ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର
ସୋରଡ଼ା,୭।୭(ଡି.ଏନ୍.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଥାନାଧିକାରୀ ପ୍ରଭାତ ସାହୁଙ୍କ ସୂଚନା…
ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ: ୮ ସୁରକ୍ଷାକର୍ମୀଙ୍କ ସହ ୧୨ ମୃତ
କାବୁଲ,୭।୭: ଆଫଗାନିସ୍ତାନର ଗଜନି ଅଞ୍ଚଳରେ ରବିବାର ତାଲିବାନ ଆତଙ୍କବାଦୀମାନେ କାର୍ ବୋମା ବିସ୍ଫୋରଣ କରିବା ଫଳରେ ୮ ସୁରକ୍ଷାକର୍ମୀଙ୍କ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରବିବାର ସକାଳେ ରାଷ୍ଟ୍ରୀୟ…
ମାଉଜର ଦେଖାଇ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଅଫିସ/ ବାଲୁଗାଁ,୭।୭ (ଡି.ଏନ୍.ଏ.) : ଖୋର୍ଦ୍ଧା ଜିଲା ବାଣପୁର ଥାନା କୁମାରଙ୍ଗ ରୋଡ୍ର ବଡ଼ଶଙ୍ଖଠାରେ ରବିବାର ପୂର୍ବାହ୍ନରେ ମାଉଜର ଦେଖାଇ ଦୁର୍ବୃତ୍ତମାନେ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ୮୦୮ ଟଙ୍କା ଲୁଟ୍ କରିନେଇଛନ୍ତି। ବାଣପୁର ଅଞ୍ଚଳର ଘରୋଇ…
ରୋମାନ୍ସ କରିବେନି ଜାହ୍ନବୀ
ମୁମ୍ବାଇ: ଷ୍ଟାରକିଡ୍ ଭାବେ ଶ୍ରୀଦେବୀଙ୍କ ଲାଡ୍ଲି ଜାହ୍ନବୀ କପୁର ଏବେ ବଲିଉଡ୍ରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଏବେ ତାଙ୍କ ହାତରେ ଅଫର୍ ଉପରେ ଅଫର୍। ୨୦୦୮ରେ କରନ୍ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି।…
ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍ରେ ଫୋପାଡି ଦେବା ଉଚିତ୍
ଇସଲମାବାଦ୍, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍ ବାଂଲାଦେଶକୁ ୯୯ ରନ୍ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଥିଲା ପାକିସ୍ତାନ। ଏହି ମ୍ୟାଚ୍ରେ ଓପନର ଇମାମ-ଉଲ-ହକଙ୍କ ଶତକୀୟ ଇନିଂଶ ବଳରେ ପାକିସ୍ତାନ ୯…
ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା
ମୁମ୍ବାଇ,୭।୭: କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଯେମିତି ଦେଶରେ କଂଗ୍ରେସର ସ୍ଥିତି ଭୁଷୁଡି ପଡିବା ଭଳି ମନେ ହେଉଛି। ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମିଲିନ୍ଦ ଦେଓରା।…
ତାରାଙ୍କୁ ବିଜୟଙ୍କ ଜବାବ : ପାଟକୁରାରେ ହେବ ସ୍ବାଭିମାନର ଲଢ଼େଇ
ଭୁବନେଶ୍ୱର,୭।୭(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ନେଇ ବିଜେଡି-ଭାଜପା ମଧ୍ୟରେ ମ୍ୟାଚ୍ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟର ଜବାବ ରଖିଛନ୍ତି ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର। ପାଟକୁରାରେ ସ୍ବାଭିମାନର ଲଢ଼େଇ ହେଉଛି ବୋଲି…
ଭିକାରିଙ୍କୁ କର୍ମନିଯୁକ୍ତି ଦେବାକୁ ପ୍ରୟାସ କରୁଛି ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେଶନ
ଲକ୍ଷ୍ନୌ, ୭।୭: ଉତ୍ତରପ୍ରଦେଶ ଲକ୍ଷ୍ନୌର ମ୍ୟୁନିସିପାଲ କର୍ପୋରେଶନ ଏବେ ଭିକାରିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ଓ କର୍ମନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଲକ୍ଷ୍ନୌର ମ୍ୟୁନିସିପାଲ କମିଶନର ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି, ଏବେ ଭିକାରିମାନଙ୍କୁ ଚିହ୍ନଟ କରିବାକୁ ଏକ ସର୍ଭେ…
ପାଟକୁରା ନିର୍ବାଚନ; ବିଜେଡି-ଭାଜପା ଫ୍ରେଣ୍ଡଲି ଲଢୁଛନ୍ତି : ତାରା
ଭୁବନେଶ୍ୱର,୭।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ପରେ ପୁଣି ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ଅପରପକ୍ଷେ ରାଜ୍ୟ ସଭା ଆସନ ଲାଗି ବିଜେଡି-ଭାଜପା ବୁଝାମଣା ପରେ ଉଭୟ ଦଳକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି କଂଗ୍ରେସ ନେତା।…
ପଶ୍ଚିମବଙ୍ଗରେ ୧୧୨ ଜୀବନ୍ତ ବୋମା ଉଦ୍ଧାର: ୩୯୯ଜଣ ଗିରଫ
କୋଲକାତା,୭।୭: ପଶ୍ଚିମବଙ୍ଗରେ କିଛିଦିନ ହେବ ଲାଗି ରହିଥିବା ରାଜନୈତିକ ହିଂସା ଥମୁ ନ ଥିବା ବେଳେ ପୋଲିସ ଶନିବାର ସୁଦ୍ଧା ପ୍ରାୟ ୧୧୨ଟି ଜୀବନ୍ତ ବୋମା ଉଦ୍ଧାର କରିବା ସହ ୩୯୯ ଜଣଙ୍କୁ ଗିରଫ କରିଛି। ଏହି ବୋମା ଗୁଡିକ ବୀରଭୁମ…
ମାଓବାଦୀ ନେତା ନବୀନ ସଂଗଠନରୁ ବହିଷ୍କୃତ
ମାଲକାନଗିରି,୭।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଆତଙ୍କ ଖେଳାଉଥିବା ଗାଳିକୋଣ୍ଡା ମାଓବାଦୀ ସଂଗଠନର ସମ୍ପାଦକ ନବୀନଙ୍କୁ ସଂଗଠନରୁ ବହିଷ୍କାର କରାଯାଇଥିବା ଆନ୍ଧ୍ର ଓ ଓଡ଼ିଶା ସ୍ବତନ୍ତ୍ର ବୋର୍ଡ ଜୋନାଲ କମିଟିର ମୁଖ୍ୟ ଗଣେଶ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ନବୀନ ମାଓବାଦୀ…
ସୁପର୍ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଲାଇମ୍ ଲାଇଟ୍ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଛି। ଆଉ ଏହାର କଲେକ୍ସନ୍ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ…

