେ ଫ୍ୟାଟ ଟୁ ଫିଟ
ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହଁ, ସମ୍ପ୍ରତି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ଏବଂ ଫିଟ ଦେଖାଯାଉଛନ୍ତି।…
ବଳଙ୍ଗା ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ:ରହିଛି କି କାହାର ବଡ଼ ହାତ
ବଳଙ୍ଗା,୨୩।୭: ବଳଙ୍ଗା ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ। ବଳଙ୍ଗା ପୀଡ଼ିତାଙ୍କ ମାମୁଘର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ନୟାହାଟ ସ୍ଥିତ ମାମୁଘରେ ପଚରାଉଚରା କରିଥିବା ସୂଚନା ମିଳିଛି। ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ଏଯାବତ ସ୍ପଷ୍ଟ ହୋଇନି…
ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭାଇରାଲ ହେଉଛି ଛାତିଥରା ଭିଡିଓ
ଆଡିଲେଡ,୨୩।୭: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ତାଙ୍କୁ ଜାତିଗତ ମନ୍ତବ୍ୟ ଦିଆଯାଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅଷ୍ଟ୍ରେଲିଆର ଆଡିଲେଡରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କାର ପାର୍କିଂ ସମୟରେ ଏହି…
Archives


