ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଗ୍ରାମବାସୀ, କମ୍ପାନୀ କର୍ମଚାରୀଙ୍କୁ ଛାଡ଼ିଲେନି ଭିତରକୁ
ଯୋଡ଼ା,୪ା୭(ଡି.ଏନ୍.ଏ.) : କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣିର ଫାଟକରେ ତାଲା ପକାଇ ଯୋଡ଼ା ବସ୍ତିର ମୂଳ ଅଧିବାସୀମାନେ ଗୁରୁବାର ସକାଳୁ ଆନ୍ଦୋଳନରେ ବସିଛନ୍ତି ା କ୍ଷତିଗ୍ରସ୍ତ, ଜମିହରା ଗ୍ରାମବାସୀ ଫାଟକ ବନ୍ଦ କରିବାରୁ…
ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍ ନିର୍ମାଣ
ଡେରାଡୁନ୍,୪।୭: ଦେଶରେ ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ ଏଭଳି ପଦାର୍ଥରୁ ପରିବେଶ ଉପଯୋଗୀ ଟାଇଲ୍ସ୍ ପ୍ରସ୍ତୁତ କରାଯିବାର ଯୋଜନା ହୋଇଛି। ପ୍ରତିଦିନ ଏଠାରେ…
ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଚା’ ପିଆଉଛନ୍ତି ୯୪ ବର୍ଷୀୟ ବୃଦ୍ଧ
ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗୁଲାବ ଜୀଙ୍କ ଚା’ ଦୋକାନ ବେଶ୍ ପ୍ରସିଦ୍ଧ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚା’ ଦୋକାନରେ ପ୍ରବଳ ଭିଡ ଜମିଥାଏ। କାହିଁକି ଜାଣନ୍ତି? ପ୍ରତିଦିନ ଗୁଲାବ ଜୀ ୨୦୦ରୁ ଅଧିକ ଗରିବ ଏବଂ ବେସାହାରା ଲୋକଙ୍କୁ…
୧୩ଟି ଆଞ୍ଚଳିକ ଭାଷାରେ ହେବ ବ୍ୟାଙ୍କିଙ୍ଗ୍ ପରୀକ୍ଷା
ନୂଆଦିଲ୍ଲୀ,୪।୭: ଦେଶର ବିଭିନ୍ନ ବ୍ୟାଙ୍କରେ ନିଯୁକ୍ତି ପାଇଁ ବ୍ୟାଙ୍କିଙ୍ଗ୍ ପରୀକ୍ଷା ହିନ୍ଦୀ ଏବଂ ଇଂଲିଶ୍ ଭାଷାରେ ହୋଇଥାଏ। ଏଣିକି ଏହି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ସୂଚନା ଦେଇଛନ୍ତି। ଲୋକ ସଭାରେ ଏସମ୍ପର୍କରେ…
ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
ଛେଣ୍ଡିପଦା,୪ା୭(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି ଲୋକ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ। ସେଠାରେ ଏକ ନବଜାତ ଶିଶୁର ମୃତଦେହ…
ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍ଙ୍କ ବାୟୋପିକ୍
ମୁମ୍ବାଇ: ବାୟୋପିକ୍ ଟ୍ରେଣ୍ଡରେ ଏଥର ବଲିଉଡ୍ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍। ଏଥିରେ ଲିଡ୍ ରୋଲରେ ଆସିପାରନ୍ତି ତାପସି ପନ୍ନୁ। ଏକ ଦିବସୀୟ ମହିଳା କ୍ରିକେଟ ଦଳର ଏହି କ୍ୟାପଟେନଙ୍କୁ ନେଇ ତିଆରି…
ମଧୁ ବଙ୍ଗାରପ୍ପା ହେଲେ ଜେଡିଏସ୍ କାର୍ଯ୍ୟକାରୀ ଅଧ୍ୟକ୍ଷ
ବେଙ୍ଗାଲୁର୍,୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡ଼ା ଜେଡିସ୍ରେ କେତେକ ପରିବର୍ତ୍ତନ କରିଛନ୍ତି। ମଧୁ ବଙ୍ଗାରପ୍ପାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସେ ଘୋଷଣା କରିଛନ୍ତି। ସେହିପରି ଏଚ୍.କେ. କୁମାରସ୍ବାମୀଙ୍କୁ କର୍ନାଟକ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏ.ଏଚ୍. ବିଶ୍ୱନାଥଙ୍କ ଇସ୍ତଫା ପରେ…
ବାସନ୍ଦ ହୋଇପାରନ୍ତି କୋହଲି
ନୂଆଦିଲ୍ଲୀ,୪।୭- ଏକ ରୋମାଞ୍ଚଭରା ମ୍ୟାଚ୍ରେ ଭାରତୀୟ ଦଳ ୨୮ ରନ୍ରେ ବାଂଲାଦେଶକୁ ହରାଇ ଚଳିତ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ବିଶ୍ୱକପ୍ ଜିତିବା ନେଇ ପ୍ରଶଂସକମାନେ ଆଲୋଚନା କରୁଥିବାବେଳେ ସେମିଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କୁ ଚିନ୍ତା କରିବାକୁ ପଡ଼ିବ।…
କଡ଼ା ସୁରକ୍ଷାବଳୟରେ ସଲ୍ମାନ-ଆଲିଆଙ୍କ ଇଂଶାଅଲ୍ଲାହର ହେବ ଶୁଟିଂ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍ମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଅପ୍ କମିଂ ଫିଲ୍ମ ଇଂଶାଅଲ୍ଲାହର ଖୁବ୍ଶୀଘ୍ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଶୁଟିଂ ପାଇଁ ୩ଟି ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ଶୁଟିଂ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…
ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ
ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଭୂପୃଷ୍ଠରେ ପାଦ ରଖିନାହାନ୍ତି। ତେବେ ଏହା ପଛରେ ଏକ ବଡ଼…
ପଦ୍ମଫୁଲ ଚୋରାଇବାରୁ ବନ୍ଦ କରିଦିଆଗଲା ଚାଇନାର ଇକୋ ପାର୍କ
ବେଜିଂ,୪।୭: ଚାଇନାର ସିଂଚୁଆନ ଅଞ୍ଚଳରେ ତିଆରି ହୋଇଥିବା ଇକୋ ପାର୍କ ଏଠାରେ ଫୁଟୁଥିବା ପଦ୍ମଫୁଲ ପାଇଁ ବେଶ୍ ପ୍ରସିଦ୍ଧ। ଦିନକୁ ଅତିକମ୍ରେ ୨ଶହରୁ ୩ଶହ ପର୍ଯ୍ୟଟକ ଏହାର ଶୋଭାକୁ ଉପଭୋଗ କରିବାକୁ ଆସିଥାନ୍ତି। ବିଶେଷ କରି ଜୁନ୍ ମାସରେ ଏଠାରେ ଅଧିକ…
ପହଣ୍ଡିରେ ରଥାରୂଢ଼ ଶ୍ରୀଜୀଉ, ରଥ ଟାଣିବାକୁ ଭକ୍ତଙ୍କ ଅପେକ୍ଷା
ଅନୁଗୋଳ ଅଫିସ,୪ା୭: ଅନୁଗୋଳ ଶୈଳଶ୍ରୀକ୍ଷେତ୍ରଠାରେ ଗୋଟି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରାଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ତଥା ଜିଲାପାଳ ମନୋଜ କୁମାର ମହାନ୍ତି, ଉପସଭାପତି ତଥା ଏସପି ମିତ୍ରଭାନୁ ମହାପାତ୍ର ଛେରା ପହଁରା କରିଛନ୍ତି। ଏହି ଅବସରରେ ଶୈଳଶ୍ରୀ କ୍ଷେତ୍ର…

