ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା
ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ଦୁହେଁ ବହୁ ଖୁସିରେ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା…
କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ
ତେଗୁସିଗଲ୍ପା,୪।୭: କାରିବିୟନ୍ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୯ ଜଣ ଧୀବର ନିଖୋଜ ଅଛନ୍ତିି। ୫୫ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି। ଖରାପ…
ବୟଫ୍ରେଣ୍ଡ୍ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ
ଇଟାଲିୟନ୍ ବୟଫ୍ରେଣ୍ଡ୍ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ । ଜୀବନରେ ମୋତେ ବହୁତ ଭଲ ପାଇବା ଦେଇଛ ଯାହାକୁ…
କୋର୍ଟରେ ହାଜର ନ ହେଲେ ଖାରଜ ହେବ ସଲମାନଙ୍କ ଜାମିନ
ଯୋଧପୁର,୪।୭: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାଁ ଯଦି ପରବର୍ତ୍ତି ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ଜାମିନ ଖାରଜ କରାଯିବ। ଗୁରୁବାର ଯୋଧପୁର କୋର୍ଟ ଏହା କହିଛନ୍ତି। ସୂଚନାଯୋଗ୍ୟ, ‘ହମ୍ ସାଥ୍ ସାଥ୍…
ପାଣି କେମିତି କରିବେ ସଞ୍ଚୟ: ଟିପ୍ସ ଦେଲେ ଅମିର
ମୁମ୍ବାଇ, ୪।୭: ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ମୁନ୍ଦେ ପାଣି ପାଇଁ ଲୋକଙ୍କୁ ଲମ୍ବା ଲାଇନ୍ରେ ଛିଡା ହେବାକୁ ପଡୁଛି। ଏଭଳି ସଙ୍କଟରୁ ତ୍ରାହି ପାଇବା ପାଇଁ ଲୋକଙ୍କୁ କିଛି ଟିପ୍ସ ଦେଇଛନ୍ତି ବଲିଉଡ ଅଭିନେତା ଅମିର…
କାଉଡି ଯାତ୍ରା ସମୟରେ ହେଲିକପ୍ଟରରୁ ଫୁଲ ପକାଇବାର ବ୍ୟବସ୍ଥା କଲେ ଯୋଗୀ ସରକାର
ଲକ୍ଷ୍ନୌ,୪।୭: ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। ଏହି ସମୟରେ କାଉଡି ଯାତ୍ରାରେ ଯାଉଥିବା ଭକ୍ତଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ପକାଇବାର ବ୍ୟବସ୍ଥା…
ପୁରୀରେ ମୁଖ୍ୟମନ୍ତ୍ରୀ: ରଥାରୂଢ଼ ଠାକୁରଙ୍କୁ କରିବେ ଦର୍ଶନ
ପୁରୀ ଅଫିସ,୪।୭: ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚିବା ପରେ ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି। ଏଠାରେ ସେ ରଥଯାତ୍ରା ନିମନ୍ତେ ପ୍ରକାଶିତ ହେବାକୁ ଥିବା…
ଅଛୁଆଁ ଦିଅଁକୁ ଆଜି ଦର୍ଶନ କରିବେ ଭକ୍ତ
ରାଜନଗର,୪ା୭(ଡି.ଏନ୍.ଏ.) : ରାଜନଗର ଉପକୂଳ ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଜଗନ୍ନାଥ ଧାମ ଭାବେ ସୁଖ୍ୟାତି ଅର୍ଜନ କରିଆସିଥିବା ୫ ଶହ ବର୍ଷର ସର୍ବ ପୁରାତନ କେରଡ଼ାଗଡ଼ର ଶ୍ରୀ ଜଗନ୍ନାଥ ଆଜି ପରମ୍ପରା ଅନୁସାରେ ବଡ଼ଦାଣ୍ଡକୁ ଓହ୍ଲାଇବେ। ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ…
କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ହରିଶ ରାଓ୍ବତ
ଡେରାଡୁନ୍, ୪।୭: ଉତ୍ତର ଖଣ୍ଡର ପୂର୍ବତମ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଫେସ୍ବୁକ୍ରେ ସେ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ତାଙ୍କ…
ସୁନାରେ ବିଶ୍ୱକପ୍ ଟ୍ରଫି ନିର୍ମାଣ କଲେ ଜଣେ ଭାରତୀୟ ଫ୍ୟାନ: ୟୁଜର୍ସ କହିଲେ, ପାକିସ୍ତାନ ପଠେଇଦିଅ
ବେଙ୍ଗାଲୁରୁ, ୪।୭: ୨୦୧୯ ଆଇସିସି ବିଶ୍ୱକପ୍ ସେମିଫାଇନାଲ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ସେତିକି ବଢିବାରେ ଲାଗିଛି। ବିଶ୍ୱକପରେ ଭାରତୀୟ ଦଳ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏଥିପାଇଁ ଭାରତୀୟ ଦର୍ଶକଙ୍କ…
ମାନହାନି ମାମଲା: ୧୫ ହଜାର ଟଙ୍କାରେ ରାହୁଲଙ୍କୁ ମିଳିଲା ଜାମିନ
ମୁମ୍ବାଇ,୪।୭: ମାନହାନି ମାମଲାରେ ଗୁରୁବାର ମୁମ୍ବାଇର ଏକ କୋର୍ଟରେ ହାଜର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଛି। ୧୫ ହଜାର ଟଙ୍କାର ବେଲ୍ ବଣ୍ଡ ଦେବା ପରେ ତାଙ୍କୁ ଜାମିନ ମିଳିଥିବା ପ୍ରକାଶ। ତେବେ ରାହୁଲ କୋର୍ଟରେ ପହଞ୍ଚିବା…
ମୁରୁଜ ରଥରେ ବିଜେ କରିବେ ଶ୍ରୀ ବଳଦେବଜୀଉ
ରାଜନଗର,୪ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗରର ପୁରାଣପ୍ରସିଦ୍ଧ ରିଆଗଡ଼ର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉ ଆଜି ମୁରୁଜ ରଥରେ ବିଜେ କରିବେ। କନିକା ରାଜା ସାହେବ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିବା ଶ୍ରୀ ବଳଦେବଜୀଉ ଭିତରକନିକା ସୀମାରେ ଅବସ୍ଥିତ। ଗମନାଗମନର ସୁବିଧା…

