Home Left

କେସିଙ୍ଗା ବ୍ଲକରେ ଶାନ୍ତିଶୃଙ୍ଖଳା ଭାବେ ରଥଯାତ୍ରା ପାଳିତ

କେସିଙ୍ଗା,୪।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ରଥଯାତ୍ରା ଗୁରୁବାର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି। ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ବଳଭଦ୍ର, ଶୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତ ଶେଷ ହେବା ପରେ ଠିକ ସମୟରେ ତିନି ରଥକୁ ଭକ୍ତମାନଙ୍କ…

କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକେଇ: ପ୍ରତିବାଦରେ ଧାରଣା ଦେଲେ ଚାଷୀ

ସୋର, ୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଟାପଡ଼ାଠାରେ ଜଣେ ବ୍ୟକ୍ତି କମ୍ପାନୀ କରି ସେଥିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କଠାରୁ ଜମି କିଣିଥିଲେ। ହେଲେ ସେ କମ୍ପାନୀ ନ କରି ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ…

ପାତାଳି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

ଉଲୁଣ୍ଡା, ୪ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡ ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ନିର୍ଘଣ୍ଟକ୍ରମେ ସକାଳ ୫ଟାରେ ଦ୍ୱାରଫିଟା, ୫ଟା୩୦ରେ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳ ଆଳତୀ, ୭ଟାରେ ଖେଚୁଡି…

ତିହିଡ଼ି: ହରିବୋଲରୁ ଶ୍ରୀଗୁଣ୍ଡିଚାରେ ତିନିଠାକୁର

ତିହିଡ଼ି, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ସଦର ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରେ ଗୁରୁବାର ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁଙ୍କ ଶଙ୍ଖ, ହୁଳହୁଳି, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଘଣ୍ଟ,…

ଏମିତି ଦେଶ ଯେଉଁଠି ସମସ୍ତଙ୍କୁ ଜଣା ଅସ୍ତ୍ରଶସ୍ତ୍ର ଚାଳନା

ଇସ୍ରାଏଲ ବିଶ୍ୱ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଭାବେ ପରିଚିତ। ବିଶ୍ୱ ରାଜନୀତି ଓ ଇତିହାସ ଦୃଷ୍ଟିରୁ ଏହାର ରହିଛି ବିଶେଷତା। ଏଠି ମହିଳାଠାରୁ ପୁରୁଷ ସମସ୍ତେ ଅସ୍ତ୍ରଶସ୍ତ୍ର ଚାଳନା ଶିକ୍ଷା ନେବା ବାଧ୍ୟତାମୂଳକ। ଏଠାରେ ୧୫ ବର୍ଷରୁ ପିଲାଙ୍କୁ ସେନା…

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଦୌଡ଼କୁ ୨୩.୬୫ ସେକେଣ୍ଡରେ ଶେଷ କରିଥିଲେ। ଚଳିତ ବର୍ଷ ଏହା…

ଶହେବର୍ଷ ପରେ…ସୋରଡା ରଥଯାତ୍ରାରେ ଛେରାପହଁରା କଲେ ରାଜବଂଶୀ

ସୋରଡା,୪ା୭(ଡି.ଏନ୍‌.ଏ.)- ଦୀର୍ଘ ଶହେବର୍ଷ ପରେ ସୋରଡା ରଥଯାତ୍ରାରେ ରାଜବଂଶୀ ଛେରାପହଁରା କରିଛନ୍ତି। ଡ. ଦେବବତ୍ତ ସିଂଦେଓ ଯୋଗଦେଇ ରଥାରୁଢ ଠାକୁରଙ୍କ ନିକଟରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟରୁ ପାଟ୍ଟଭୋଗ ଆସିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନରେ…

ବଳକା ତେଲର ବ୍ୟବହାର କରୁଛନ୍ତି କି? ହୋଇପାରେ ଏହିସବୁ ରୋଗ

ଭାରତୀୟ ଖାଦ୍ୟରେ ତେଲର ଭୂମିକା ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର…

ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖେ ଛତୁ

ବ୍ଲଡ ସୁଗାର ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ହେଲେ ଛତୁ ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ…

ନୂଆବଜାରଠାରେ ଅଟକିଲା ତିନିରଥ

ଭୁବନ,୪ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନରେ ଗୁରୁବାର ରଥଯାତ୍ରା ସମ୍ପନ୍ନ ହୋଇଛି। ସକାଳେ ସମସ୍ତ ନିତିକାନ୍ତି ପରେ ଅପରାହ୍ନ ୧ଟାରେ ତିନି ରଥ ପ୍ରତିଷ୍ଠା କରାଯାଇଥିଲା। ପରେ ପହଣ୍ଡି କାର୍ଯ୍ୟ ଯଥାବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା। ରାମଚନ୍ଦ୍ର ରାଉତ ଛେରାପହଁରା କରିଥିବାବେଳେ କଂସାରୀ…

ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ୩ବର୍ଷୀୟ ଶିଶୁ ରୋଷେୟା

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ୩ବର୍ଷୀୟ ଶିଶୁ ଚହଳ ସୃଷ୍ଟି କରିଛନ୍ତି। ଆମେରିକାର ରୋମନ୍‌ ବେଲ୍‌ଭିଲେ ପୁରା ଦୁନିଆକୁ ନିଜ ଅଦ୍ଭୁତ କାର୍‌ନାମା ଜରିଆରେ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ରୋମନ୍‌…

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି: ଇଞ୍ଜିନିୟରଙ୍କୁ ଫୋପାଡିଲେ କାଦୁଅ

ମୁମ୍ବାଇ, ୪।୭: ନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ଭାଜପା ବିଧାୟକ ଜେଲ୍‌ ଯିବାକଥା ମନରୁ ନ ଲିଭୁଣୁ ପୁଣି ଜଣେ କଂଗ୍ରେସ ବିଧାୟକ ଇଞ୍ଜିନିୟରଙ୍କୁ କାଦୁଅ ଫୋପାଡି ଚର୍ଚ୍ଚାକୁ ଆସିଛନ୍ତି। ବିଧାୟକ ନିତେଶ ରାଣେ ଜଣେ ଇଞ୍ଜିନିୟରଙ୍କୁ ନିଜ ସମର୍ଥକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?