Home Left

ପ୍ରେମ, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ୨ ଗିରଫ

ଗଞ୍ଜାମ,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟର ଅଶ୍ୱିନି ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁରଚୁଅଁା ଗ୍ରାମର ଜନାର୍ଦ୍ଦନ ନାହାକ ଓରଫ ଦନା (୪୧) ଓ ସହଯୋଗୀ ଉକ୍ତ କଲେଜର ପୂର୍ବତନ ଛାତ୍ର…

ନିଶାଶକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ.ଏ.)- ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଜଣେ କାର ଚାଳକଙ୍କୁ ଦାରିଙ୍ଗବାଡ଼ି ପୋଲିସ ଥାନାକୁ ଆଣିଛି। ଚାଳକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଭୀମ ବିଶ୍ୱାଳ। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ପରୀକ୍ଷା…

ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର ଅଞ୍ଚଳର ଏକ ହାଇସ୍କୁଲରେ ଏନେଇ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ବିନା ଟଙ୍କାରେ…

ରଥଯାତ୍ରା ପାଇଁ ଅର୍କକ୍ଷେତ୍ର ଉତ୍ସବମୁଖର

କୋଣାର୍କ, ୪।୭(ଡି.ଏନ୍‌.ଏ.)-ଅର୍କକ୍ଷେତ୍ର କୋଣାର୍କରେ ଘୋଷଯାତ୍ର ମହାସମାରୋହରେ ପାଳିତ ହୋଇଯାଇଛି। ଜଗନ୍ନାଥ ଟେମ୍ପୁଲ ଟ୍ରଷ୍ଟ ରାଜାରାମ ମଠ ପକ୍ଷରୁ ଆୟୋଜିତ ଘୋଷଯାତ୍ରା ନିମନ୍ତେ ଗୁରୁବାର ପ୍ରତ୍ୟୁଷରୁ ମହାପ୍ରଭୂଙ୍କର ନୀତି ଯଥା ମଙ୍ଗଳ ଆଳତି, ମଇଲମ, ଅବକାଶ, ଖେଚୁଡିଧୂପ, ମନ୍ଦିରହୋମ, ରଥପ୍ରତିଷ୍ଠା ଓ ମନ୍ଦିରଧୂପ…

ପ୍ରାଚୀ ଉପତ୍ୟକାରେ ରଥଯାତ୍ରା

କାକଟପୁର, ୪।୭(ଡି.ଏନ୍‌.ଏ.)-ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରଠାରୁପଲ୍ଲୀ ଉତ୍ସବମୁଖର ହୋଇପଡ଼ିଛି। ଅସ୍ତରଙ୍ଗ ବ୍ଲକର ବରଡିହି, କଣମଣ, କାକଟପୁର ବ୍ଲକର ଆନନ୍ଦ ବଜାର, ପ୍ରାଚୀ ଉପତ୍ୟକାର ତୁଳସୀପୁର ପ୍ରଭୃତି ଗ୍ରାମରେ ରଥଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଠାକୁରମାନଙ୍କୁ ରଥାରୁଢ଼ କରି ଗ୍ରାମବାସୀ…

ବାର୍ଟି ତୃତୀୟ ରାଉଣ୍ଡରେ

ଲଣ୍ଡନ, ୪ା୭ (ଏଏଫ୍‌ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ଏଠାରେ ଚଳିତ ଓ୍ବିମ୍ବେଲଡନ ଓପନ ଟେନିସ୍‌…

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସେ ତାଙ୍କ ପୂରା ଦକ୍ଷତା ଅନୁସାରେ ଖେଳି ନ ଥିବା ଅଭିଯୋଗ…

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ବାଲି ବୋଝେଇ ଡମ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।…

ଆକର୍ଷଣ ସାଜିଲା ଖବରକାଗଜ ନିର୍ମିତ କୁନିରଥ

ଜୟପୁର,୪ା୭(ଡି.ଏନ୍‌.ଏ.): ଜୟପୁର ସହରର କେବିଏସ୍‌ଡି ରାସ୍ତାଦେଇ ତିନି ଠାକୁର ପହଣ୍ଡିରେ ମନ୍ଦିରରୁ ରଥପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ସେହି ରାସ୍ତାରେ ପୁରୁଣା ଖବରକାଗଜରେ ନିର୍ମିତ ଏକ କୁନିରଥ ସମସ୍ତଙ୍କୁ ଆକୃଷ୍ଟ କରିଛି। ୮ବର୍ଷର ସହସ୍ରାଂଶୁ ପୂଜାରୀ ଏହା ତିଆରି କରିଛନ୍ତି।…

କଟକଣା ସତ୍ତ୍ୱେ ବନ୍ଦ ହେଲାନି ଫର୍ମାଲିନ ବ୍ୟବହାର

ପାରାଦୀପ,୪ା୭(ସ୍ବ.ପ୍ର.): ସମୁଦ୍ରରୁ ଉତ୍ପାଦିତ ମାଛକୁ ଏ, ବି, ସି, ଡି ଭଳି ଗ୍ରେଡ୍‌ କରାଯାଇ ବିକ୍ରୟ କରାଯାଏ। ଏ ଓ ବି ଗ୍ରେଡ୍‌ ମାଛ ବିଦେଶକୁ ରପ୍ତାନୀ ହେଉଥିବାବେଳେ ସି ଓ ଡି ଗ୍ରେଡ ମାଛକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଏ।…

ଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଟଲି, ୪।୭(ଡି.ଏନ.ଏ) : ପଶ୍ଚିମୋକତ୍ଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଗୁରୁବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗତର କର୍ତ୍ତା ମହାପ୍ରଭୁ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଛାଡ଼ି ରଥାଋଢ଼…

ବୌଦ୍ଧରେ ରଥଯାତ୍ରା ସମ୍ପନ୍ନ: ହରିଗୁଢି ରଥ ଟାଣିଲେ ମହିଳା ଭକ୍ତ

ବୌଦ୍ଧ, ୪।୭(ସ୍ବ.ପ୍ର): ବୌଦ୍ଧର ରଥଯାତ୍ରା ଗୁରୁବାର ସମ୍ପନ୍ନ ହୋଇଛି । ସକାଳେ ପ୍ରଥମେ ସୁଦର୍ଶନଙ୍କୁ ରଥାଋଢ କରିବା ପରେ ପହଣ୍ଡି ହୋଇଥିଲା। ତିନି ଠାକୁର ଗୋଟି ପହଣ୍ଡିରେ ଯାଇ ରଥାଋଢ ହୋଇଥିଲେ । ଗୋଟି ପହଣ୍ଡି ଯୋଗୁ ଭକ୍ତମାନେ ତିନି ଠାକୁରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?